-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
25-Jun-2024
ସଇଁତଳା(ନାରାୟଣ ସାହୁ ): ବଲାଙ୍ଗୀର ଜିଲ୍ଲା ସଇଁତଲା ସହରର ଗୋପବନ୍ଧୁ ପଡାର ବାଦଲ ସାହୁଙ୍କ ପରଲୋକ ହେଇଯାଇଛି । ସୋମବାର ସାନ୍ଧ୍ୟ ୬ଘଣ୍ଟା ସମୟରେ ବରଗଡ଼ ବିକାଶ ହସ୍ପିଟାଲ ରେ ମୃତ୍ୟୁ ହେଇଛି । ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ପରିବାର ଲୋକେ ପ୍ରଥମେ ବଲାଙ୍ଗୀର ଓ ପରେ ବରଗଡ଼ ନେଇ ଥିଲେ । ସେଠାରେ ଡାକ୍ତରମୃତ୍ୟୁ ଘୋଷଣା କରି ଥିଲେ । ବାଦଲ ସାହୁ ଦ୍ରୀଘ ବର୍ଷ ଧରି ଜଗନ୍ନାଥ ରାମଲୀଳା ପାର୍ଟି ରେ ଜଣେ କଳାକାର ଭାବ ରେ ଅଭିନୟ କରିବା ସହ ସଇଁତଲା ସହର ର ବିଭିନ୍ନ ଅନୁଷ୍ଠିତ ରେ ସକ୍ରିୟ ସଦସ୍ୟ ଥିଲେ । ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ସଇଁତଲା ଅଞ୍ଚଳ ରେ ଶୋକ ଛାୟା ଖେଳିଯାଇଛି । ସଇଁତଲା ଲାଞ୍ଚନଦୀ ରେ ଶବଦାହ ଶେଷ ହେଇଛି ।