-+91-9937148622 |

prerana_bgr@rediffmail.com |

  Sunday 15th November 2026 |

| | | |

R.N.I. Regd No. ODIODI/2010/46693

Breaking News

*କାମତା ଗ୍ରାମରେ ଦୁଇଜଣ ମେଣ୍ଢା ଚୋର କୁ ଧରି କଙ୍ଗାରୁ କୋର୍ଟ ରେ ଦଣ୍ଡଦେଲେ ଗ୍ରାମବାସୀ*   (14-Nov-2026)       ||      ନେହେରୁଙ୍କ ଜୀବନଦର୍ଶନରୁ ପ୍ରେରଣା ନେବାକୁ ଆହ୍ୱାନ, ମ୍ୟୁଜିକ୍ ଚେୟାରରେ ଛାତ୍ରୀଙ୍କ ଉତ୍ସାହ   (14-Nov-2026)       ||      ଟାଉନ ବାଳିକା ହାଇସ୍କୁଲ ରେ ବିଜ୍ଞାନ ଓ ସାହିତ୍ୟର ଯୁଗଳବନ୍ଦୀ    (14-Nov-2026)       ||      ଗନ୍ଧମାର୍ଦ୍ଦନ ରେ ଖଣି ଖୋଲାଯିବନି ବୋଲି ବିଧାନସଭାରେ ସଂକଳ୍ପ ନିଆଯାଉ- ପ୍ରଫୁଲ୍ଲ ସାମନ୍ତରା   (14-Nov-2026)       ||      ଓଡ଼ିଶା ୨୩ ବର୍ଷରୁ କମ୍ ମହିଳା କ୍ରିକେଟ ଦଳରେ ବଲାଙ୍ଗିରର ଦୁଇ ଝିଅ   (14-Nov-2026)       ||      ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ଆବାସ, ମୋଟ ଆବାସ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି   (14-Nov-2026)       ||      ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ): ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ ଅବସରରେ ଭବାନୀପାଟଣା ଜିଲ୍ଲାସ୍ତରୀୟ ସମାରୋହ   (14-Nov-2026)       ||      ସୁବର୍ଣ୍ଣପୁର ସହରରେ ବ୍ରାହ୍ମଣ ସମାଜ ପକ୍ଷରୁ ବିଶାଳ ରାଲି   (14-Nov-2026)       ||      *ଜୟ ଭୀମ କ୍ରିକେଟ୍ ସେମି ଫାଇନାଲରେ ସିଂଢୋଲକୁ ହରାଇ ପାଟଣାଗଡ଼ ଦଳ ଫାଇନାଲ କୁ ପ୍ରବେଶ*-   (14-Nov-2026)       ||      ସତଲମା ଶିଶୁବିଦ୍ୟାମନ୍ଦିରରେ ଜେଜେମା-ଜେଜେବାପା ସମ୍ମିଳନୀ   (14-Nov-2026)       ||      ବିଜେପୁରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   (14-Nov-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ, ଶିଶୁ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ   (14-Nov-2026)       ||      ନୂତନ ହିତାଧିକାରିଙ୍କ ଭତ୍ତା ବାଣ୍ଟିଲେ ବିଧାୟକ   (14-Nov-2026)       ||      ଲୋଇସିଂହା ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା - 2026 ଅନୁଷ୍ଠିତ    (14-Nov-2026)       ||      ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ୬ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘ସମର୍ପଣ୍-୨୦୨୬’ ପାଳିତ; ସଂଗଠନକୁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ବଲାଙ୍ଗିର ବିଧାୟକଙ୍କ ଘୋଷଣା   (14-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ   (14-Nov-2026)       ||      ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ହରଭଙ୍ଗା ତହସିଲ କାର୍ଯ୍ୟାଳୟ ଓ ଥାନା ପରିଦର୍ଶନ କଲେ   (14-Nov-2026)       ||      ମଲମୁଣ୍ଡା କ୍ଲଷ୍ଟରରେ ଶିଶୁ ଦିବସ ପାଳିତ   (14-Nov-2026)       ||      ରେମତା ଗ୍ରାମର ସଚେତନ ନାଗରିକମାନେ ଏକତ୍ରିତ ହୋଇ ମଦ ବିକ୍ରି ବନ୍ଦ ପାଇଁ ଥାନାରେ ଦେଲେ ଦାବୀପତ୍ର   (14-Nov-2026)       ||      ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଲକ୍ଷ୍ୟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ   (13-Nov-2026)       ||     

HOME   ଜିଲ୍ଲା

ମଲମୁଣ୍ଡା କ୍ଲଷ୍ଟରରେ ଶିଶୁ ଦିବସ ପାଳିତ

14-Nov-2026



ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ମଲମୁଣ୍ଡା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିଶୁ ଦିବସ ପାଳନ ହୋଇଯାଇଛି। ଏହି କ୍ରମରେ ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଶିଶୁ ଦିବସ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ସଙ୍ଗୀତ, ଚିତ୍ରାଙ୍କନ, ଗଳ୍ପ କଥନ ଓ ଭାଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ସେ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଶିକ୍ଷା, ଶୃଙ୍ଖଳା ଏବଂ ଜିଜ୍ଞାସାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ମନ ଦେଇ ପାଠ ପଢ଼ିବାକୁ ଉତ୍ସାହିତ କରିଥିଲେ । କୁନିକୁନି ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା ଏବଂ ମୌଳିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ବର୍ଣ୍ଣବୋଧ, କଲମ ଏବଂ ମିଷ୍ଟାନ୍ନ ବଣ୍ଟନ କରାଯାଇ ଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞ୍ଜିତା ଜେନା, କଳ୍ପନା ରାଣୀ ପଟେଲ ଏବଂ ଇତିଶ୍ରୀ ଦାଶ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା ଓ ସଂଯୋଜନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ଅଂଶଗ୍ରହଣ ମଧ୍ୟରେ କାର୍ଯ୍ୟକ୍ରମଟି ବେଶ ଆନନ୍ଦମୟ ପରିବେଶରେ ଶେଷ ହୋଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
*କାମତା ଗ୍ରାମରେ ଦୁଇଜଣ ମେଣ୍ଢା ଚୋର କୁ ଧରି କଙ୍ଗାରୁ କୋର୍ଟ ରେ ଦଣ୍ଡଦେଲେ ଗ୍ରାମବାସୀ*   14-Nov-2026
  ଜିଲ୍ଲା  
ନେହେରୁଙ୍କ ଜୀବନଦର୍ଶନରୁ ପ୍ରେରଣା ନେବାକୁ ଆହ୍ୱାନ, ମ୍ୟୁଜିକ୍ ଚେୟାରରେ ଛାତ୍ରୀଙ୍କ ଉତ୍ସାହ   14-Nov-2026
  ଜିଲ୍ଲା  
ଟାଉନ ବାଳିକା ହାଇସ୍କୁଲ ରେ ବିଜ୍ଞାନ ଓ ସାହିତ୍ୟର ଯୁଗଳବନ୍ଦୀ   14-Nov-2026
  ଜିଲ୍ଲା  
ଗନ୍ଧମାର୍ଦ୍ଦନ ରେ ଖଣି ଖୋଲାଯିବନି ବୋଲି ବିଧାନସଭାରେ ସଂକଳ୍ପ ନିଆଯାଉ- ପ୍ରଫୁଲ୍ଲ ସାମନ୍ତରା   14-Nov-2026
  ଜିଲ୍ଲା  
ଓଡ଼ିଶା ୨୩ ବର୍ଷରୁ କମ୍ ମହିଳା କ୍ରିକେଟ ଦଳରେ ବଲାଙ୍ଗିରର ଦୁଇ ଝିଅ   14-Nov-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ଆବାସ, ମୋଟ ଆବାସ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି   14-Nov-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ): ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ ଅବସରରେ ଭବାନୀପାଟଣା ଜିଲ୍ଲାସ୍ତରୀୟ ସମାରୋହ   14-Nov-2026
  ଜିଲ୍ଲା  
ସୁବର୍ଣ୍ଣପୁର ସହରରେ ବ୍ରାହ୍ମଣ ସମାଜ ପକ୍ଷରୁ ବିଶାଳ ରାଲି   14-Nov-2026
  ଜିଲ୍ଲା  
*ଜୟ ଭୀମ କ୍ରିକେଟ୍ ସେମି ଫାଇନାଲରେ ସିଂଢୋଲକୁ ହରାଇ ପାଟଣାଗଡ଼ ଦଳ ଫାଇନାଲ କୁ ପ୍ରବେଶ*-   14-Nov-2026
  ଜିଲ୍ଲା  
ସତଲମା ଶିଶୁବିଦ୍ୟାମନ୍ଦିରରେ ଜେଜେମା-ଜେଜେବାପା ସମ୍ମିଳନୀ   14-Nov-2026
  ଜିଲ୍ଲା  
ବିଜେପୁରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   14-Nov-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ, ଶିଶୁ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ   14-Nov-2026

You Might Also Like