-+91-9937148622 |
prerana_bgr@rediffmail.com |
Sunday 19th May 2024 |
R.N.I. Regd No. ODIODI/2010/46693
Breaking News
04-May-2024
ପାଟଣାଗଡ, (ପ୍ରେରଣା ଖବର) ଖପ୍ରାଖୋଲ ବ୍ଲକ ର ଲକ୍ଷେ ଘର ଗଣ୍ଡା ସମାଜ ରୁ ୨ ଶହ ରୁ ଉର୍ଦ୍ଧ ପୁରୁଷ ଏବଂ ମହିଳା ଆଜି ବ୍ଲକ ସଭାପତି ଛିନୁ ଟାକରି ସମ୍ପାଦକ ମୋହନ ସୁନା ଓ ବ୍ଲକ ସଭାନେତ୍ରୀ ରଂଜିତା ସୁନା ଙ୍କ ତତ୍ୱା ବଧାନରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ l ମାନ୍ୟବର ବିଧାୟକ ପ୍ରାର୍ଥୀ ସରୋଜ ମେହେର ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ l