-+91-9937148622 |

prerana_bgr@rediffmail.com |

  Saturday 13th December 2025 |

| | | |

R.N.I. Regd No. ODIODI/2010/46693

Breaking News

ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   (13-Dec-2025)       ||      ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   (13-Dec-2025)       ||      ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   (13-Dec-2025)       ||      ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   (13-Dec-2025)       ||      ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା    (12-Dec-2025)       ||      ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   (12-Dec-2025)       ||      ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   (12-Dec-2025)       ||      ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   (12-Dec-2025)       ||      *ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   (12-Dec-2025)       ||      କୃଷି ସମବାୟ ସମିତି ବୋଡ଼େନରେ ଧାନ ମଣ୍ଡି ଉଦଘାଟନ   (12-Dec-2025)       ||      ହିତାଧିକାରୀଙ୍କୁ ଅଧିକାରୀଙ୍କ ଜୁହାର,ଘର ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ   (12-Dec-2025)       ||      ହଧାନର ମନ୍ଥରତାରୁ ସମାଧାନ ପାଇଁ ଅତାବିରା ଏନ୍ଏସି ସ୍ତରୀୟ ଚାଷୀଙ୍କ ବୈଠକ   (12-Dec-2025)       ||      *ଉପ ଜିଲ୍ଲାପାଳ ଓ ଡିଏସପି ଙ୍କୁ ସହର ବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଧନା*-   (12-Dec-2025)       ||      *ଆସନ୍ତା କାଲି ଠୁ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ ଏନୁଏଲ ଏଥଲେଟିକ ମିଟ*   (12-Dec-2025)       ||      *ନବରଙ୍ଗପୁରରେ କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ*   (12-Dec-2025)       ||      ମନମୁଣ୍ଡା ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ    (12-Dec-2025)       ||      ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା    (12-Dec-2025)       ||     

HOME   ଜିଲ୍ଲା

ସୋନପୁର ଠାରେ ଅଶି ଘର ସହଁରା ( ଶବର ) ସମାଜ ପକ୍ଷରୁ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଟିତ

16-Sep-2024



ସୋନପୁର  (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା ଅଶି ଘର ସହଁରା (ଶବର ) ସମାଜ ପକ୍ଷରୁ ସ୍ଥାନୀୟ ହାତୀ ସାଲ କଲ୍ୟାଣ ମଣ୍ଡପ ଠାରେ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଈ ଯାଇଛି l ସମାଜ ର ସଭାପତି ଶ୍ରୀ ଦୈତ୍ୟ ଦେବ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ  ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ବଳ ଦେବ ଭୋଇ, ସମ୍ମାନିତ ଅତିଥି ଭାବରେ ଶ୍ରୀ ରାଜ କିଶୋର ବାରିକ୍, ଗିରି ଧାରି ନାଗ, ଘନ ଶ୍ୟାମ ବୁଡେକ୍ , ଆବାହକ ସୁରେଶ ବେହେରା , ସମ୍ପାଦକ ଅଚ୍ୟୁତ କୁମାର୍ ଭୋଇ ଓ ମୂଖ୍ୟ ବକ୍ତା ଭାବରେ ଚନ୍ଦ୍ର ଶେଖର ଶବର ଯୋଗ ଦେଇ ଗୋଟାଏ ରାଜ୍ୟ ର ଓ ଦେଶ ର ସମୃଦ୍ଧି ଓ ସୁରକ୍ଷା ପାଇଁ ପ୍ରଥମେ ଏକ ସମାଜ ର ଶୃଙ୍ଖଳା ଓ ଏକତା  ଆବଶ୍ୟକ ବୋଲି ମତ ରଖିଥିଲେ l ସଭାରେ ସମସ୍ତ ଜିଲ୍ଲା ସଭାପତି, ଯୋଗ ଦେଇଥିବା ନୂତନ କର୍ମଚାରୀ, ସମାଜ ର ଚିତ୍ର ଶିଳ୍ପୀ, ମୂର୍ତ୍ତି କାରିଗର, ମେଧା ଛାତ୍ର ଛାତ୍ରୀ, ମଞ୍ଚ କଳାକାର , ସମାଜ ସେବୀ ଙ୍କ ସମେତ ବିଭିନ୍ନ ପ୍ରତିଭା ଓ ସାମ୍ୱାଦିକ ମାନଙ୍କୁ ସମ୍ବର୍ଧିତ କରାଯାଇଥିଲା l ପ୍ରଥମେ ଇଷ୍ଠ ଦାବୀ ଙ୍କୁ ପୁଜା ଅର୍ଚ୍ଚନା ପରେ ଅତିଥି ଙ୍କୁ ସ୍ଵାଗତ ସଂଗୀତ ପରିବେଷଣ ଦ୍ଵାରା ସ୍ଵାଗତ ସମ୍ବର୍ଦ୍ଧନା କରା ଯାଇଥିଲା l ସୁରେଶ ବେହେରା ସ୍ଵାଗତ ଭାଷଣ ଓ ରବୀନ୍ଦ୍ର ଭୁଏ ବୀବରଣୀ ପାଠ କରିଥିବା ବେଳେ ଏକାଦଶ ବର୍ଗେ ଓ ମୁକେଶ ଭୋଇ ମଞ୍ଚ ପରି ଚାଳନା କରିଥଲେ l ସଂlସ୍କୃତିକ କାର୍ଯ୍ୟକ୍ରମ କୁ ଯୁଗ ଜନ୍ମା ଯୁକ୍ତା ମୁଖୀ ବର୍ଗି, ମୁକେଶ ଭୋଇ ଓ ନରସିଂହ ବର୍ଗେ ପରି ଚାଳନା କରି ଥିଲେ l ଡାକ୍ତରୀ ଛାତ୍ରୀ ନିଲମ୍ ବିଶ୍ଵାଳ ଓ ନବୋଦୟ ଛାତ୍ର ଯଶ ରାଜ ଭୂଏ ଙ୍କୁ ସ୍ଵତନ୍ତ୍ର ସମ୍ମାନ ରେ ସମ୍ମାନୀତ କରାଯାଇଥିବା ବେଳେ ରିତୁଶ୍ରି, ମମିତା, ନନ୍ଦିନୀ, ମୌସୁମୀ, ସଂଘମିତ୍ରା, ନିଳୀମା, ସମୃତି ଶିଖl, ସୁପ୍ରଭା ପ୍ରମୁଖ ଛାତ୍ରୀ ସମ୍ବର୍ଧନା କାର୍ଯକ୍ରମ ରେ ସମ୍ପୂର୍ଣ୍ଣ ସହଯୋଗ କରି ସମ୍ବର୍ଧିତ ପ୍ରତିଭା ଙ୍କ ମନମୁଗ୍ଧ କରିଥିଲେ l ନରେଶ , ପ୍ରଫୁଲ୍ଲ, ସରୋଜ , ନିଳୀମା, ନଳିନୀ ନାମ ପଞ୍ଜି କରଣ କରିଥିଲେ l ସମାଜ ର ଉପଦେଷ୍ଟା କମିଟି ଓ କାର୍ଯ୍ଯ କାରୀ କମିଟି ସଦସ୍ୟ ଉତ୍ସବ ର ପ୍ରତ୍ୟେକ କାର୍ଯ୍ଯ କୁ ତଦାରଖ କରିଥିବା ବେଳେ ନିରଞ୍ଜନ ଭୂଏ ଧନ୍ୟବାଦ୍ ଅର୍ପଣ କରିଥିଲେ l ଶବର ସମାଜ ର ହଜାର ହଜାର ସଦସ୍ୟ ଉପସ୍ଥିତ ରହି ନୂଆଁଖାଇ ଜୁହାର ଭେଟ ଘାଟ ହୋଇ ଭାବ ର ଆଦାନ ପ୍ରଦାନ କରି ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   13-Dec-2025
  ଜିଲ୍ଲା  
ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   13-Dec-2025
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   13-Dec-2025
  ଜିଲ୍ଲା  
ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   13-Dec-2025
  ଜିଲ୍ଲା  
ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା   12-Dec-2025
  ଜିଲ୍ଲା  
ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   12-Dec-2025
  ଜିଲ୍ଲା  
ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   12-Dec-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   12-Dec-2025
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   12-Dec-2025

You Might Also Like