-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
09-Jul-2025
ବରୀ(ରଞ୍ଜିତ ମହାନ୍ତି): ହୀରାକୁଦ ଓ ରେଙ୍ଗାଲି ଡ୍ୟାମରେ ପାଣି ଛାଡ଼ିବା ଦ୍ୱାରା ବରୀ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି। ବ୍ରାହ୍ମଣୀ ନଦୀ ହ୍ମଣୀ ନଦୀ ପୂର୍ବରୁ ଶୁଷ୍କ ଥିବାରୁ ବନ୍ୟା ଜଳ ନଦୀରେ ପ୍ରବାହିତ ହେଉଛି । ତନ୍ତିଘାଇ ଦୀ ସମୂହ ଅନ୍ତର୍ଗତ ରତଳାଙ୍ଗ ନିକଟରେ ଚିଙ୍ଗୁଡ଼ିଆ ଓ ବାଳୁଙ୍ଗପାଟିଆ ନଦୀରେ ଆସି ।।ସିଥିବା ବନ୍ୟାଜଳ ଯୋଗୁଁ ବରମୂଳ ନିକଟ ନଟରେ ନଦୀ ବନ୍ଧ ଭାଙ୍ଗିବାର ଆଶଙ୍କା ରହିଛି । ଖରାଦିନେ ଆବଶ୍ୟକୀୟ କାର୍ଯ୍ୟ ହୋଇନଥିବାରୁ ଠାରେ ବନ୍ୟା ଜଳ କୂଳ ଲଙ୍ଘିବାର ସମ୍ଭାବନା ସୃଷ୍ଟି ହୋଇଛି। ଫଳରେ ରତଳାଙ୍ଗ, ଉଦୟନାଥପୁର, ଡିହସାହି,
ବନ୍ଧପଦା ଆଦି ଗ୍ରାମବାସୀ ଆତଙ୍କିତ ଅଛନ୍ତି। ଘଟଣା ସମ୍ପର୍କରେ ବିଞ୍ଝାରପୁର ଜଳସମ୍ପଦ ଉପଖ ପଖଣ୍ଡ ଅଧୂକାରୀ ଚୈତନ୍ୟ ଚରଣ ଜେନା କହିଥିଲେ ଯେ ବନ୍ୟା ଜଳରେ ସ୍ଥିରତା ଆସିଲାଣି, ତଥାପି ସଜାଗ ରହିଛୁ ବୋଲି କହିଛ କହିଛନ୍ତି ।