-+91-9937148622 |
prerana_bgr@rediffmail.com |
Tuesday 10th November 2026 |
R.N.I. Regd No. ODIODI/2010/46693
Breaking News
10-Nov-2026
(ପ୍ରିୟଦର୍ଶିନୀ ପାତ୍ର)
ଶନିବାର ଝରିଗାଁ କୋର୍ଟ ପରିସରରେ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ ଓ ସି.ଏ.ଏସ.ସାଇ ମୀନକେତନ ଗନ୍ତାୟତ ଉପରେ ହୋଇଥିବା ଆକ୍ରମଣ କୁ ଦୃଢ଼ ନିନ୍ଦା କରିଛନ୍ତି ଡାବୁଗାଁ ବ୍ଲକ ର ଆଇନଜୀବୀ ମାନେ । ବରିଷ୍ଠ ଆଇନଜୀବୀ ଗୋଦାବରୀଶ ମହାପାତ୍ର, ଦିୱାନ ସିଂ, ଜୟନ୍ତ କୁମାର ପାତ୍ର, ମିହିର ଶଙ୍କର ପାତ୍ର, ଦିବ୍ୟରଞ୍ଚନ ପାତ୍ର, ଅରୁଣ ପାତ୍ର, ମଞ୍ଜୁଳା ମାଝୀ ଆକ୍ରମଣ ର ପ୍ରତିବାଦ କରି କଳା ବେଡ୍ଜ ପରିଧାନ କରିଛନ୍ତି ଓ ଆଜି କାର୍ଯ୍ୟବନ୍ଦ କରିଛନ୍ତି। ଆଇନଜୀବୀ ଉପରେ ଆକ୍ରମଣ କୁ ବିଭିନ୍ନ ଆଇନଜୀବୀ ସଂଘ ବ୍ୟତୀତ ବୁଦ୍ଧିଜୀବୀ ମହଲରେ ମଧ୍ୟ ନିନ୍ଦା କରା ଯାଇଛି।