-+91-9937148622 |
prerana_bgr@rediffmail.com |
Tuesday 24th November 2026 |
R.N.I. Regd No. ODIODI/2010/46693
Breaking News
25-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ପଦ୍ମପୁର ଶାନ୍ତିନଗର ଠାରେ ଚାଲିଥିବା ନବମ ବର୍ଷ ରାମାୟଣ ପାରାୟଣ ର ଆଜି ଛପନ ଭୋଗ ଶ୍ରଦ୍ଧାଳୁ ଭକ୍ତ ତଥା କମିଟି ତରଫରୁ ଭୋଗ ଲଗାଇବାର ବ୍ୟବସ୍ଥା ହୋଇଛି।ପଣ୍ଡିତ ଶ୍ରୀ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ ମନ୍ତ୍ର ଉଚ୍ଚାରଣ କରି ଶଙ୍ଖ ଘଣ୍ଟ ନାଦରେ ଶ୍ରୀ ରାମ ଲକ୍ଷ୍ମଣ ସୀତା ବୀର ବଜରଙ୍ଗବଲୀ ଠାରେ ଭୋଗ ଅର୍ପଣ କରାଯାଇଛି । ଏହି ରାମାୟଣ ପରାୟଣ ରେ ବ୍ୟାସ ଶ୍ରୀମାନ ଇପ୍ସିତ ମିଶ୍ର ରାମାୟଣ ପାଠ କାର୍ଯ୍ୟ ତୁଲାଇଥିଲେ । ସମସ୍ତ ଭକ୍ତବତ୍ସଳ ରାମାୟଣ ପଠନ ଶୁଣି ପରମ ତୃପ୍ତି ଆନନ୍ଦ ଉପଭୋଗ କରୁଥିବା ଜଣାପଡିଛି ।