-+91-9937148622 |

prerana_bgr@rediffmail.com |

  Sunday 29th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଗୁରୁ ଭଗବାନ ସାହୁଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶ୍ରଦ୍ଧାଞ୍ଜଳି ଷଷ୍ଠ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଆୟୋଜନ ନେଇ ଆଲୋଚନା   (29-Nov-2026)       ||      ଭକ୍ତ ପ୍ରହ୍ଲାଦଙ୍କ ଅଟଳ ଭକ୍ତି ଓ ଭଗବାନ ନୃସିଂହଙ୍କ ଅବତାର କଥା ଶୁଣି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ   (29-Nov-2026)       ||      ତୃତୀୟ ତ୍ରି-ଦିବସୀୟ ଶିକ୍ଷଣ କର୍ମଶାଳା ‘ଉନ୍ମେଷ’ ଉଦ୍‌ଯାପିତ -ମାଟ୍ରିକ୍‌ ପରୀକ୍ଷାରେ A1 ଗ୍ରେଡ୍‌ ଲକ୍ଷ୍ୟ ନେଇ ୨୦୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ   (29-Nov-2026)       ||      ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ୨୦୨୬-୨୭ ନେଇ ସମ୍ବଲପୁରରେ ରାଜନୈତିକ ଦଳ ଙ୍କ ସହିତ ବୈଠକ ଅନୁଷ୍ଠିତ   (28-Nov-2026)       ||      ଗୋପବନ୍ଧୁ ନଗର ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Nov-2026)       ||      GIETରେ ଗୁଣାତ୍ମକ ବୈଷୟିକ ଶିକ୍ଷା, ଗବେଷଣା ଓ ନିଯୁକ୍ତି ଉପରେ ଗୁରୁତ୍ୱ ଶିଳ୍ପାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ ଦକ୍ଷ ଛାତ୍ରଛାତ୍ରୀ ଗଢ଼ିବା ଲକ୍ଷ୍ୟ   (28-Nov-2026)       ||      ସୋନପୁର ଅସ୍ଥାୟୀ ବସଷ୍ଟାଣ୍ଡ୍‌କୁ ଆଜି ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଶ୍ରୀ ଦେବାଶିଷ୍ ସିଂ   (28-Nov-2026)       ||      *ୟୁଥ୍ ରେଡ୍ କ୍ରସ୍ ପକ୍ଷରୁ ମହିଳା ସ୍ଵାସ୍ଥ୍ୟ ସଚେତନତା ଶିବିର*- *ନାରୀ ସୁସ୍ଥ ରହିଲେ ଏକ ସୁସ୍ଥ ସମାଜ ଓ ରାଷ୍ଟ୍ର ଗଠନ ହୋଇ ପାରିବ*- - *ଜିଲ୍ଲାପାଳ*   (28-Nov-2026)       ||      ପାପଡ଼ାହାଣ୍ଡିରେ "କନ୍ୟାରତ୍ନ ଦିବସ ନିଆରା ଢଙ୍ଗ " ରେ ପାଳନ ଓ ଶପଥ ପାଠ ଗ୍ରହଣ   (28-Nov-2026)       ||      *ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ୮୫ତମ ଜନ୍ମ ଜୟନ୍ତୀ ପାଳିତ*   (28-Nov-2026)       ||      ଫ୍ୟୁଜନ୍ ଶକ୍ତି ବିଶ୍ୱକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବ: ପ୍ରଫେସର ଡେଭିଡ୍ ଗ୍ୟାନ୍ ୟୁକେ ଫ୍ୟୁଜନ୍ ଏନର୍ଜି ଲିମିଟେଡ୍‌ର ଅଧ୍ୟକ୍ଷ ତଥା ସ୍ୱଚ୍ଛ ଶକ୍ତି ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଜଣେ ବିଶ୍ୱସ୍ତରୀୟ ଅଗ୍ରଦୂତ   (28-Nov-2026)       ||      ଦୁର୍ଗାପାଲି ଠାରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ   (28-Nov-2026)       ||      ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ    (28-Nov-2026)       ||      ସିନାପାଲି କୁସୁମଜୋର ଗ୍ରାମ ପଞ୍ଚାୟତରେ ‘ନୂଆପଡ଼ା ଉନ୍ମେଷ’ କାର୍ଯ୍ୟକ୍ରମ : ଶ୍ରମ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ   (28-Nov-2026)       ||      *ବିରିଶୋଲା ଆଶ୍ରମ ର ମୂଖ୍ୟ ଅନାଦି ବାବାଙ୍କୁ ଧମକ, ଥାନାରେ ଦିଆଗଲା ଏତଲା*   (28-Nov-2026)       ||      ନୂଆପଡ଼ା,ବଲାଙ୍ଗୀର ଜିଲ୍ଲା ସୀମାନ୍ତରେ ସଡ଼କ ଦୁର୍ଘଟଣା, ଦୁର୍ଘଟଣା ରେ ଅଳ୍ପକେ ବାର୍ତ୍ତିଲେ ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପ ସିଂ ମାଝୀ   (28-Nov-2026)       ||      ପରିବେଶ ସୁରକ୍ଷାରେ କଲମର ଶକ୍ତି, ନୂଆଦିଲ୍ଲୀରେ ଜାତୀୟ ସମ୍ମିଳନୀ, ସମ୍ମାନିତ ହେଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   (28-Nov-2026)       ||      ବିନିକାରେ ଆରମ୍ଭ ହେଲା ୨୪୩ତମ ଗୋକୁଲାଷ୍ଟମି ମହୋତ୍ସବ, ୮ ଦିନ ଧରି ଚାଲିବ ବିଭିନ୍ନ ଲୀଳା   (28-Nov-2026)       ||      ପଡ଼ିଆବାହାଲ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ କଂସ ମହାରାଜଙ୍କୁ ବରଣ, ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କମ୍ପିଲା ପଡ଼ିଆବାହାଲ   (28-Nov-2026)       ||      କୁଟ୍ରୁମାଳି ଖଣି ଲିଜ୍‌କୁ ନେଇ ଜନଜାତି ଆୟୋଗରେ ଶୁଣାଣି, ବାତିଲ ଦାବି କଲେ ନିରଞ୍ଜନ ବିଶି♦️ଗ୍ରାମସଭା ନାହିଁ, ଆଦିବାସୀଙ୍କ ସମ୍ମତି ନାହିଁ; କେଉଁ ଆଧାରରେ ଖଣି ଲିଜ୍‌   (28-Nov-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ

19-Mar-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
 ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତାକୁ ଆହୁରି ସୁଦୃଢ କରିବା ଉଦ୍ଧେଶ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ସୁବର୍ଣ୍ଣପୁର ପକ୍ଷରୁ ଆଜି ସୋନପୁର ଟାଉନ ହଲରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ-୨୦୨୫-୨୬ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଡ଼ ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ  ଅଧିକାରୀ ଶ୍ରୀମତୀ ଉଷାରଣୀ ଦାସ, ଉପଜିଲ୍ଲାପାଳ ସୋନପୁର ଡ଼ ସୌମ୍ୟରୂପା ରଥ, ସୋନପୁର ମୁନିସିପାଲଟି ନିର୍ବାହୀ ଅଧିକାରୀ ରୁଷି ମାଝୀ ପ୍ରମୁଖ ଏହି କାର୍ଯ୍ଯ କ୍ରମ ରେ ଯୋଗ ଦେଇଥିଲେ |ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା ଯେ କିପରି ଅବହେଳିତ ଓ ଅପହଞ୍ଚ ଗୋଷ୍ଠୀକୁ ସ୍ୱାସ୍ଥ୍ୟ ସେବା ସହିତ ଯୋଡିବା ଓ ଜନସ୍ୱାସ୍ଥ୍ୟରେ ସଚେତନତା ବୃଦ୍ଧି କରିବା ପ୍ରଧାନ ଲକ୍ଷ୍ୟ ରହିଥିଲା।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦିଆଯାଇଛି ଯେ ଆଶା କର୍ମୀମାନେ ଦୀର୍ଘ ୨୦ ବର୍ଷ ଧରି ଗୋଷ୍ଠୀ ସହଭାଗିତାର ସାରଥୀ ଭାବେ କାମ କରି ଜିଲ୍ଲାରେ ପୋଲିଓ ନିରାକରଣ, ମ୍ୟାଲେରିଆ ନିୟନ୍ତ୍ରଣ ଓ କୋଭିଡ ପରିଚାଳନାରେ ମାଇଲଖୁଣ୍ଟ ସୃଷ୍ଟି କରିଛନ୍ତି। ଗର୍ଭବତୀ ଓ ପ୍ରସୂତି ସେବା, ଟୀକାକରଣ ଏବଂ ମମତା ଦିବସରେ ମଧ୍ୟ ତାଙ୍କର ଭୂମିକାକୁ ପ୍ରଶଂସା କରାଯାଇଥିଲା।
ସୂଚନା ଯେ ବର୍ତ୍ତମାନ ଜିଲ୍ଲାରେ ୬୪୧ ଜଣ ଆଶା କାର୍ଯ୍ୟରତ ଥିବା ବେଳେ ୭୮୫ଟି ଗାଁ କଲ୍ୟାଣ ସମିତି ଗ୍ରାମୀଣ ସ୍ୱାସ୍ଥ୍ୟ, ପରିମଳ ଓ ପୁଷ୍ଟି ଓ ପୋଷଣ କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ ସକ୍ରିୟ ଭୂମିକା ନେଉଛନ୍ତି। ଏହାସହ ୨ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଜନ ଆରୋଗ୍ୟ ସମିତି ଓ ସୋନପୁର ସହରରେ ୧୪ଟି ମହିଳା ଆରୋଗ୍ୟ ସମିତି ସଚେତନତା ସୃଷ୍ଟିରେ ଅଗ୍ରଣୀ ରହିଛନ୍ତି।“ଗୋଷ୍ଠୀ ସହଭାଗିତା ଛଡା ସ୍ୱାସ୍ଥ୍ୟ ସେବାର ସଫଳତା ସମ୍ଭବ ନୁହେଁ,” ବୋଲି ଜିଲ୍ଲାପାଳ ଡ଼. ନୃପରାଜ ସାହୁ କହିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀମତୀ ଉଷାରଣୀ ଦାସ କହିଥିଲେ, “ଆଶା ଓ ଗାଁ ସମିତିମାନଙ୍କର ସକ୍ରିୟତା ଦ୍ୱାରା ମାତୃ ଓ ଶିଶୁ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି।” ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ମଧ୍ୟ ସମସ୍ତଙ୍କ ସମନ୍ୱୟକୁ ଗୁରୁତ୍ୱ ଦେଇଥିଲେ।ସମ୍ମିଳନୀରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଶା କର୍ମୀ, ବିଭିନ୍ନ ସମିତି, ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗୁରୁ ଭଗବାନ ସାହୁଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶ୍ରଦ୍ଧାଞ୍ଜଳି ଷଷ୍ଠ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଆୟୋଜନ ନେଇ ଆଲୋଚନା   29-Nov-2026
  ଜିଲ୍ଲା  
ଭକ୍ତ ପ୍ରହ୍ଲାଦଙ୍କ ଅଟଳ ଭକ୍ତି ଓ ଭଗବାନ ନୃସିଂହଙ୍କ ଅବତାର କଥା ଶୁଣି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ   29-Nov-2026
  ଜିଲ୍ଲା  
ତୃତୀୟ ତ୍ରି-ଦିବସୀୟ ଶିକ୍ଷଣ କର୍ମଶାଳା ‘ଉନ୍ମେଷ’ ଉଦ୍‌ଯାପିତ -ମାଟ୍ରିକ୍‌ ପରୀକ୍ଷାରେ A1 ଗ୍ରେଡ୍‌ ଲକ୍ଷ୍ୟ ନେଇ ୨୦୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ   29-Nov-2026
  ଜିଲ୍ଲା  
ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ୨୦୨୬-୨୭ ନେଇ ସମ୍ବଲପୁରରେ ରାଜନୈତିକ ଦଳ ଙ୍କ ସହିତ ବୈଠକ ଅନୁଷ୍ଠିତ   28-Nov-2026
  ଜିଲ୍ଲା  
ଗୋପବନ୍ଧୁ ନଗର ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Nov-2026
  ଜିଲ୍ଲା  
GIETରେ ଗୁଣାତ୍ମକ ବୈଷୟିକ ଶିକ୍ଷା, ଗବେଷଣା ଓ ନିଯୁକ୍ତି ଉପରେ ଗୁରୁତ୍ୱ ଶିଳ୍ପାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ ଦକ୍ଷ ଛାତ୍ରଛାତ୍ରୀ ଗଢ଼ିବା ଲକ୍ଷ୍ୟ   28-Nov-2026
  ଜିଲ୍ଲା  
ସୋନପୁର ଅସ୍ଥାୟୀ ବସଷ୍ଟାଣ୍ଡ୍‌କୁ ଆଜି ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଶ୍ରୀ ଦେବାଶିଷ୍ ସିଂ   28-Nov-2026
  ଜିଲ୍ଲା  
*ୟୁଥ୍ ରେଡ୍ କ୍ରସ୍ ପକ୍ଷରୁ ମହିଳା ସ୍ଵାସ୍ଥ୍ୟ ସଚେତନତା ଶିବିର*- *ନାରୀ ସୁସ୍ଥ ରହିଲେ ଏକ ସୁସ୍ଥ ସମାଜ ଓ ରାଷ୍ଟ୍ର ଗଠନ ହୋଇ ପାରିବ*- - *ଜିଲ୍ଲାପାଳ*   28-Nov-2026
  ଜିଲ୍ଲା  
ପାପଡ଼ାହାଣ୍ଡିରେ "କନ୍ୟାରତ୍ନ ଦିବସ ନିଆରା ଢଙ୍ଗ " ରେ ପାଳନ ଓ ଶପଥ ପାଠ ଗ୍ରହଣ   28-Nov-2026
  ଜିଲ୍ଲା  
*ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ୮୫ତମ ଜନ୍ମ ଜୟନ୍ତୀ ପାଳିତ*   28-Nov-2026
  ଜିଲ୍ଲା  
ଫ୍ୟୁଜନ୍ ଶକ୍ତି ବିଶ୍ୱକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବ: ପ୍ରଫେସର ଡେଭିଡ୍ ଗ୍ୟାନ୍ ୟୁକେ ଫ୍ୟୁଜନ୍ ଏନର୍ଜି ଲିମିଟେଡ୍‌ର ଅଧ୍ୟକ୍ଷ ତଥା ସ୍ୱଚ୍ଛ ଶକ୍ତି ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଜଣେ ବିଶ୍ୱସ୍ତରୀୟ ଅଗ୍ରଦୂତ   28-Nov-2026
  ଜିଲ୍ଲା  
ଦୁର୍ଗାପାଲି ଠାରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ   28-Nov-2026

You Might Also Like