-+91-9937148622 |
prerana_bgr@rediffmail.com |
Sunday 9th November 2025 |
R.N.I. Regd No. ODIODI/2010/46693
Breaking News
14-Mar-2025
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ରେ ଆସନ୍ତା ଆସନ୍ତା ମାର୍ଚ୍ଚ 17 ସମୋବାର ଦିନ ବ୍ଲକ୍ ର ମିଶନ ଶକ୍ତି ଭବନ ରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବାକୁ ଯାଉଅଛି l ଏଣୁ ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ରେ ସମସ୍ତ ଜନ ସାଧାରଣ ଆସି ନିଜ ନିଜ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପାଇଁ ବ୍ଲକ୍ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି l ଏ ନେଇ ସରକାରଙ୍କ ତଥା ଜିଲ୍ଲାପାଳ ଙ୍କ ପତ୍ର ସଂଖ୍ୟା 5453/G & M ତାରିଖ 31-12-2024 ଅନୁଯାୟୀ ପତ୍ର ସଂଖ୍ୟା 10059/G A &P G ତାରିଖ 17-3-2025 ଧାର୍ଯ୍ୟ ହୋଇଥିବା ବ୍ଲକ୍ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏଣୁ ଆସନ୍ତା ସମୋବର୍ ଦିନ 10,30 ରେ ବ୍ଲକ୍ କାର୍ଯ୍ୟାଳୟ କୁ ଆସି ଅଭିଯୋଗ ପ୍ରକୋଷ୍ଠ ରେ ନିଜ ନିଜ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପାଇଁ ସୂଚନା ଦିଆଯାଉଅଛି l