-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଜିଲ୍ଲା

ଫାଷ୍ଟ ଫୁଡ୍ ନଟ ଗୁଡ୍

22-May-2025



ବଲାଙ୍ଗିର: ଚଟପଟ୍ ଫାଷ୍ଟ୍ ଫୁଡ୍ ବେଶ୍ ସୁଆଦିଆ।ଏଥିପାଇଁ ଛୋଟ ଛୁଆ ଠାରୁ ଆରମ୍ଭ କରି ବୟସ୍କ ମାନେ ମଧ୍ୟ ଏହି ଇଂରାଜୀ ଖାଦ୍ୟ ଖାଇବାରେ ଅଭ୍ୟସ୍ତ।ଫାଷ୍ଟ ଫୁଡ୍ ରେ ଚାଇନା ସଲ୍ଟ ପଡୁଥିବାରୁ ଖାଦ୍ୟର ସ୍ବାଦ ବଢ଼ିଯାଇଥାଏ।ଏହି ଚାଇନା ସଲ୍ଟ ସ୍ବାସ୍ଥ୍ୟ ପାଇଁ କେତେ ଯେ ହାନିକାରକ ଖାଇବା ପୂର୍ବରୁ ଜାଣିବା ଉଚିତ୍।ଜିଭ ଲାଳସା ରେ ପ୍ରାୟ ଲୋକେ ଏହାକୁ ଖାଇଥାନ୍ତି।କିନ୍ତୁ ଏହି ଖାଦ୍ୟ ଶରୀର ପାଇଁ କେତେ ଯେ ହାନିକାରକ ଖାଇବା ଲୋକେ ଜାଣି ପାରନ୍ତି ନାହିଁ।ଅନେକ ଫାଷ୍ଟ ଫୁଡ୍ ତିଆରି ଦୋକାନ ମାନଙ୍କରେ ବ୍ୟବହାର କରାଯାଉଥିବା ଖାଇବା ତେଲ କେଉଁ ମାନର ତଥା ଏହି ତେଲରେ ବାରମ୍ବାର କେତେ ଥର ଛଣା ଯାଉଛି ଏବଂ ଏହା ସ୍ବାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ ଜାଣିବା ଜରୁରୀ।ପ୍ରଥମତଃ ରାସ୍ତା କଡ଼ରେ ଠେଲା ମାନଙ୍କରେ ଶହ ଶହ ଫାଷ୍ଟ ଫୁଡ୍ ଏବଂ ଟିଫିନ୍ ଖୋଲା ରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି।ରାସ୍ତା ରେ ସଦାସର୍ବଦା ଯାନ ବାହାନ ଯାଉଥିବା ବେଳେ ଧୂଳି ଉଡୁଛି।ତେବେ ଖୋଲାରେ ବିକ୍ରି କରୁଥିବା ଖାଦ୍ୟ କେତେ ସୁରକ୍ଷିତ।ଷ୍ଟଲ୍ ରେ,ହୋଟେଲ ରେ,ରାସ୍ତା ପାର୍ଶ୍ବ ଠେଲା ରେ ସବୁଠି ମିଳୁଛି ଏହି ଫାଷ୍ଟ ଫୁଡ୍।ସକାଳୁ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଗ୍ରାହକ ମାନଙ୍କ ଭିଡ ଜମିରହେ।ହଜାର ହଜାର ଟଙ୍କା ର ବ୍ୟବସାୟ ଚାଲେ।ମାଲାମାଲ ହୁଅନ୍ତି ବ୍ୟବସାୟୀ।ପ୍ରତ୍ୟେକ ଚାଇନିଜ ଆଇଟମ ରେ ଚାଇନା ସଲ୍ଟ ପଡୁଥିବାରୁ ଏହା ବେଶ୍ ସୁଆଦିଆ।ଏହି ଖାଦ୍ୟ ଖାଇ ଅନେକ ସମୟରେ ଅନେକ ପେଟ ରୋଗର ଶିକାର ହେଉଥିବା ଚର୍ଚ୍ଚା ହେଉଛି।ଯେତେ ରନ୍ଧା ଖାଦ୍ୟ ସାମଗ୍ରୀ ବଜାରରେ ତଥା ହୋଟେଲ ମାନଙ୍କରେ ବିକ୍ରି ହେଉଛି ଏହାର ମାନ ନିର୍ଦ୍ଧାରଣ କରିବା ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଥିବା ଫୁଡ୍ ଇନ୍ସପେକ୍ଟରଙ୍କ ଦାୟିତ୍ଵ।ବଲାଙ୍ଗିର ସହରରେ ଫୁଡ୍ ଇନ୍ସପେକ୍ଟର ଥିଲେ ମଧ୍ୟ ଖାଦ୍ୟ ଯାଞ୍ଚ ପ୍ରକ୍ରିୟା ଠିକ୍ ଭାବରେ ହେଉ ନ ଥିବାରୁ ଦିନକୁ ଦିନ ଫାଷ୍ଟ ଫୁଡ୍ ତଥା ଠେଲା ମାନଙ୍କରେ ଖୋଲାରେ ଟିଫିନ୍ ତିଆରି କରି ବିକ୍ରୀ କରୁଥିବା ବ୍ୟବସାୟୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ବଜାରରେ ହୋଟେଲ ତଥା ଠେଲା ମାନଙ୍କରେ ବହୁ ପରିମାଣରେ ବିକ୍ରି ହେଉଥିବା ଭେଜ୍ ସୁପ୍,ନନ୍ ଭେଜ ସୁପ,ଚଓମିନ, ମଞ୍ଚୁରୀୟାନ ଏବଂ ଭେଜ୍,ନନ୍ ଭେଜ୍ ର ସମସ୍ତ ଚାଇନିଜ ଆଇଟମ ରେ ଚାଇନା ସଲ୍ଟ ପଡ଼ୁଥିବା ଚର୍ଚ୍ଚା ହୁଏ।ଏଣୁ ଜିଲ୍ଲାରେ କାର୍ଯ୍ୟରତ ଥିବା ସ୍ବାସ୍ଥ୍ୟ ବିଭାଗର ଫୁଡ୍ ଇନ୍ସପେକ୍ଟର ମାନେ ଏ ବିଷୟରେ ସଜାଗ ହୋଇ ଧରପଗଡ କଲେ ଅନେକ ଚାଇନିଜ ଖାଦ୍ୟ ପ୍ରେମୀ  ମାନେ ସ୍ୱାସ୍ଥ୍ୟକର ଖାଦ୍ୟ ପାଇ ପାରିବେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like