-+91-9937148622 |

prerana_bgr@rediffmail.com |

  Sunday 29th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଭକ୍ତ ପ୍ରହ୍ଲାଦଙ୍କ ଅଟଳ ଭକ୍ତି ଓ ଭଗବାନ ନୃସିଂହଙ୍କ ଅବତାର କଥା ଶୁଣି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ   (29-Nov-2026)       ||      ତୃତୀୟ ତ୍ରି-ଦିବସୀୟ ଶିକ୍ଷଣ କର୍ମଶାଳା ‘ଉନ୍ମେଷ’ ଉଦ୍‌ଯାପିତ -ମାଟ୍ରିକ୍‌ ପରୀକ୍ଷାରେ A1 ଗ୍ରେଡ୍‌ ଲକ୍ଷ୍ୟ ନେଇ ୨୦୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ   (29-Nov-2026)       ||      ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ୨୦୨୬-୨୭ ନେଇ ସମ୍ବଲପୁରରେ ରାଜନୈତିକ ଦଳ ଙ୍କ ସହିତ ବୈଠକ ଅନୁଷ୍ଠିତ   (28-Nov-2026)       ||      ଗୋପବନ୍ଧୁ ନଗର ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Nov-2026)       ||      GIETରେ ଗୁଣାତ୍ମକ ବୈଷୟିକ ଶିକ୍ଷା, ଗବେଷଣା ଓ ନିଯୁକ୍ତି ଉପରେ ଗୁରୁତ୍ୱ ଶିଳ୍ପାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ ଦକ୍ଷ ଛାତ୍ରଛାତ୍ରୀ ଗଢ଼ିବା ଲକ୍ଷ୍ୟ   (28-Nov-2026)       ||      ସୋନପୁର ଅସ୍ଥାୟୀ ବସଷ୍ଟାଣ୍ଡ୍‌କୁ ଆଜି ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଶ୍ରୀ ଦେବାଶିଷ୍ ସିଂ   (28-Nov-2026)       ||      *ୟୁଥ୍ ରେଡ୍ କ୍ରସ୍ ପକ୍ଷରୁ ମହିଳା ସ୍ଵାସ୍ଥ୍ୟ ସଚେତନତା ଶିବିର*- *ନାରୀ ସୁସ୍ଥ ରହିଲେ ଏକ ସୁସ୍ଥ ସମାଜ ଓ ରାଷ୍ଟ୍ର ଗଠନ ହୋଇ ପାରିବ*- - *ଜିଲ୍ଲାପାଳ*   (28-Nov-2026)       ||      ପାପଡ଼ାହାଣ୍ଡିରେ "କନ୍ୟାରତ୍ନ ଦିବସ ନିଆରା ଢଙ୍ଗ " ରେ ପାଳନ ଓ ଶପଥ ପାଠ ଗ୍ରହଣ   (28-Nov-2026)       ||      *ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ୮୫ତମ ଜନ୍ମ ଜୟନ୍ତୀ ପାଳିତ*   (28-Nov-2026)       ||      ଫ୍ୟୁଜନ୍ ଶକ୍ତି ବିଶ୍ୱକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବ: ପ୍ରଫେସର ଡେଭିଡ୍ ଗ୍ୟାନ୍ ୟୁକେ ଫ୍ୟୁଜନ୍ ଏନର୍ଜି ଲିମିଟେଡ୍‌ର ଅଧ୍ୟକ୍ଷ ତଥା ସ୍ୱଚ୍ଛ ଶକ୍ତି ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଜଣେ ବିଶ୍ୱସ୍ତରୀୟ ଅଗ୍ରଦୂତ   (28-Nov-2026)       ||      ଦୁର୍ଗାପାଲି ଠାରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ   (28-Nov-2026)       ||      ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ    (28-Nov-2026)       ||      ସିନାପାଲି କୁସୁମଜୋର ଗ୍ରାମ ପଞ୍ଚାୟତରେ ‘ନୂଆପଡ଼ା ଉନ୍ମେଷ’ କାର୍ଯ୍ୟକ୍ରମ : ଶ୍ରମ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ   (28-Nov-2026)       ||      *ବିରିଶୋଲା ଆଶ୍ରମ ର ମୂଖ୍ୟ ଅନାଦି ବାବାଙ୍କୁ ଧମକ, ଥାନାରେ ଦିଆଗଲା ଏତଲା*   (28-Nov-2026)       ||      ନୂଆପଡ଼ା,ବଲାଙ୍ଗୀର ଜିଲ୍ଲା ସୀମାନ୍ତରେ ସଡ଼କ ଦୁର୍ଘଟଣା, ଦୁର୍ଘଟଣା ରେ ଅଳ୍ପକେ ବାର୍ତ୍ତିଲେ ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପ ସିଂ ମାଝୀ   (28-Nov-2026)       ||      ପରିବେଶ ସୁରକ୍ଷାରେ କଲମର ଶକ୍ତି, ନୂଆଦିଲ୍ଲୀରେ ଜାତୀୟ ସମ୍ମିଳନୀ, ସମ୍ମାନିତ ହେଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   (28-Nov-2026)       ||      ବିନିକାରେ ଆରମ୍ଭ ହେଲା ୨୪୩ତମ ଗୋକୁଲାଷ୍ଟମି ମହୋତ୍ସବ, ୮ ଦିନ ଧରି ଚାଲିବ ବିଭିନ୍ନ ଲୀଳା   (28-Nov-2026)       ||      ପଡ଼ିଆବାହାଲ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ କଂସ ମହାରାଜଙ୍କୁ ବରଣ, ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କମ୍ପିଲା ପଡ଼ିଆବାହାଲ   (28-Nov-2026)       ||      କୁଟ୍ରୁମାଳି ଖଣି ଲିଜ୍‌କୁ ନେଇ ଜନଜାତି ଆୟୋଗରେ ଶୁଣାଣି, ବାତିଲ ଦାବି କଲେ ନିରଞ୍ଜନ ବିଶି♦️ଗ୍ରାମସଭା ନାହିଁ, ଆଦିବାସୀଙ୍କ ସମ୍ମତି ନାହିଁ; କେଉଁ ଆଧାରରେ ଖଣି ଲିଜ୍‌   (28-Nov-2026)       ||      ନାରୀ ସେବା ସଂଘର ପରିବାର ପରାମର୍ଶ କେନ୍ଦ୍ରର ସଫଳତା   (28-Nov-2026)       ||     

HOME   ଜିଲ୍ଲା

କାଉଡୋଳା ଗ୍ରାମପଞ୍ଚାୟତ ସମିତି ସଭ୍ୟା ଙ୍କୁ ଅଯୋଗ୍ୟ ଘୋଷଣା

06-Jul-2024



କଳାହାଣ୍ଡି  (ପ୍ରେରଣା ଖବର)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ କାଉଡୋଳା ଗ୍ରାମପଞ୍ଚାୟତ ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ସମିତି ସଭ୍ୟା ବୈଦେହି ବେଶ୍ରା ତିନୋଟି ସନ୍ତାନର ଜନନୀ ହୋଇ ମିଥ୍ୟା ସତ୍ୟପାଠ ଦାଖଲ କରି ସମିତି ସଭ୍ୟ ପଦକୁ ହାତେଇ ନେଇଥିଲେ । ପଞ୍ଚାୟତିରାଜ ନିୟମକୁ ଉଲ୍ଲଘଂନ କରିଥିବାରୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ମାଧବି ବେଶ୍ରା ଜୟପାଟଣା କୋର୍ଟ ଦ୍ୱାରସ୍ଥ ହୋଇ ସମସ୍ତ ସାକ୍ଷ ପ୍ରମାଣ ପତ୍ର ସହ କେସ୍ ଦାୟର୍ କରି ନ୍ୟାୟର ଆଶ୍ରା କରିଥିଲେ । ସୂଚନା ମୁତାବକ ସମସ୍ତ ସାକ୍ଷ ପ୍ରମାଣ ଆଧାରରେ ମାନ୍ୟବର ବିଚାରପତି ସମିତି ସଭ୍ୟା ବୈଦେହି ବେଶ୍ରା ଙ୍କୁ ୧୮ଡିସେମ୍ବର ୨୦୨୩ ରିଖ ଦିନ ଅଯୋଗ୍ୟ ଘୋଷଣା କଲେ। ଉକ୍ତ କୋର୍ଟ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ବୈଦେହି ବେଶ୍ରାଙ୍କୁ ସମିତି ସଭ୍ୟ ପଦବିରୁ ବହିଷ୍କୃତ କରିଥିଲେ । କିନ୍ତୁ ସମିତି ସଭ୍ୟା ବୈଦେହି ବେଶ୍ରା ନିଜକୁ ଭୁଲ୍ ସ୍ୱୀକାର ନକରି ଉକ୍ତ ରାୟକୁ ଧର୍ମଗଡ ଅତିରିକ୍ତ ଜିଲ୍ଲା ଅଦାଲତକୁ ଯାଇ ଷ୍ଟେ ଅଡର କରିବାରୁ ମାମଲା ଆଗକୁ ଯାଇଥିଲା । ପରବର୍ତ୍ତୀ ସମୟରେ ଧର୍ମଗଡ ଅଦାଲତରେ ଉକ୍ତ ମାମଲା କେସ୍ ନମ୍ବର ଏଫ୍ ଏ ଓ ୧/୨୪ କୁ ଜୁନ୍ ୨୮ତାରିଖ ଦିନ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସମିତି ସଭ୍ୟା ବୈଦେହି ବେଶ୍ରା ଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭକ୍ତ ପ୍ରହ୍ଲାଦଙ୍କ ଅଟଳ ଭକ୍ତି ଓ ଭଗବାନ ନୃସିଂହଙ୍କ ଅବତାର କଥା ଶୁଣି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ   29-Nov-2026
  ଜିଲ୍ଲା  
ତୃତୀୟ ତ୍ରି-ଦିବସୀୟ ଶିକ୍ଷଣ କର୍ମଶାଳା ‘ଉନ୍ମେଷ’ ଉଦ୍‌ଯାପିତ -ମାଟ୍ରିକ୍‌ ପରୀକ୍ଷାରେ A1 ଗ୍ରେଡ୍‌ ଲକ୍ଷ୍ୟ ନେଇ ୨୦୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ   29-Nov-2026
  ଜିଲ୍ଲା  
ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ୨୦୨୬-୨୭ ନେଇ ସମ୍ବଲପୁରରେ ରାଜନୈତିକ ଦଳ ଙ୍କ ସହିତ ବୈଠକ ଅନୁଷ୍ଠିତ   28-Nov-2026
  ଜିଲ୍ଲା  
ଗୋପବନ୍ଧୁ ନଗର ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Nov-2026
  ଜିଲ୍ଲା  
GIETରେ ଗୁଣାତ୍ମକ ବୈଷୟିକ ଶିକ୍ଷା, ଗବେଷଣା ଓ ନିଯୁକ୍ତି ଉପରେ ଗୁରୁତ୍ୱ ଶିଳ୍ପାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ ଦକ୍ଷ ଛାତ୍ରଛାତ୍ରୀ ଗଢ଼ିବା ଲକ୍ଷ୍ୟ   28-Nov-2026
  ଜିଲ୍ଲା  
ସୋନପୁର ଅସ୍ଥାୟୀ ବସଷ୍ଟାଣ୍ଡ୍‌କୁ ଆଜି ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଶ୍ରୀ ଦେବାଶିଷ୍ ସିଂ   28-Nov-2026
  ଜିଲ୍ଲା  
*ୟୁଥ୍ ରେଡ୍ କ୍ରସ୍ ପକ୍ଷରୁ ମହିଳା ସ୍ଵାସ୍ଥ୍ୟ ସଚେତନତା ଶିବିର*- *ନାରୀ ସୁସ୍ଥ ରହିଲେ ଏକ ସୁସ୍ଥ ସମାଜ ଓ ରାଷ୍ଟ୍ର ଗଠନ ହୋଇ ପାରିବ*- - *ଜିଲ୍ଲାପାଳ*   28-Nov-2026
  ଜିଲ୍ଲା  
ପାପଡ଼ାହାଣ୍ଡିରେ "କନ୍ୟାରତ୍ନ ଦିବସ ନିଆରା ଢଙ୍ଗ " ରେ ପାଳନ ଓ ଶପଥ ପାଠ ଗ୍ରହଣ   28-Nov-2026
  ଜିଲ୍ଲା  
*ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ୮୫ତମ ଜନ୍ମ ଜୟନ୍ତୀ ପାଳିତ*   28-Nov-2026
  ଜିଲ୍ଲା  
ଫ୍ୟୁଜନ୍ ଶକ୍ତି ବିଶ୍ୱକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବ: ପ୍ରଫେସର ଡେଭିଡ୍ ଗ୍ୟାନ୍ ୟୁକେ ଫ୍ୟୁଜନ୍ ଏନର୍ଜି ଲିମିଟେଡ୍‌ର ଅଧ୍ୟକ୍ଷ ତଥା ସ୍ୱଚ୍ଛ ଶକ୍ତି ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଜଣେ ବିଶ୍ୱସ୍ତରୀୟ ଅଗ୍ରଦୂତ   28-Nov-2026
  ଜିଲ୍ଲା  
ଦୁର୍ଗାପାଲି ଠାରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ   28-Nov-2026
  ଜିଲ୍ଲା  
ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ   28-Nov-2026

You Might Also Like