-+91-9937148622 |

prerana_bgr@rediffmail.com |

  Sunday 15th November 2026 |

| | | |

R.N.I. Regd No. ODIODI/2010/46693

Breaking News

*କାମତା ଗ୍ରାମରେ ଦୁଇଜଣ ମେଣ୍ଢା ଚୋର କୁ ଧରି କଙ୍ଗାରୁ କୋର୍ଟ ରେ ଦଣ୍ଡଦେଲେ ଗ୍ରାମବାସୀ*   (14-Nov-2026)       ||      ନେହେରୁଙ୍କ ଜୀବନଦର୍ଶନରୁ ପ୍ରେରଣା ନେବାକୁ ଆହ୍ୱାନ, ମ୍ୟୁଜିକ୍ ଚେୟାରରେ ଛାତ୍ରୀଙ୍କ ଉତ୍ସାହ   (14-Nov-2026)       ||      ଟାଉନ ବାଳିକା ହାଇସ୍କୁଲ ରେ ବିଜ୍ଞାନ ଓ ସାହିତ୍ୟର ଯୁଗଳବନ୍ଦୀ    (14-Nov-2026)       ||      ଗନ୍ଧମାର୍ଦ୍ଦନ ରେ ଖଣି ଖୋଲାଯିବନି ବୋଲି ବିଧାନସଭାରେ ସଂକଳ୍ପ ନିଆଯାଉ- ପ୍ରଫୁଲ୍ଲ ସାମନ୍ତରା   (14-Nov-2026)       ||      ଓଡ଼ିଶା ୨୩ ବର୍ଷରୁ କମ୍ ମହିଳା କ୍ରିକେଟ ଦଳରେ ବଲାଙ୍ଗିରର ଦୁଇ ଝିଅ   (14-Nov-2026)       ||      ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ଆବାସ, ମୋଟ ଆବାସ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି   (14-Nov-2026)       ||      ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ): ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ ଅବସରରେ ଭବାନୀପାଟଣା ଜିଲ୍ଲାସ୍ତରୀୟ ସମାରୋହ   (14-Nov-2026)       ||      ସୁବର୍ଣ୍ଣପୁର ସହରରେ ବ୍ରାହ୍ମଣ ସମାଜ ପକ୍ଷରୁ ବିଶାଳ ରାଲି   (14-Nov-2026)       ||      *ଜୟ ଭୀମ କ୍ରିକେଟ୍ ସେମି ଫାଇନାଲରେ ସିଂଢୋଲକୁ ହରାଇ ପାଟଣାଗଡ଼ ଦଳ ଫାଇନାଲ କୁ ପ୍ରବେଶ*-   (14-Nov-2026)       ||      ସତଲମା ଶିଶୁବିଦ୍ୟାମନ୍ଦିରରେ ଜେଜେମା-ଜେଜେବାପା ସମ୍ମିଳନୀ   (14-Nov-2026)       ||      ବିଜେପୁରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   (14-Nov-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ, ଶିଶୁ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ   (14-Nov-2026)       ||      ନୂତନ ହିତାଧିକାରିଙ୍କ ଭତ୍ତା ବାଣ୍ଟିଲେ ବିଧାୟକ   (14-Nov-2026)       ||      ଲୋଇସିଂହା ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା - 2026 ଅନୁଷ୍ଠିତ    (14-Nov-2026)       ||      ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ୬ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘ସମର୍ପଣ୍-୨୦୨୬’ ପାଳିତ; ସଂଗଠନକୁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ବଲାଙ୍ଗିର ବିଧାୟକଙ୍କ ଘୋଷଣା   (14-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ   (14-Nov-2026)       ||      ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ହରଭଙ୍ଗା ତହସିଲ କାର୍ଯ୍ୟାଳୟ ଓ ଥାନା ପରିଦର୍ଶନ କଲେ   (14-Nov-2026)       ||      ମଲମୁଣ୍ଡା କ୍ଲଷ୍ଟରରେ ଶିଶୁ ଦିବସ ପାଳିତ   (14-Nov-2026)       ||      ରେମତା ଗ୍ରାମର ସଚେତନ ନାଗରିକମାନେ ଏକତ୍ରିତ ହୋଇ ମଦ ବିକ୍ରି ବନ୍ଦ ପାଇଁ ଥାନାରେ ଦେଲେ ଦାବୀପତ୍ର   (14-Nov-2026)       ||      ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଲକ୍ଷ୍ୟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ   (13-Nov-2026)       ||     

HOME   ଜିଲ୍ଲା

ବିଜେପୁରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ

14-Nov-2026



ବିଜେପୁର : (ସୁଦାମ ଦୀପ)ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପରିସରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ ବିଶ୍ୱାଳ ଙ୍କ ଅଧ୍ୟକ୍ଷତା ରେ  ଅନୁଷ୍ଠିତ ହୋଇଯାଇଛି।  ଏହି ମେଳାରେ ବିଜେପୁର ନିର୍ବାଚନମଣ୍ଡଳୀର ବିଧାୟକ ସନତ କୁମାର ଗଡ଼ତୀୟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସାଂସଦ ପ୍ରତିନିଧି ଆନନ୍ଦ ବାରିକ, ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସନା, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୀତା ବାରିକ, ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡ଼ତିଆ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଜ୍ଞାନ ରଞ୍ଜନ ସାମଲ, ପଦ୍ମପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଆଚାର୍ଯ୍ୟ ଚନ୍ଦ୍ର ପାଟ୍ଟଯୋଷୀ, ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଡା. ଗିରିଧାରୀ ଭୋଇ ଓ ଡା. ଗୋପାଳ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ମେଳାରେ ଗୋପାଳକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଜାତୀୟ ମତ୍ସ୍ୟ ଡିଜିଟାଲ ପ୍ଲାଟଫର୍ମରେ ପଞ୍ଜୀକରଣ ପ୍ରକ୍ରିୟା ଏବଂ ଘର ଅଗଣାରେ କୁକୁଡ଼ା ପାଳନ ପାଇଁ ମିଳୁଥିବା ସରକାରୀ ସହାୟତା ସମ୍ପର୍କରେ ଚାଷୀଙ୍କୁ ବିସ୍ତୃତ ଭାବେ ବୁଝାଯାଇଥିଲା। ସମଲେଶ୍ୱରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦନ ସଂଘ, ସମ୍ବଲପୁର ପକ୍ଷରୁ ଦୁଗ୍ଧ ଉତ୍ପାଦନ, ଗୋପାଳନ, ଉନ୍ନତ ଘାସଚାଷ, ଗୋଖାଦ୍ୟ ପ୍ରସ୍ତୁତି ଓ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସୂଚନା ଦିଆଯାଇଥିଲା। ସେହିପରି ଗାଈ, ବାଛୁରୀ, ଛେଳି, ମେଣ୍ଢା ଓ କୁକୁଡ଼ାଙ୍କ ଉପଯୁକ୍ତ ଟିକାକରଣ, ରୋଗ ପ୍ରତିରୋଧ ଏବଂ ନିୟମିତ ପ୍ରାଣୀ ଚିକିତ୍ସାର ଗୁରୁତ୍ୱ ସମ୍ପର୍କରେ ଚାଷୀଙ୍କୁ ଦିଗ୍‌ଦର୍ଶନ ଦିଆଯାଇଥିଲା। କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର, ବିଜେପୁର ପକ୍ଷରୁ ମଧ୍ୟ ବିଭିନ୍ନ କୃଷିଭିତ୍ତିକ ଯୋଜନା ଓ ପ୍ରାଣୀସମ୍ପଦ ପାଳନ ସମ୍ପର୍କରେ ପରାମର୍ଶ ପ୍ରଦାନ କରାଯାଇଥିଲା। ଡା. ମିଲି ପାଣ୍ଡେଙ୍କ ସଂଯୋଜନାରେ ଏବଂ ଡା. ସଂଯୁକ୍ତା ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡା. ଦୀପାଳୀ ନାଏକଙ୍କ ସମେତ ନାରାୟଣ ପ୍ରଧାନ, ଦିଲ୍ଲୀପ କୁମାର ଦେବତା, ଅଶୋକ ବରିହା, ତାରାଚାନ୍ଦ ମହାନନ୍ଦ, ଅଞ୍ଜଳି ପ୍ରଧାନ, ରୋହିତ କୁମାର ସାହୁ ଓ ତୃପ୍ତି ମେହେର ପ୍ରମୁଖ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*କାମତା ଗ୍ରାମରେ ଦୁଇଜଣ ମେଣ୍ଢା ଚୋର କୁ ଧରି କଙ୍ଗାରୁ କୋର୍ଟ ରେ ଦଣ୍ଡଦେଲେ ଗ୍ରାମବାସୀ*   14-Nov-2026
  ଜିଲ୍ଲା  
ନେହେରୁଙ୍କ ଜୀବନଦର୍ଶନରୁ ପ୍ରେରଣା ନେବାକୁ ଆହ୍ୱାନ, ମ୍ୟୁଜିକ୍ ଚେୟାରରେ ଛାତ୍ରୀଙ୍କ ଉତ୍ସାହ   14-Nov-2026
  ଜିଲ୍ଲା  
ଟାଉନ ବାଳିକା ହାଇସ୍କୁଲ ରେ ବିଜ୍ଞାନ ଓ ସାହିତ୍ୟର ଯୁଗଳବନ୍ଦୀ   14-Nov-2026
  ଜିଲ୍ଲା  
ଗନ୍ଧମାର୍ଦ୍ଦନ ରେ ଖଣି ଖୋଲାଯିବନି ବୋଲି ବିଧାନସଭାରେ ସଂକଳ୍ପ ନିଆଯାଉ- ପ୍ରଫୁଲ୍ଲ ସାମନ୍ତରା   14-Nov-2026
  ଜିଲ୍ଲା  
ଓଡ଼ିଶା ୨୩ ବର୍ଷରୁ କମ୍ ମହିଳା କ୍ରିକେଟ ଦଳରେ ବଲାଙ୍ଗିରର ଦୁଇ ଝିଅ   14-Nov-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ଆବାସ, ମୋଟ ଆବାସ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି   14-Nov-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ): ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ ଅବସରରେ ଭବାନୀପାଟଣା ଜିଲ୍ଲାସ୍ତରୀୟ ସମାରୋହ   14-Nov-2026
  ଜିଲ୍ଲା  
ସୁବର୍ଣ୍ଣପୁର ସହରରେ ବ୍ରାହ୍ମଣ ସମାଜ ପକ୍ଷରୁ ବିଶାଳ ରାଲି   14-Nov-2026
  ଜିଲ୍ଲା  
*ଜୟ ଭୀମ କ୍ରିକେଟ୍ ସେମି ଫାଇନାଲରେ ସିଂଢୋଲକୁ ହରାଇ ପାଟଣାଗଡ଼ ଦଳ ଫାଇନାଲ କୁ ପ୍ରବେଶ*-   14-Nov-2026
  ଜିଲ୍ଲା  
ସତଲମା ଶିଶୁବିଦ୍ୟାମନ୍ଦିରରେ ଜେଜେମା-ଜେଜେବାପା ସମ୍ମିଳନୀ   14-Nov-2026
  ଜିଲ୍ଲା  
ବିଜେପୁରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   14-Nov-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ, ଶିଶୁ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ   14-Nov-2026

You Might Also Like