-+91-9937148622 |

prerana_bgr@rediffmail.com |

  Friday 6th December 2024 |

| | | |

R.N.I. Regd No. ODIODI/2010/46693

Breaking News

ରେଢ଼ାଖୋଲ ଥାନା ଅଞ୍ଚଳରେ ନିଶା ବଟିକା ଖୁଆଇ ଯୁବତୀଙ୍କୁ ଦୁଷ୍କର୍ମ , ବୈଷ୍ଣୋବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ଗିରଫ   (06-Dec-2024)       ||      ପାରମ୍ପରିକ ରୀତି ନୀତି ରେ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ ମଣ୍ଡେଇ ୨୦୨୪ ସାଂସ୍କୃତିକ ଶୋଭାଯାତ୍ରା   (06-Dec-2024)       ||      ବାଳିକା ହାଇସ୍କୁଲରେ ସଂକଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ   (06-Dec-2024)       ||      କେନଝରିଆପାଲିରେ କୁରାଳ ସାମାଜର ବାର୍ଷିକ ମହୋତ୍ସବ   (06-Dec-2024)       ||      ବୀରମହାରାଜପୁର ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ - ବିଶେଷ ଆକର୍ଷଣ ମିନାବଜାର ଓ ସମ୍ବଲପୁରୀ ମେଲୋଡି   (06-Dec-2024)       ||      କମିରାଛକ ରେ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ   (06-Dec-2024)       ||      ହଳଦୀପଦର ଗ୍ରାମରେ ରେ ବିଷପିଇ ମହିଳା ଙ୍କ ଆତ୍ମହତ୍ୟା   (06-Dec-2024)       ||      ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଚାଷୀ ପ୍ରତିନିଧି ବୈଠକ   (06-Dec-2024)       ||      ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୬୬ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳନ   (06-Dec-2024)       ||      ପିପି ଏକାଡେମୀ ହୀରକ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା    (06-Dec-2024)       ||      ବଲାଙ୍ଗୀର: ରେଲ ଧାରଣାରୁ ଅଜଣା ମହିଳାଙ୍କ ଶବ ଉଦ୍ଧାର   (06-Dec-2024)       ||      ଷୋହଳ ପ୍ରହରୀ ନମାଯଜ୍ଞ ସମାପନ/ ପୂର୍ଣ୍ଣାହୁତି    (06-Dec-2024)       ||      ଚତୁର୍ଥ ଶ୍ରେଣୀ ଛାତ୍ରକୁ ଚପଲରେ ପିଟିଲେ ଶିକ୍ଷକ ; ମୁରିବାହାଲ ପୋଲିସର ତଦନ୍ତ ଆରମ୍ଭ   (06-Dec-2024)       ||      ସୋନପୁର ବ୍ଲକ ସ୍ତରୀୟ ସୁନେତ୍ର ବୈଠକ   (06-Dec-2024)       ||      ସୁବର୍ଣ୍ଣପୁର ଠାରେ ୬୨ ତମ ଗୃହ ରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ   (06-Dec-2024)       ||      ବିଶ୍ଵ ଦରବାରରେ ପରିଚିତ ଶଲାବୁଢାଙ୍କ ପ୍ରତିମୂର୍ତ୍ତି ଜନ୍ମ ମାଟି ବିନିକାରେ ନିର୍ମାଣ ହେବ କେବେ ?   (06-Dec-2024)       ||      କୂଅ ରେ ପଡି ତିନି ବର୍ଷ ଶିଶୁ ପୁତ୍ର ଗୁରୁତର   (06-Dec-2024)       ||      ଲୋଇସିଂହା ଆଦିବାସୀ ଭବନ ଠାରେ ଲୋଇସିଂହା ଜମିଦାର ଜୟକୃଷ୍ଣ ସିଂ ରାଏ ଙ୍କ ଶୋକସଭା କାର୍ଯ୍ୟକ୍ରମ ଅନୁଷ୍ଠିତ   (06-Dec-2024)       ||      ଏନ ଡି ୟୁ ଜେ ର ସାଧାରଣ ବୈଠକ ଓ ନୂତନ କର୍ମକର୍ତା ଚୟନ    (06-Dec-2024)       ||      ସାହିତ୍ୟ ଏକାଡେମୀର ବାଙ୍ଗାଲୁରୁ କୋଠାକୁ ତିନି ତାରକା ମାନ୍ୟତା   (05-Dec-2024)       ||     

HOME   ଜିଲ୍ଲା

ବେଲପୁଟି ଅଂଚଳରେ ପୁଣି ସକ୍ରିୟ ହେଲେଣି ବାଲି ମାଫିଆ

13-Nov-2024



ନବରଙ୍ଗପୁର(ମିହିର ଶଙ୍କର ପାତ୍ର)
କୋଷଗୁମୁଡା ଅଂଚଳରେ ବେଆଇନ ଭାବେ ବାଲି  ମାଫିଆ ମାନେ ଜେସିବି ମେସିନ ଲଗାଇ ଦିନ ରାତି  ଟିପର ମାନଙ୍କରେ ବାହାର ରାଜ୍ୟକୁ ବାଲି ଚୋରାଚାଲାଣ କରୁଛନ୍ତି।କୋଷଗୁମଡା ବ୍ଲକର ବେଲପୁଟି ବାଲିଘାଟ, ବାଲେଗାଁ ନଦୀ ଘାଟ, ସେମଳା ନଦୀ ଘାଟ,ଏକରୀ ନଦୀଘାଟ ଓ କୋଟା ଗାଁ ଘାଟ ରୁ ଦିନ ରାତି ମେସିନ ଲଗାଇ ବାଲି ଚୋରାଚାଲାଣ ହେଉଛି ସ୍ଥାନୀୟ ତହସିଲ ପ୍ରଶାସନ ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଲିଚି ବେଳପୁଟି ବାଲିଘାଟରେ ବିନା ଟେଣ୍ଡରରେ ପ୍ରତିଦିନ ଜେସିବି ଓ ଟିପର ମାଧ୍ୟମରେ  ବେଆଇନ ଭାବେ ବାଲି ଉଠାଯାଉଛି। ବାର୍ଷିକ ହାରାହାରି କୋଟିକୋଟି ଟଙ୍କାର ରାଜସ୍ୱ ହାନି ହେଉଛି  । ବେଆଇନ ବାଲି ଚାଲାଣ ବଢୁଥିବା ଦେଖି ଗ୍ରାମବାସୀମାନେ  ଅଭିଯୋଗ କରୁଛନ୍ତି । ଏବିଷୟରେ କୋଡିଗାଁ ତହସିଲଦାଙ୍କୂ ଯୋଗାଯୋଗ କରିବାରୁ ଚେଷ୍ଟା କରାଯାଇଥିଲା କିନ୍ତୁ ଯୋଗାଯୋଗ ହୋଇ ପାରିନାହିଁ।କୋଡିଗାଁ ଓ କୋଷାଗୁମୁଡା  ଅଂଚଳରେ ହେଉଥିବା ବାଲି ଚୋରାଚାଲାଣ ରଖିବା ପାଇଁ ମାଇନ୍ସ ବିଭାଗୀୟ ଅଧିକାରୀ,  ଓ  ଜିଲ୍ଲା ପ୍ରଶାସନ ଙ୍କ ହସ୍ତକ୍ଷେପ  ନିହାତି ଆବଶ୍ୟକ ରହିଛି। ଯଥା ଶୀଘ୍ର ବାଲି ଚୋରାଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ଜନ ସାଧାରଣରେ ଦାବୀ ହେଉଛି।

ବିଦ୍ର:- ବାରମ୍ବାର  ବାଲି ଚୋରାଚାଲାଣ ଉପରେ ବିଭିନ୍ନ ଖବରକାଗଜରେ ଖବର ପସାରଣ  ପରେ ମଧ୍ୟ କଡିଙ୍ଗା ତହସିଲ ପକ୍ଷରୁ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।


News Comment




Photo in News

Advertisment
Lastest News
  ଅପରାଧ  
ରେଢ଼ାଖୋଲ ଥାନା ଅଞ୍ଚଳରେ ନିଶା ବଟିକା ଖୁଆଇ ଯୁବତୀଙ୍କୁ ଦୁଷ୍କର୍ମ , ବୈଷ୍ଣୋବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ଗିରଫ   06-Dec-2024
  ଜିଲ୍ଲା  
ପାରମ୍ପରିକ ରୀତି ନୀତି ରେ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ ମଣ୍ଡେଇ ୨୦୨୪ ସାଂସ୍କୃତିକ ଶୋଭାଯାତ୍ରା   06-Dec-2024
  ଜିଲ୍ଲା  
ବାଳିକା ହାଇସ୍କୁଲରେ ସଂକଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ   06-Dec-2024
  ଜିଲ୍ଲା  
କେନଝରିଆପାଲିରେ କୁରାଳ ସାମାଜର ବାର୍ଷିକ ମହୋତ୍ସବ   06-Dec-2024
  ଜିଲ୍ଲା  
ବୀରମହାରାଜପୁର ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ - ବିଶେଷ ଆକର୍ଷଣ ମିନାବଜାର ଓ ସମ୍ବଲପୁରୀ ମେଲୋଡି   06-Dec-2024
  ଜିଲ୍ଲା  
କମିରାଛକ ରେ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ   06-Dec-2024
  ଜିଲ୍ଲା  
ହଳଦୀପଦର ଗ୍ରାମରେ ରେ ବିଷପିଇ ମହିଳା ଙ୍କ ଆତ୍ମହତ୍ୟା   06-Dec-2024
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଚାଷୀ ପ୍ରତିନିଧି ବୈଠକ   06-Dec-2024
  ଜିଲ୍ଲା  
ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୬୬ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳନ   06-Dec-2024
  ଜିଲ୍ଲା  
ପିପି ଏକାଡେମୀ ହୀରକ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା   06-Dec-2024
  ରାଜ୍ୟ  
ବଲାଙ୍ଗୀର: ରେଲ ଧାରଣାରୁ ଅଜଣା ମହିଳାଙ୍କ ଶବ ଉଦ୍ଧାର   06-Dec-2024
  ଜିଲ୍ଲା  
ଷୋହଳ ପ୍ରହରୀ ନମାଯଜ୍ଞ ସମାପନ/ ପୂର୍ଣ୍ଣାହୁତି    06-Dec-2024

You Might Also Like