-+91-9937148622 |

prerana_bgr@rediffmail.com |

  Sunday 5th May 2024 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରରେ କଳିକେଶଙ୍କ ସଂକଳ୍ପ ସମ୍ମିଳନୀ ଅନୁଷ୍ଠିତ   (04-May-2024)       ||      ଶାନ୍ତି ପୂର୍ଣ୍ଣ ନିର୍ବାଚନ ପରିଚାଳନା ଗୁରୁତ୍ୱପୂର୍ଣ୍ଣ    (05-May-2024)       ||      ବଲାଙ୍ଗୀର ଜିଲ୍ଲା ଏ. ଆଇ. ଟି. ୟୁ. ସି. ପକ୍ଷରୁ ଶ୍ରମିକ ଦିବସ ପାଳିତ   (05-May-2024)       ||      ଆପତ୍ତି  ଅଭଯୋଗ ପାଇଁ ମୋବାଇଲ ନମ୍ବର ଜାରି କଲେ ସାଧାରଣ ଓ ପୋଲିସ ପର୍ଯ୍ୟବେକ୍ଷକ   (04-May-2024)       ||      ନିର୍ବାଚନ ପ୍ରଚାର ପାଇଁ କଣ୍ଟାମାଳ ଆସୁଛନ୍ତି ପାଣ୍ଡିଆନ   (04-May-2024)       ||      ଦେଓଗାଁ ବ୍ଲକ ରେ ସମରେନ୍ଦ୍ର ଙ୍କ ପ୍ରଚାର.. ଗାଁ ଲୋକଙ୍କ ଅର୍ଥନୀତି ସୁଦୃଢ କରିଵା ଆମର ଲକ୍ଷ -ସମରେନ୍ଦ୍ର    (04-May-2024)       ||      ଭାଜପାରେ ଯୋଗ ଦେଲେ ଯୁବ ସମାଜସେବୀ ପିଙ୍କୁ ଅଗ୍ରୱାଲ   (04-May-2024)       ||      ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ଜଳ ଛତ୍ର ର ଶୁଭ ଉଦ୍ଘାଟନ   (04-May-2024)       ||      ନର୍ଲା ଆସନ ଦଖଲ କରି ପାରନ୍ତି ଚର୍ଚ୍ଚିତ ଚେହେରା ଫାୟର ବ୍ରାଣ୍ଡ ଭକ୍ତ ଦାସ   (04-May-2024)       ||      ଟିଟିଲାଗଡ ବିଜେପିରେ ବିଶାଳମିଶ୍ରଣପର୍ବ,ଦାଦନମୁକ୍ତ ଓଡିଶା ଗଠନ କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ ପ୍ରମୋଦ,ବୀରବର,ରଞ୍ଜୁରାଇମନ,ପଞ୍ଚାନନ ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର ସମର୍ଥକଙ୍କ ଯୋଗଦାନ   (04-May-2024)       ||      ବିଜୁ ଜନତା ଦଳ ରେ ସାମିଲ ହେଲେ ଶତାଧିକ ମହିଳା ଓ ପୁରୁଷ   (04-May-2024)       ||      ନିଖୋଜ ଦାଦନଶ୍ରମିକ ମାଆର ଆତ୍ମହତ୍ୟା ଉଦ୍ୟମ ଘଟଣା  : କୌଣସିଦଳର ନଜର ନାଇଁ  : ବିରୋଧୀ ବି ଚୁପ୍  !   (04-May-2024)       ||      ପାନୀୟ ଜଳର ଘୋର ସଙ୍କଟ କୁମ୍ଭକର୍ଣ୍ଣ ନିଦ୍ରାରେ ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ   (04-May-2024)       ||      ବଲ୍ଲୁଭାଇ(ବଳରାମ ସିଂଯାଦବ)ଙ୍କ ନାମାଙ୍କନପତ୍ର ଦାଖଲ ସାଂସଦସଂଗୀତାଙ୍କ ମନମାନୀକୁ ନେଇ ଜନଅସନ୍ତୋଷ ରହିଛି-ବଳରାମ   (04-May-2024)       ||      ଏପିଆଇ ଦଳ ର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଦ୍ୱୟ ନାମାଙ୍କନ ପତ୍ର ଦାଖଲ   (04-May-2024)       ||      ସରିଲା ନାମାଙ୍କନ : କଣ୍ଟାମାଳରୁ ୭ଜଣ କଲେ ନାମାଙ୍କନ    (04-May-2024)       ||      ଅଭିଯୋଗର ୧୫ଦିନ ପରେ ବି କାର୍ଯ୍ୟନୁଷ୍ଠାନ ଶୂନ୍ଯ- ଭାଜପା   (04-May-2024)       ||      ଖରିଆର ପୋଲିସ ଦ୍ବାରା ସୀମାନ୍ତରେ ଟଙ୍କା ଜବତ   (03-May-2024)       ||      ପଟ୍ଟନାୟକ ଇଣ୍ଡିଆ ଫାଉଣ୍ଡେସନ ତରଫରୁ କିଶୋର ଦ୍ବିବେଦୀଙ୍କୁ ସମ୍ବର୍ଦ୍ଧନା   (03-May-2024)       ||      କଳିକେଶ ଙ୍କ ମାରାଥନ ଘରକୁ ଘର ପ୍ରଚାର ଓ ସଦର ବ୍ଲକ ରେ ଆଦିବାସୀ ସମାବେଶ    (03-May-2024)       ||     

HOME   ରାଜନୀତି

ଟିଟିଲାଗଡରେ ବିଜେପିନେତା ଅଶୋକ ଦୋରାଙ୍କୁ ଦୁର୍ବ୍ୟବହାର ଓ ହତ୍ୟାଧମକ,  ନିର୍ବାଚନକମିଶନଙ୍କ ପାଖରେ ଫେରାଦହେଲେ ବିଜେପି ପ୍ରାର୍ଥି

25-Apr-2024



ବଲାଙ୍ଗୀର,ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ନିର୍ବାଚନମଣ୍ଡଳିରେ ରାଜନୈତିକ ଉଷ୍ମତା ବଢୁଛି । ଶାସକ ବିଜେଡିଦଳରୁ ମନ୍ତ୍ରୀ ଟୁକୁନୀ ସାହୁ ଓ ବିଜେପିପ୍ରାର୍ଥି ନବୀନ ଜୈନଙ୍କ ମଧ୍ୟରେ ତିକ୍ତତା ଧିରେ ଧିରେ ବଢିବାରେ ଲାଗିଛି । ନିର୍ବାଚନକମିଶନଙ୍କ ନିର୍ଦ୍ଦେଶକୁ ଉଲଂଘନ କରି ବିଜେଡିଦଳ ବେଆଇନ ଭାବରେ ଟିଟିଲାଗଡ ସହରର ବିଭିନ୍ନ ସ୍ଥାନରେ ହୋଡିଂ ଲଗାଇଥିଲେ । ଏହାକୁ ବିରୋଧ କରି ଭାଜପା ପକ୍ଷରୁ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରାଯାଇଥିଲା । ଫଳରେ ଆଜି ଶାସକ ବିଜେଡିଦଳକୁ ଫାଇନ ଦେବାକୁ ପଡିଛି । ଠିକ ସେହିପରି ଶାସକଦଳର ଗୁଣ୍ଡାମାନେ ଲୋକଙ୍କୁ ଭୟଭିତ କରୁଥିବା ଅଭିଯୋଗ ହୋଇଛି । ବୁଧବାର ଦିନ ଭାଜପାର ଏକ ବୈଠକସାରି ଫେରୁଥିବା ବେଳେ ଟିଟିଲାଗଡ ବ୍ୟାଙ୍କଛକଠାରେ ଗୁଡଭେଲା ବ୍ଲକର ଭାଜପାନେତା ଅଶୋକ ଦୋରା ଓ ଟୁକୁରାମ ପାଣିଗ୍ରାହୀଙ୍କୁ ଶାସକଦଳର ଗୁଣ୍ଡାମାନେ ଅଶ୍ଲିଳଭାଷାରେ ଗାଳିଗଲଜ ସହ ହତ୍ୟାଧମକ ଦେଇଥିବା ଅଭିଯୋଗ ହୋଇଛି । ଫଳରେ ଶାସକ ଦଳ ନିର୍ବାଚନ ଆଚରଣବିଧିର ଉଲଂଘନ କରି ଲୋକଙ୍କୁ ଭୟଭିତ କରି ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରି ଟିଟିଲାଗଡର ଭାଜପାପ୍ରାର୍ଥି ନବୀଣ ଜୈନ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ଦାଖଲ କରିଥିବା ସୂଚନା ମିଳିଛି । ଟିଟିଲାଗଡ ନିର୍ବାଚନମଣ୍ଡଳିରେ ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି ଓ ଭାଜପାର ଲୋକପ୍ରୀୟତା ବଢୁଥିବା କାରଣରୁ ଶାସକଦଳ ହାରିବା ଭୟରେ ଗୁଣ୍ଡା ଲଗାଇ ଭୟଭିତ କରିବାକୁ ଚେଷ୍ଟା କରୁଛି ବୋଲି ନବୀନ ଜୈନ କହିଛନ୍ତି । ପ୍ରକାଶ୍ୟ ଯେ,ଗତକାଲିର ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ସେଥିରେ ମନ୍ତ୍ରୀଙ୍କ ପାଖଲୋକ ବୋଲାଉଥିବା ଜଣେ ଯୁବକ ଅଶୋକ ଦୋରାଙ୍କୁ ଦୁର୍ବ୍ୟବହାର କରୁଥିବା ଦେଖାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରରେ କଳିକେଶଙ୍କ ସଂକଳ୍ପ ସମ୍ମିଳନୀ ଅନୁଷ୍ଠିତ   04-May-2024
  ଜିଲ୍ଲା  
ଶାନ୍ତି ପୂର୍ଣ୍ଣ ନିର୍ବାଚନ ପରିଚାଳନା ଗୁରୁତ୍ୱପୂର୍ଣ୍ଣ    05-May-2024
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଏ. ଆଇ. ଟି. ୟୁ. ସି. ପକ୍ଷରୁ ଶ୍ରମିକ ଦିବସ ପାଳିତ   05-May-2024
  ରାଜନୀତି  
ଆପତ୍ତି  ଅଭଯୋଗ ପାଇଁ ମୋବାଇଲ ନମ୍ବର ଜାରି କଲେ ସାଧାରଣ ଓ ପୋଲିସ ପର୍ଯ୍ୟବେକ୍ଷକ   04-May-2024
  ଜିଲ୍ଲା  
ନିର୍ବାଚନ ପ୍ରଚାର ପାଇଁ କଣ୍ଟାମାଳ ଆସୁଛନ୍ତି ପାଣ୍ଡିଆନ   04-May-2024
  ଜିଲ୍ଲା  
ଦେଓଗାଁ ବ୍ଲକ ରେ ସମରେନ୍ଦ୍ର ଙ୍କ ପ୍ରଚାର.. ଗାଁ ଲୋକଙ୍କ ଅର୍ଥନୀତି ସୁଦୃଢ କରିଵା ଆମର ଲକ୍ଷ -ସମରେନ୍ଦ୍ର    04-May-2024
  ଜିଲ୍ଲା  
ଭାଜପାରେ ଯୋଗ ଦେଲେ ଯୁବ ସମାଜସେବୀ ପିଙ୍କୁ ଅଗ୍ରୱାଲ   04-May-2024
  ଜିଲ୍ଲା  
ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ଜଳ ଛତ୍ର ର ଶୁଭ ଉଦ୍ଘାଟନ   04-May-2024
  ଜିଲ୍ଲା  
ନର୍ଲା ଆସନ ଦଖଲ କରି ପାରନ୍ତି ଚର୍ଚ୍ଚିତ ଚେହେରା ଫାୟର ବ୍ରାଣ୍ଡ ଭକ୍ତ ଦାସ   04-May-2024
  ରାଜନୀତି  
ଟିଟିଲାଗଡ ବିଜେପିରେ ବିଶାଳମିଶ୍ରଣପର୍ବ,ଦାଦନମୁକ୍ତ ଓଡିଶା ଗଠନ କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ ପ୍ରମୋଦ,ବୀରବର,ରଞ୍ଜୁରାଇମନ,ପଞ୍ଚାନନ ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର ସମର୍ଥକଙ୍କ ଯୋଗଦାନ   04-May-2024
  ଜିଲ୍ଲା  
ବିଜୁ ଜନତା ଦଳ ରେ ସାମିଲ ହେଲେ ଶତାଧିକ ମହିଳା ଓ ପୁରୁଷ   04-May-2024
  ମହାନଗର  
ନିଖୋଜ ଦାଦନଶ୍ରମିକ ମାଆର ଆତ୍ମହତ୍ୟା ଉଦ୍ୟମ ଘଟଣା  : କୌଣସିଦଳର ନଜର ନାଇଁ  : ବିରୋଧୀ ବି ଚୁପ୍  !   04-May-2024

You Might Also Like