-+91-9937148622 |

prerana_bgr@rediffmail.com |

  Sunday 15th November 2026 |

| | | |

R.N.I. Regd No. ODIODI/2010/46693

Breaking News

*କାମତା ଗ୍ରାମରେ ଦୁଇଜଣ ମେଣ୍ଢା ଚୋର କୁ ଧରି କଙ୍ଗାରୁ କୋର୍ଟ ରେ ଦଣ୍ଡଦେଲେ ଗ୍ରାମବାସୀ*   (14-Nov-2026)       ||      ନେହେରୁଙ୍କ ଜୀବନଦର୍ଶନରୁ ପ୍ରେରଣା ନେବାକୁ ଆହ୍ୱାନ, ମ୍ୟୁଜିକ୍ ଚେୟାରରେ ଛାତ୍ରୀଙ୍କ ଉତ୍ସାହ   (14-Nov-2026)       ||      ଟାଉନ ବାଳିକା ହାଇସ୍କୁଲ ରେ ବିଜ୍ଞାନ ଓ ସାହିତ୍ୟର ଯୁଗଳବନ୍ଦୀ    (14-Nov-2026)       ||      ଗନ୍ଧମାର୍ଦ୍ଦନ ରେ ଖଣି ଖୋଲାଯିବନି ବୋଲି ବିଧାନସଭାରେ ସଂକଳ୍ପ ନିଆଯାଉ- ପ୍ରଫୁଲ୍ଲ ସାମନ୍ତରା   (14-Nov-2026)       ||      ଓଡ଼ିଶା ୨୩ ବର୍ଷରୁ କମ୍ ମହିଳା କ୍ରିକେଟ ଦଳରେ ବଲାଙ୍ଗିରର ଦୁଇ ଝିଅ   (14-Nov-2026)       ||      ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ଆବାସ, ମୋଟ ଆବାସ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି   (14-Nov-2026)       ||      ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ): ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ ଅବସରରେ ଭବାନୀପାଟଣା ଜିଲ୍ଲାସ୍ତରୀୟ ସମାରୋହ   (14-Nov-2026)       ||      ସୁବର୍ଣ୍ଣପୁର ସହରରେ ବ୍ରାହ୍ମଣ ସମାଜ ପକ୍ଷରୁ ବିଶାଳ ରାଲି   (14-Nov-2026)       ||      *ଜୟ ଭୀମ କ୍ରିକେଟ୍ ସେମି ଫାଇନାଲରେ ସିଂଢୋଲକୁ ହରାଇ ପାଟଣାଗଡ଼ ଦଳ ଫାଇନାଲ କୁ ପ୍ରବେଶ*-   (14-Nov-2026)       ||      ସତଲମା ଶିଶୁବିଦ୍ୟାମନ୍ଦିରରେ ଜେଜେମା-ଜେଜେବାପା ସମ୍ମିଳନୀ   (14-Nov-2026)       ||      ବିଜେପୁରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   (14-Nov-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ, ଶିଶୁ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ   (14-Nov-2026)       ||      ନୂତନ ହିତାଧିକାରିଙ୍କ ଭତ୍ତା ବାଣ୍ଟିଲେ ବିଧାୟକ   (14-Nov-2026)       ||      ଲୋଇସିଂହା ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା - 2026 ଅନୁଷ୍ଠିତ    (14-Nov-2026)       ||      ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ୬ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘ସମର୍ପଣ୍-୨୦୨୬’ ପାଳିତ; ସଂଗଠନକୁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ବଲାଙ୍ଗିର ବିଧାୟକଙ୍କ ଘୋଷଣା   (14-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ   (14-Nov-2026)       ||      ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ହରଭଙ୍ଗା ତହସିଲ କାର୍ଯ୍ୟାଳୟ ଓ ଥାନା ପରିଦର୍ଶନ କଲେ   (14-Nov-2026)       ||      ମଲମୁଣ୍ଡା କ୍ଲଷ୍ଟରରେ ଶିଶୁ ଦିବସ ପାଳିତ   (14-Nov-2026)       ||      ରେମତା ଗ୍ରାମର ସଚେତନ ନାଗରିକମାନେ ଏକତ୍ରିତ ହୋଇ ମଦ ବିକ୍ରି ବନ୍ଦ ପାଇଁ ଥାନାରେ ଦେଲେ ଦାବୀପତ୍ର   (14-Nov-2026)       ||      ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଲକ୍ଷ୍ୟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ   (13-Nov-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ସହରରେ ବ୍ରାହ୍ମଣ ସମାଜ ପକ୍ଷରୁ ବିଶାଳ ରାଲି

14-Nov-2026



(ମନୋରଞ୍ଜନ ତ୍ରିପାଠୀ )
ୟୁଜିସି ବିଲକୁ ସମ୍ପୁର୍ଣ୍ଣ ପ୍ରତିହାର ଦାବିରେ 
ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ମହାମହିମ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ।
ଜାତି ସମାଜର ଉନ୍ନତି ପାଇଁ ଏକତ୍ରିତ ହେଲେ ବ୍ରାହ୍ମଣ
ସମୟ ସହିତ ବଦଳୁଥିବା ସାମାଜିକ ପରିବେଶରେ ନିଜ ଅସ୍ତିତ୍ୱ, ଅଧିକାର ଓ ଉନ୍ନତିର ସ୍ୱରକୁ ଆହୁରି ଦୃଢ଼ କରିବା ପାଇଁ ଏକତ୍ରିତ ହୋଇଛନ୍ତି ବ୍ରାହ୍ମଣ ସମାଜର ସଦସ୍ୟମାନେ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମୁଣ୍ଡଘାଟ ସ୍ଥିତ ଆର ଏମସି ପ୍ରାଙ୍ଗଣରେ ଆଜି ଜିଲ୍ଲା କମିଟି ଗଠନ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। 
ବ୍ରାହ୍ମଣ ସମାଜର ଜିଲ୍ଲା ସଭାପତି ହେଲେ ଡ଼. ପ୍ରଫୁଲ୍ଲ କୁମାର ରଥ । ସମାଜର ବିଭିନ୍ନ ସମସ୍ୟା, ଚ୍ୟାଲେଞ୍ଜ ଓ ଭବିଷ୍ୟତ କାର୍ଯ୍ୟପନ୍ଥା କୁ ନେଇ ବିସ୍ତୃତ ଆଲୋଚନା ହୋଇଛି। ସମାଜର ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି ଯେ, ଶିକ୍ଷାଠାରୁ ଆରମ୍ଭ କରି ନିଯୁକ୍ତି କ୍ଷେତ୍ର ପର୍ଯ୍ୟନ୍ତ ବ୍ରାହ୍ମଣ ସମାଜକୁ ଉଚିତ ଗୁରୁତ୍ୱ ମିଳୁନାହିଁ। ଏହି ପରିସ୍ଥିତିରେ ସଂଗଠିତ ହୋଇ ସାମାଜିକ ଓ ଶିକ୍ଷାଗତ ଉନ୍ନତି ପାଇଁ ସଂଘବଦ୍ଧ ଭାବେ ଆଗକୁ ବଢ଼ିବାକୁ ବୈଠକରେ ମତପ୍ରକାଶ ପାଇଛି।
ଆଗାମୀ ଦିନରେ ଜିଲ୍ଲା ସଦର ମହକୁମାରେ ୫୦ ହଯାର ରୁ ଉର୍ଦ୍ଧ ବ୍ରାହ୍ମଣ ଙ୍କୁ ନେଇ ଏକ ବିଶାଳ ସଭାର ଆୟୋଜନ କରା ଯିବା ପାଇଁ ନିଷ୍ପତ୍ତି ହୋଇଛି। ସମାଜର ଏକତା, ସଂଗଠନ ଓ ସଚେତନତା ହିଁ ଉନ୍ନତିର ପ୍ରମୁଖ ମାର୍ଗ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*କାମତା ଗ୍ରାମରେ ଦୁଇଜଣ ମେଣ୍ଢା ଚୋର କୁ ଧରି କଙ୍ଗାରୁ କୋର୍ଟ ରେ ଦଣ୍ଡଦେଲେ ଗ୍ରାମବାସୀ*   14-Nov-2026
  ଜିଲ୍ଲା  
ନେହେରୁଙ୍କ ଜୀବନଦର୍ଶନରୁ ପ୍ରେରଣା ନେବାକୁ ଆହ୍ୱାନ, ମ୍ୟୁଜିକ୍ ଚେୟାରରେ ଛାତ୍ରୀଙ୍କ ଉତ୍ସାହ   14-Nov-2026
  ଜିଲ୍ଲା  
ଟାଉନ ବାଳିକା ହାଇସ୍କୁଲ ରେ ବିଜ୍ଞାନ ଓ ସାହିତ୍ୟର ଯୁଗଳବନ୍ଦୀ   14-Nov-2026
  ଜିଲ୍ଲା  
ଗନ୍ଧମାର୍ଦ୍ଦନ ରେ ଖଣି ଖୋଲାଯିବନି ବୋଲି ବିଧାନସଭାରେ ସଂକଳ୍ପ ନିଆଯାଉ- ପ୍ରଫୁଲ୍ଲ ସାମନ୍ତରା   14-Nov-2026
  ଜିଲ୍ଲା  
ଓଡ଼ିଶା ୨୩ ବର୍ଷରୁ କମ୍ ମହିଳା କ୍ରିକେଟ ଦଳରେ ବଲାଙ୍ଗିରର ଦୁଇ ଝିଅ   14-Nov-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ଆବାସ, ମୋଟ ଆବାସ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି   14-Nov-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ): ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ ଅବସରରେ ଭବାନୀପାଟଣା ଜିଲ୍ଲାସ୍ତରୀୟ ସମାରୋହ   14-Nov-2026
  ଜିଲ୍ଲା  
ସୁବର୍ଣ୍ଣପୁର ସହରରେ ବ୍ରାହ୍ମଣ ସମାଜ ପକ୍ଷରୁ ବିଶାଳ ରାଲି   14-Nov-2026
  ଜିଲ୍ଲା  
*ଜୟ ଭୀମ କ୍ରିକେଟ୍ ସେମି ଫାଇନାଲରେ ସିଂଢୋଲକୁ ହରାଇ ପାଟଣାଗଡ଼ ଦଳ ଫାଇନାଲ କୁ ପ୍ରବେଶ*-   14-Nov-2026
  ଜିଲ୍ଲା  
ସତଲମା ଶିଶୁବିଦ୍ୟାମନ୍ଦିରରେ ଜେଜେମା-ଜେଜେବାପା ସମ୍ମିଳନୀ   14-Nov-2026
  ଜିଲ୍ଲା  
ବିଜେପୁରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   14-Nov-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ, ଶିଶୁ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ   14-Nov-2026

You Might Also Like