-+91-9937148622 |

prerana_bgr@rediffmail.com |

  Tuesday 10th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଦିବ୍ୟାଙ୍ଗଙ୍କ ସହିତ ଦୀପାବଳି ପାଳନ କଲା ଟିଟିଲାଗଡ ବିକାଶ ସେନା   (09-Nov-2026)       ||      ମଲମୁଣ୍ଡା କ୍ଲଷ୍ଟରରେ ପଞ୍ଚମ ମାସିକ ବୈଠକ    (09-Nov-2026)       ||      ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସଦୀୟ କାର୍ଯ୍ୟପ୍ରଣାଳୀ, ନେତୃତ୍ୱ ଓ ଦକ୍ଷତା ଵୃଦ୍ଧି ପାଇଁ ଏକ ଅଭିନଵ କାର୍ଯ୍ୟକ୍ରମ - ମଡେଲ ପାର୍ଲାମେଣ୍ଟ    (09-Nov-2026)       ||      ବଲାଙ୍ଗୀର : ୪୨ ଦିନ ପରେ ମଧ୍ୟ କୁକୁଡ଼ା ଉଠାଣ ଓ Thinning ହେଉନଥିବା ଅଭିଯୋଗ;ଦୈନିକ ୪୦ରୁ ୧୦୦ ପର୍ଯ୍ୟନ୍ତ ମୃତ୍ୟୁ ହେଉଥିବା ଦାବି   (09-Nov-2026)       ||      ପାଟଣେଶ୍ୱରୀ ମନ୍ଦିର ପାରଂପାରିକ ରୀତିନୀତିରେ ସମ୍ପୁର୍ଣ୍ଣ ହେଲା କାଲିପୂଜା   (09-Nov-2026)       ||      ମାଣ୍ଡେଲ ଗ୍ରାମରେ କୁଲତା ସମାଜର ଜିଲ୍ଲା ଓ ଆଞ୍ଚଳିକ କମିଟିର ସମାବେଶ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ   (09-Nov-2026)       ||      *ବରୀ ବ୍ଲକ୍ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୯୨ଟି ଅଭିଯୋଗ ପତ୍ର ମଧ୍ୟରୁ ୨୦ଟିର ତୁରନ୍ତ ସମାଧାନ*   (09-Nov-2026)       ||      ବିନିକା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୬୬ଟି ଦରଖାସ୍ତ ଗ୍ରହଣ   (09-Nov-2026)       ||      ଓଡିଶା ବିଜ୍ଞାନ ଏକାଡେମୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ଓଡିଶା ସରକାରଙ୍କ ଦ୍ଵାରା ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ   (09-Nov-2026)       ||      କଳସ ଓ ମଶାଳଶୋଭାଯାତ୍ରାରୁ ଦ୍ୱାଦଶ ଭୀମପାହାଡ ମହୋତ୍ସବ ଆରମ୍ଭ   (09-Nov-2026)       ||      ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ସଞ୍ଜୟ କୁମାର ମେହେର ମନୋନୀତ   (09-Nov-2026)       ||      ମା’ ପାଟଖଣ୍ଡା ମନ୍ଦିର ପରିସରରେ ଦୀପଦାନ ଓ ଆଲୋକୀକରଣ ଉତ୍ସବ : ମା’ଙ୍କ ଆରାଧନାରେ ଆଲୋକମୟ ହେଲା ମନ୍ଦିର ପରିସର   (09-Nov-2026)       ||      *ଡାବୁଗାଁ ବ୍ଲକରେ ପୁଣି ଅପପୃଷ୍ଟିର ଶିକାର ହେଲେ ଚେରଚେଟିଆ ଗୁଡାର ୫ ବର୍ଷର ଅନାଥ ଝିଅ ପ୍ରତିମା ଭତ୍ରା*   (09-Nov-2026)       ||      ଦୀପାବଳୀରେ "ସମୃଦ୍ଧ ଭାରତ ସେବା ଫାଉଣ୍ଡେସନ"ର ଭିତ୍ତିପ୍ରସ୍ତର ସ୍ଥାପନ ପୂଜାର୍ଚ୍ଚନା ତଥା ବୃକ୍ଷ ରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ   (08-Nov-2026)       ||      ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ   (08-Nov-2026)       ||      ପ୍ରଗତିବାଦୀ ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ୯୪ ତମ ଜନ୍ମ ଜୟନ୍ତୀ ସମାରୋହ   (08-Nov-2026)       ||      ବଡ଼ମାଳ ହାଇସ୍କୁଲରେ ଶିଶୁ ମେଳା-୨୦୨୬ ଅନୁଷ୍ଠିତ   (08-Nov-2026)       ||      ପିପଳକାନୀରେ ନବନିର୍ମିତ ଆଦିବାସୀ ଭବନ ଉଦ୍‌ଘାଟିତ ରାଜ୍ୟସଭା ସାଂସଦ ପାଣ୍ଠିରେ ନିର୍ମିତ ଆଦିବାସୀ ଭବନକୁ ଉଦ୍‌ଘାଟନ କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (08-Nov-2026)       ||      ଜିଲ୍ଲାସ୍ତରୀୟ ପିଏମ୍‌ଶ୍ରୀ କୁଇଜ୍ ପ୍ରତିଯୋଗିତା–୨୦୨୬ ଅନୁଷ୍ଠିତ    (08-Nov-2026)       ||      ପୁରୀ ରୁ ନୂଆପଡା ଆସୁଥିବା ଜଗନ୍ନାଥ୍ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା, ଟ୍ରକ୍ ଉପରେ ଲଟକି ରହିଲେ ଡ୍ରାଇଭର    (08-Nov-2026)       ||     

HOME   ମହାନଗର

ସଡକ ଦୁର୍ଘଟଣାରେ ଗୁରୁତର "ସମାଜ" କର୍ମଚାରୀ ହୃଦୟ ରଞ୍ଜନ ଜେନା ଙ୍କ ପରଲୋକ

19-Jun-2021



ଗୋଶାଳା,(ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ସମ୍ବଲପୁର "ସମାଜ" କାର୍ଯ୍ୟାଳୟର ମୁଦ୍ରଣ ମେସିନ ସହାୟକ ହୃଦୟ ରଞ୍ଜନ ଜେନା (୪୫) ଗତ ବୁଧବାର ରାତିରେ ରେମେଡ ଛକ ନିକଟରେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସାଧିନ ଥିବାବେଳେ ଗୁରୁବାର ସଂଧ୍ୟାରେ ମୃତ୍ୟୁ ଘଟିଛି I ଏନେଇ ଅଏଁଠାପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ, ଶବ ବ୍ୟବଛ୍ଛେଦ ପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର ହୋଇଛି।ହୃଦୟ ଜଣେ ଶାନ୍ତ,ସରଳ, ମେଳାପି ବ୍ୟକ୍ତି ଭାବରେ,ଅଞ୍ଚଳର ବେଶ ଜଣାଶୁଣା ଥିବାବେଳେ, ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମିଳିଥିବା ସୂଚନା ମୁତାବକ ସେ "ସମାଜ" କାର୍ଯ୍ୟାଳୟରେ ରାତି ଡ୍ୟୁଟି ରୁ କାମସାରି ପ୍ରତିଦିନ ଭଳି ଘରକୁ ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ପଡିଥିଲେ।ପୋଲିସ ଖବର ପାଇ ହୃଦୟକୁ ଉଦ୍ଧାର କରି ଭୀମସାର ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ସେଠାରେ ବିଭାଗିୟ ଡାକ୍ତରଙ୍କ ଅପ୍ରାଣ ଉଦ୍ୟମ ପରେ ମଧ୍ୟ ବଞ୍ଚାଇପାରି ନଥିଲେ।ଗୁରୁବାର ସଧ୍ୟାରେ ଚିକିତ୍ସାଧିନ ଅବସ୍ଥାରେ କେନ୍ଦ୍ରିୟ ଆଇସିୟୁରେ ପ୍ରାଣବାୟୁ ଉଡିଯାଇଥିଲା।ଶୁକ୍ରବାର ପୂର୍ବାହ୍ନରେ ଶବ ବ୍ୟବଛ୍ଛେଦ ପରେ ପ୍ରଥମେ ବରେଇପାଲି ସ୍ଥିତ "ସମାଜ" କାର୍ଯ୍ୟାଳୟକୁ ଶବ ନିଆଯାଇଥିଲାବେଳେ, ସେଠାରେ ହୃଦୟଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା।ପରେ ଚିପିଲିମା ଗାଁସ୍ଥିତ ବାସଭବନକୁ ଅଣାଯିବାପରେ ଶୋକାକୁଳ ପରିବେଶ ସହ କାନ୍ଦବୋବାଳିରେ ଗାଁ ଉଛୁଳି ପଡିଥିଲା।ତାଙ୍କର ଅନ୍ତିମ ଶଯ୍ୟା ନିକଟରେ ତିନି ଭାଇ,ମାଁ,ସ୍ତ୍ରୀ,ଦୁଇ ପୁଅ , ମାମୁଁ,ମାଇଁ,  ପଡୋଶି ସହ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଅନ୍ତିମ ଦର୍ଶନ କରିଥିଲେ।ଶବ ଶୋଭାଯାତ୍ରା ସହ ଚିପିଲିମା ଶ୍ମଶାନକୁ ନେବାପରେ ବିଧି ମୁତାବକ ବଡ ପୁଅ ମୁଖାଗ୍ନି ଦେଇଥିଲେ।ଏପରି ଏକ ଦୁଃଖଦ ଖବର ରେ ଅଞ୍ଚଳର ବୁଦ୍ଧିଜୀବୀ ତଥା ସଚେତନ ମହଲରେ ଗଭୀର ଶୋକପ୍ରକାଶ କରାଯାଇଛି। ପ୍ରକାଶ ଥାଉକି ହୃଦୟର ବାପା କୀର୍ତ୍ତନ ଜେନା ମଧ୍ୟ କଟକ "ସମାଜ" କାର୍ଯ୍ୟାଳୟରେ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କରିଥିବାବେଳେ,ତାଙ୍କର ସ୍ଥାନରେ ହୃଦୟ ଚାକିରିରେ ଅବସ୍ଥାପିତ ଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ଦିବ୍ୟାଙ୍ଗଙ୍କ ସହିତ ଦୀପାବଳି ପାଳନ କଲା ଟିଟିଲାଗଡ ବିକାଶ ସେନା   09-Nov-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟରରେ ପଞ୍ଚମ ମାସିକ ବୈଠକ   09-Nov-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସଦୀୟ କାର୍ଯ୍ୟପ୍ରଣାଳୀ, ନେତୃତ୍ୱ ଓ ଦକ୍ଷତା ଵୃଦ୍ଧି ପାଇଁ ଏକ ଅଭିନଵ କାର୍ଯ୍ୟକ୍ରମ - ମଡେଲ ପାର୍ଲାମେଣ୍ଟ   09-Nov-2026
  ଜିଲ୍ଲା  
ବଲାଙ୍ଗୀର : ୪୨ ଦିନ ପରେ ମଧ୍ୟ କୁକୁଡ଼ା ଉଠାଣ ଓ Thinning ହେଉନଥିବା ଅଭିଯୋଗ;ଦୈନିକ ୪୦ରୁ ୧୦୦ ପର୍ଯ୍ୟନ୍ତ ମୃତ୍ୟୁ ହେଉଥିବା ଦାବି   09-Nov-2026
  ଜିଲ୍ଲା  
ପାଟଣେଶ୍ୱରୀ ମନ୍ଦିର ପାରଂପାରିକ ରୀତିନୀତିରେ ସମ୍ପୁର୍ଣ୍ଣ ହେଲା କାଲିପୂଜା   09-Nov-2026
  ଜିଲ୍ଲା  
ମାଣ୍ଡେଲ ଗ୍ରାମରେ କୁଲତା ସମାଜର ଜିଲ୍ଲା ଓ ଆଞ୍ଚଳିକ କମିଟିର ସମାବେଶ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ   09-Nov-2026
  ଜିଲ୍ଲା  
*ବରୀ ବ୍ଲକ୍ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୯୨ଟି ଅଭିଯୋଗ ପତ୍ର ମଧ୍ୟରୁ ୨୦ଟିର ତୁରନ୍ତ ସମାଧାନ*   09-Nov-2026
  ଜିଲ୍ଲା  
ବିନିକା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୬୬ଟି ଦରଖାସ୍ତ ଗ୍ରହଣ   09-Nov-2026
  ଜିଲ୍ଲା  
ଓଡିଶା ବିଜ୍ଞାନ ଏକାଡେମୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ଓଡିଶା ସରକାରଙ୍କ ଦ୍ଵାରା ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ   09-Nov-2026
  ଜିଲ୍ଲା  
କଳସ ଓ ମଶାଳଶୋଭାଯାତ୍ରାରୁ ଦ୍ୱାଦଶ ଭୀମପାହାଡ ମହୋତ୍ସବ ଆରମ୍ଭ   09-Nov-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ସଞ୍ଜୟ କୁମାର ମେହେର ମନୋନୀତ   09-Nov-2026
  ଜିଲ୍ଲା  
ମା’ ପାଟଖଣ୍ଡା ମନ୍ଦିର ପରିସରରେ ଦୀପଦାନ ଓ ଆଲୋକୀକରଣ ଉତ୍ସବ : ମା’ଙ୍କ ଆରାଧନାରେ ଆଲୋକମୟ ହେଲା ମନ୍ଦିର ପରିସର   09-Nov-2026

You Might Also Like