-+91-9937148622 |
prerana_bgr@rediffmail.com |
Thursday 10th July 2025 |
R.N.I. Regd No. ODIODI/2010/46693
Breaking News
31-May-2025
ବରୀ (ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ): ବରୀ ବ୍ଲକ ବୋଦୁଅ ପଞ୍ଚାୟତର ୧୬ ନମ୍ବର ୱାର୍ଡ ର ପ୍ରବଳ ବର୍ଷା ରେ ଆପ୍ରେଚ ରାସ୍ତା ବର୍ଷା ପାଣି ରେ ଧୋଇ ଯାଇଥିବାରୁ ଯାତାୟତ ଲାଗି ବହୁ ଅସୁବିଧାର ସମ୍ମୁ ମ୍ମୁଖୀନ ହେବା ଫଳରେ ଆଜି ଗ୍ରାମବାସୀ ଓ ସ୍ଥାନୀୟ ଯୁବକ ମାନେ ନଦୀବନ୍ଧ ର ଆପ୍ରେଚ ରାସ୍ତା କୁ ମରାମତି କରିଥିଲେ । ପ୍ରାକମୌସୁମୀ ବର୍ଷା ଯୋଗୁ ବିଭିନ୍ନ ଗ୍ରାମ ମାନଙ୍କ ରେ ଥିବା ଆପ୍ରେଚ ରାସ୍ତା ଗୁଡିକ ଧୋଇଯି ବାର୍ ଯାତାୟତରେ ଅସୁବିଧା ଦେଖା ଦେକ୍ଷଇଛି । ସ୍ଥାନେ ସ୍ଥାନେ ଖୋଳି ହେଇ ପାଣି ଜମି ରହିଛି । ଆଗକୁ ମୌସୁମୀ ବର୍ଷା ଆସୁଥିବା ରୁ ତୁରନ୍ତ ଏହି ରାସ୍ତାରେ ବା ଆପ୍ରେଚ ରାସ ରାସ୍ତା ଗୁଡିକ ମରାମତି ପାଇଁ ବିଞ୍ଝାରପୁର ଜଳସମ୍ପଦ ର ଅଧିକାରୀ ଦୃଷ୍ଟି ଦେବା କୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।