-+91-9937148622 |

prerana_bgr@rediffmail.com |

  Tuesday 17th February 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର    (16-Feb-2026)       ||      *୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   (16-Feb-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   (16-Feb-2026)       ||      ‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   (16-Feb-2026)       ||      ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   (16-Feb-2026)       ||      *ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   (16-Feb-2026)       ||      ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   (16-Feb-2026)       ||      ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   (16-Feb-2026)       ||      ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି    (16-Feb-2026)       ||      ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   (16-Feb-2026)       ||      ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   (15-Feb-2026)       ||      ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Feb-2026)       ||      ତରାପୁର ମନ୍ଦିରରେ ଚତୁର୍ଦ୍ଦଶୀ ଓ ଶିବରାତ୍ରୀ ପାଳନ   (15-Feb-2026)       ||      ରାଜ୍ୟସ୍ତରୀୟ ତୀରନ୍ଦାଜୀ ଚମ୍ପିୟାନସିପରେ ବୌଦ୍ଧର ସୁରଜ ମେହେର ପାଇଲେ ରୋପ୍ୟ ପଦକ   (15-Feb-2026)       ||      ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା   (15-Feb-2026)       ||      ଆଗଲପୁର ପୋଲିସ କୁ ବଡ଼ ସଫଳତା   (15-Feb-2026)       ||      କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଭାଗନେଲେ ଯୁବୋଦୟ ର ୧୨ ଛାତ୍ର   (15-Feb-2026)       ||      ଵିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ୩୩ତମ ବାର୍ଷିକ ଉତ୍ସଵ "ପରମ୍ପରା "   (15-Feb-2026)       ||      ବଲବସପୁର ଅଗ୍ନିଭୈରବ ନାଟ୍ୟକଳା ସଂଘ ର ଶପଥ ଗ୍ରହଣ ସମାରୋହ।   (15-Feb-2026)       ||      ଦିନଦ୍ୱିପହରରେ କୋର୍ଟକର୍ମଚାରୀଙ୍କ ସ୍କୁଟିଲୁଟ,୪୮ ଘଣ୍ଟାପରେ ବି ପୋଲିସ ହାତ ଖାଲି   (15-Feb-2026)       ||     

HOME   ଜିଲ୍ଲା

ବନଖଣ୍ଡସ୍ତରୀୟ ୫୨ତମ ବିଶ୍ଵ ପରିବେଶ ଦିବସ – ୨୦୨୫ ପାଳନ

05-Jun-2025



ରାୟଗଡା(ସୁପ୍ରିୟା ଷଡଙ୍ଗୀ): ଆଜି ପୂର୍ବାହ୍ନ ୧୧.୦୦ ଘଣ୍ଟିକା ସମୟରେ ରେ ରାୟଗଡା ବନଖଣ୍ଡ ର ଆମ ଜଙ୍ଗଲ ଯୋଜନା ତାଲିମ ହଲ ଠାରେ ବନଖଣ୍ଡସ୍ତରୀୟ ୫୨ତମ ବିଶ୍ଵ ପରିବେଶ ଦିବସ– ୨୦୨୫ ପାଳନ ହୋଇଯାଇଅଛି । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସତ୍ୟ ନାରାୟଣ ଷଡଙ୍ଗୀ , ମାନ୍ୟବର ଜିଲ୍ଲା ଦୌରାଜଜ।, ରାୟଗଡା ।  ଶ୍ରୀଯୁକ୍ତ ସୁବ୍ରତ ଆଚାର୍ଜ୍ୟ , ମାନ୍ୟବର ସମ୍ପାଦକ , DLSA, ରାୟଗଡ଼ , ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ ଓହୋଲ , ଉପ-ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ , ଉପ-ବନ ସଂରକ୍ଷକ ସଂଦୀପ କୁମାର ପୃଷ୍ଟି , ଉପ-ବନ ସଂରକ୍ଷକ ଶ୍ରୀ ସତିଶ କୁମାର ଧାରୁଆ, ରାୟଗଡ଼ l ବନ ତ୍ଵତ୍ତାବଧାରକ ଶ୍ରୀ ଗୌରାଙ୍ଗ ରାଉତ ମଞ୍ଚାସୀନ ଥିଲେ ।  ରାୟଗଡା ବନାଞ୍ଚଳ ର କାନ୍ଦୀଲି , କୋନୋଲି , ଗୁମ୍ମା , ଫୁଲକୋଣ। ରାଫୁକୋଣା , ଗୁମୁଡା , ଶିରିନ୍ଦ।ବାଡି, ବଡ଼ ଆଳୁବାଡି , ଲାଲବୀ , ଇରୁକୁଟି , ଚାଞ୍ଚଡା ଦୁରୁଗୁମ  , ସିରିକା ଦୁରୁଗୁମ  ବନ ସଂରକ୍ଷଣ ସମିତି ର ସଭାପତି , ସମ୍ପାଦକ ଏବଂ ରାୟଗଡା ବନାଞ୍ଚଳ ର ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ । 

ସଭା ପ୍ରାରମ୍ଭ ରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ  ମଞ୍ଚାସୀନ ଅତିଥି ଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଵଳନ କରି ସଭାକାର୍ଯ୍ୟ  ଆରମ୍ଭ କରାଯାଇଥିଲା । 

୧) ସର୍ବ ପ୍ରଥମେ ଉପ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ମହାଶୟ ନିଜ ଅଭିଭାଷଣ ରେ ମାନବ ସମାଜ ଓ ପରିବେଶ କିପରି ସନ୍ତୁଳନ ରହିବ ତାହା ସହ ଜଙ୍ଗଲ ଅବିବୃଦ୍ଧି ସକାଶେ ମାନବ ସମାଜ ଦାଇତ୍ଵ ବିଷୟରେ ଅବଗତ କରିଥିଲେ । 

୨) ଉପ ବନ ସଂରକ୍ଷକ ଶ୍ରୀ ସଂଦୀପ କୁମାର ପୁଷ୍ଟି ମହାଶୟ ନିଜ ଅଭିଭାଷଣ ରେ ବର୍ତ୍ତମାନ ବଢୁଥିବା ପ୍ଲାଷ୍ଟିକ ର ବ୍ୟବହାର  କିପରି ନିୟନ୍ତ୍ରଣ କରି ଆମେ ଆମ ପରିବେଶ କୁ ସୁରକ୍ଷା ଦେବା ଓ ଦାଇତ୍ଵ ବିଷୟରେ ଅବଗତ କରିଥିଲେ । 

୩) ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିବା ଶ୍ରୀଯୁକ୍ତ ସୁବ୍ରତ ଆଚାର୍ଯ୍ୟ, ମାନ୍ୟବର ସମ୍ପାଦକ, DLSA, ରାୟଗଡ଼ ନିଜ ଅଭିଭାଷଣ ରେ ବିଶ୍ଵ ରେ ବଢୁଥିବା ତାପମାତ୍ରା କିପରି ନିୟନ୍ତ୍ରଣ କରାଯାଇ ପାରିବ ଏବଂ  ଜଙ୍ଗଲ ନିଆଁ କୁ କିପରି ନିୟନ୍ତ୍ରଣ ଓ ନିବାରଣ କରିବା ଓ ଜଙ୍ଗଲ ରେ କିପରି ନିଆଁ ନ ଲାଗିବ ସେ ଉପରେ ପ୍ରୟାସ ଓ ସେଥିରେ ବନ ବିଭାଗ କୁ ସହଯୋଗ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଥିଲେ । ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ ଓହୋଲ ତାଙ୍କ ଅଭିଭାଷଣ ରେ ଜଙ୍ଗଲ ସୁରକ୍ଷା ମାନବ ସମାଜ ର ଦାଇତ୍ଵ , ଜଙ୍ଗଲ କମିବା ଓ ଜଙ୍ଗଲ ନିଆଁ ଦ୍ଵାରା ବନ୍ୟଜନ୍ତୁ ଗ୍ରାମ୍ୟ ମୁଖା ହେବା , ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବା ଏବଂ ବଢୁଥିବା ତାପମାତ୍ରା କୁ ନିୟନ୍ତ୍ରଣ କରିବାକୁ ହେଲେ ନୂତନ ଜଙ୍ଗଲ ସୃଷ୍ଟି କରିବା ଏବଂ ପ୍ରତେକ ମାନବ ନିଜ ମାଁ ଙ୍କ ନାମ  ଗୋଟିଏ ଗୋଟିଏ ବୃକ୍ଷ ନିଜ ବାଡି ବଗିଚାରେ ଲଗାଇବାପାଇଁ ଅନୁରୋଧ କରିଥିଲେ । 

୫ )  ବନ ତ୍ଵତ୍ତାବଧାରକ ଶ୍ରୀ ଗୌରାଙ୍ଗ ରାଉତ ମଞ୍ଚାସୀନ ଥିଲେ  ତାଙ୍କ ଅଭିଭାଷଣ ରେ  ଜଙ୍ଗଲ ସୁରକ୍ଷା, ଜଙ୍ଗଲ ନିଆଁ,ପୋଡ଼ୁ ଚାଷ ଦ୍ବାରା ଜଙ୍ଗଲ ନଷ୍ଟ , ପରିବେଶ ସୁରକ୍ଷା, ତାପମାତ୍ରା କିପରି ନିୟନ୍ତ୍ରଣ କରିବାକୁ ହେଲେ ଏକ ମାତ୍ର ଉପାୟ ବହୁଳ ଭାବରେ ବୃକ୍ଷ ରୋପଣ କରିବାକୁ କହିଥିଲେ । 

           ପରିଶେଷରେ ଅପରାହ୍ନ ରେ ଗୁମ୍ମା ସେକ୍ଶନ ଅନ୍ତର୍ଗତ ତଳ ଗୁମ୍ମା ଠାରେ ୨୦୨୫–୨୬ ରେ ହେବାକୁ ଥିବା ୫୦ ହେକ୍ଟର ଚାରାରୋପଣ ଏରିଆରେ ମାଁ ଙ୍କ ନାମରେ ଗଛଟିଏ  କାର୍ଯ୍ୟକ୍ରମ ହୋଇଥିଲା । ଜିଲ୍ଲା ଦୌରାଜଜ୍ ସତ୍ୟନାରାୟଣ ଷଡଙ୍ଗୀଙ୍କ କରକମଳରେ ଏକ ଅଁଳା ଗଛ ରୋପଣ କରିଥିଲେ । ଶ୍ରୀ ସନ୍ତୋଷ କୁମାର ଧଳସାମନ୍ତ  ଅବକାରୀ  ଅଧିକ୍ଷକ ରାୟଗଡା ଏକ ଲିମ୍ବ ଗଛ ରୋପଣ କରିଥିଲେ। ଶ୍ରୀଯୁକ୍ତ ସୁବ୍ରତ ଆଚାର୍ଜ୍ୟ , ମାନ୍ୟବର ସମ୍ପାଦକ , DLSA, ରାୟଗଡ଼ ଏକ ଶିରିଶ  ଗଛ ରୋପଣ କରିଥିଲେ। ବନ ତ୍ଵତ୍ତାବଧାରକ  ଗୌରାଙ୍ଗ ରାଉତ ଏକ ଫାଶୀ ଗଛ ରୋପଣ କରିଥିଲେ।ଏହି କାର୍ଯକ୍ରମଟି ରାୟଗଡା ବନାଞ୍ଚଳ ଅଧିକାରୀ ଶ୍ରୀ କମେଶ୍ଵର ଆଚାରୀ , ରାୟଗଡାଙ୍କ ଦ୍ବାରା ସୁପରିଚାଳିତ ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର   16-Feb-2026
  ଜିଲ୍ଲା  
*୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   16-Feb-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   16-Feb-2026
  ଜିଲ୍ଲା  
‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   16-Feb-2026
  ରାଜ୍ୟ  
ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   16-Feb-2026
  ଜିଲ୍ଲା  
*ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   16-Feb-2026
  ଜିଲ୍ଲା  
ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   16-Feb-2026
  ଜିଲ୍ଲା  
ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   16-Feb-2026
  ଜିଲ୍ଲା  
ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି   16-Feb-2026
  ଜିଲ୍ଲା  
ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   16-Feb-2026
  ଜିଲ୍ଲା  
ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   15-Feb-2026
  ଜିଲ୍ଲା  
ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   15-Feb-2026

You Might Also Like