-+91-9937148622 |
prerana_bgr@rediffmail.com |
Saturday 18th May 2024 |
R.N.I. Regd No. ODIODI/2010/46693
Breaking News
07-Apr-2021
ନୂଆଦିଲ୍ଲୀ,(ପ୍ରେରଣା ଖବର): କରୋନା ସଂକ୍ରମଣକୁ ନଜରରେ ରଖି ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । କାରରେ ଏକାକୀ ଡ୍ରାଇଭ କରି ଗଲେ ବି ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି କାରରେ ଜଣେ ମାତ୍ର ଗଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏବେ ମାସ୍କ ସୁରକ୍ଷା କବଚ ଭଳି କାମ କରିବ ବୋଲି ହାଇକୋର୍ଟ କହିଛନ୍ତି ।