-+91-9937148622 |

prerana_bgr@rediffmail.com |

  Sunday 19th May 2024 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ମ୍ବ ସାମ୍ପ୍ରଦାୟର ହୋଇ ଆଦିବାସୀ ଜାତି ପ୍ରମାନପତ୍ର ପାଇଥିବା ଘଟଣାକୁ ବିରୋଦ୍ଧ   (18-May-2024)       ||      ବୁଥ୍ ମୁହାଁ ପୋଲିଂ କର୍ମଚାରୀ :ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀ ପ୍ରସ୍ତୁତ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା   (18-May-2024)       ||      ପାଇଲଟ ଟ୍ରେନିଂ ସେଣ୍ଟର ଓ କୃଷି ଭିତ୍ତିକ ଶିଳ୍ପ ର ପ୍ରତିଶୃତି କୁଆଡେ ଗଲା: ନରସିଂହ   (18-May-2024)       ||      କଳିକେଶଙ୍କ ସାମ୍ବାଦିକ ସମ୍ବିଳନୀ... ବଲାଙ୍ଗୀରକୁ ବ୍ୟାଙ୍କକ ନୁହେଁ ବିକଶିତ ବଲାଙ୍ଗୀର କରାଯିବ-କଳିକେଶ   (18-May-2024)       ||      ସୋନପୁର ଶ୍ରେଷ୍ଠ ଜିଲ୍ଲା ସ୍କାଉଟ କେମ୍ପୋରୀ ଭାବେ ପୁରସ୍କୃତ   (18-May-2024)       ||      ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାପ୍ରଶାସନର ପ୍ରେସ ବିଜ୍ଞପ୍ତି ଜାରି   (18-May-2024)       ||      ଲଜ୍ ରେ କନେଷ୍ଟବଳଙ୍କୁ ହତ୍ୟା ଘଟଣାରେ ଗଞ୍ଜେଇ ଲିଙ୍କ୍ ! ଗଞ୍ଜେଇ ଚୋରାଚାଲାଣରେ ପୁଣି ସୋନପୁର ପୁଲିସର ହାତ ! କଣ୍ଟେନର ଜବତର ଧୋକା ସନ୍ଦେହରେ ପ୍ରତିଶୋଧ ?   (18-May-2024)       ||      ନିର୍ବାଚନ ପାଇଁ ଅପରାଧୀ ଗୋଷ୍ଠୀ ସକ୍ରୀୟ,ବଲାଙ୍ଗୀରବାସୀ ଅତିଷ୍ଠ   (18-May-2024)       ||      ବିପୁଳ ପରିମାଣର ବିଅର ଜବତ ,ଜଣେ ଗିରଫ    (18-May-2024)       ||      ରୋଡ୍‌ ସୋ’ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କଲେ ବୀରମହାରାଜପୁର ବିଜେପି ବିଧାୟକ ପ୍ରାର୍ଥୀ -ବିଜେଡ଼ିକୁ ସମାଲୋଚନା କଲେ ରଘୁନାଥ ବୀରମହାରାଜପୁର,   (18-May-2024)       ||      ପାପଡାହାଣ୍ଡି ବ୍ଲକରେ ଆମ ଓଡ଼ିଶା ନବିନ ଓଡ଼ିଶାରେ ନିମ୍ନ ମାନର ଗାଧୁଆ ଘାଟ ନିର୍ମାଣକରି ସରକାରୀ ପଇସାର ହରି ଲୁଟ ହେଉଛି   (18-May-2024)       ||      ସୋନପୁର ସହର ରେ ବିଜେଡି ର ବିଶାଳ ମହିଳା ଶୋଭାଯାତ୍ରା- ଭୋଟ ପ୍ରଚାର କଲେ ଓ ଯୋଡ଼ି ଶଙ୍ଖ ର ବିଜୟ ପଥ ସ୍ପଷ୍ଟ କଲେ ମନ୍ତ୍ରୀ ଶ୍ରୀ ପୁଝାରୀ ଓ ପରିବାର   (18-May-2024)       ||      ରାମ ଅବତାର ଜୈନ ହେଲେ ସିନ୍ଧେକେଲା ତେରାପଂଥ ସଭାର ନୂତନ ଅଧ୍ୟକ୍ଷ , ପୂର୍ବ ଅଧ୍ୟକ୍ଷ ବଜରଙ୍ଗ ଜୈନ ଠାରୁ କାର୍ଯ୍ୟଭାର ଗ୍ରହଣ   (17-May-2024)       ||      ୫୦ବର୍ଷ ପୂର୍ତ୍ତି ବିବାହୋତ୍ସବ ଅଭିନବ ଭାବେ ପାଳନ ।   (17-May-2024)       ||      ବିଜେଡି ର ପାପ ପେଡି ପୁସ୍ତକ କୁ ଉନ୍ମୋଚନ କଲେ ଛତିଶ ଗଡ଼ କ୍ୟାବିନେଟ୍ ପାହ୍ୟା ନେତା   (17-May-2024)       ||      ଜିଲ୍ଲା ବିଜେଡି ଅଫିସ୍ ରେ ବିଜେଡ଼ିର ମିଶ୍ରଣ ପର୍ବ*-   (17-May-2024)       ||      ସୋନପୁର ବି ଜେ ପି ବିଧାୟକ ପ୍ରାର୍ଥୀ ଙ୍କ ସାମ୍ୱାଦିକ ସମ୍ମିଳନୀ- ୨୫ ବର୍ଷ ର କେନ୍ଦ୍ର ଅନୁଦାନ କୁ ଠିକାଦାର ଙ୍କ ସହ ଲୁଟି ଖାଇଛି ଏ ସରକାର- ପ୍ରମୋଦ ମହାପାତ୍ର   (17-May-2024)       ||      ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଖିଲ ଓଡିଶା ଅଙ୍ଗନବାଡି ସଙ୍ଘ ତରଫରୁ ଡାବୁଗାଁ ଠାରେ ସହାୟିକା ମାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।   (17-May-2024)       ||      କଂଗ୍ରେସର ସାମ୍ବାଦିକସମ୍ବିଳନୀ.. ଅଜୟ କୁମାରଙ୍କ ଚିଠି ଜାଲିଆତି କରାଯାଇଛି-ସମରେନ୍ଦ୍ର   (17-May-2024)       ||      ସଇଁତଳାରେ ରାଜନୈତିକହିଂସା.. ବିଜେପିପ୍ରାର୍ଥିଙ୍କୁ ହତ୍ୟାଉଦ୍ୟମ,ସହଯୋଗୀଙ୍କୁ ଆକ୍ରମଣକରି ଅପହରଣ ୫ ଅଭିଯୁକ୍ତ ଗିରଫ,ଥାନାରେ ପାଲଟା ଅଭିଯୋଗ   (17-May-2024)       ||     

HOME   ରାଜନୀତି

ଆପତ୍ତି  ଅଭଯୋଗ ପାଇଁ ମୋବାଇଲ ନମ୍ବର ଜାରି କଲେ ସାଧାରଣ ଓ ପୋଲିସ ପର୍ଯ୍ୟବେକ୍ଷକ

04-May-2024



ବଲାଙ୍ଗିର(ପ୍ରେରଣା ଖବର ): :ନିର୍ବାଚନ ତାରିଖ ଆସନ୍ତା ମଇ ୨୦ ତାରିଖରେ ବଲାଙ୍ଗିର ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ହେବ । ଏହି ପରିପେକ୍ଷୀରେ ନିର୍ବାଚନକୁ ଅବାଧ , ନିରପେକ୍ଷ  ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ନାମାଙ୍କନ ପ୍ରକ୍ରିୟା ସରିବା ସହ ବଲାଙ୍ଗିରରେ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ଦ୍ଵାରା ନିଯୁକ୍ତ ସାଧାରଣ ଓ ପୋଲିସ ପର୍ଯ୍ୟବେକ୍ଷକ ନିର୍ବାଚନୀ ବ୍ୟବସ୍ଥା ତଦାରଖ କରୁଛନ୍ତି । ବଲାଙ୍ଗିର ସଂସଦୀୟ କ୍ଷେତ୍ରରେ ରେ ସାଧାରଣ ପର୍ଯ୍ୟବେକ୍ଷକ ରୂପେ ୨୦୦୪ ବ୍ୟାଚ ଆଇଏଏସ ରାଜ କୁମାର ବେନିୱାଲ ଏବଂ ରଞ୍ଜନ ଭିଶାଲ ଏବଂ ପୋଲିସ  ପର୍ଯ୍ୟବେକ୍ଷକ ରୂପେ ୨୦୦୬ ବ୍ୟାଚ ଆଇପିଏସ ଶୈଳେନ୍ଦ୍ର କୁମାର ସିହ୍ନା ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ ବ୍ୟବସ୍ଥା ତଦାରଖ କରିବେ । ଏଥି ନିମନ୍ତେ ସେ ୩ ଟି ମୋବାଇଲ ନମ୍ବର ଜାରି କରିଛନ୍ତି । 

ବଲାଙ୍ଗିର , ଟିଟିଲାଗଡ ଏବଂ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ନିମନ୍ତେ କୌଣସି ଅଭିଯୋଗ ପାଇଁ ରାଜ କୁମାର ବେନିୱାଲଙ୍କୁ  ୮୮୯୫୩୫୦୪୯୫ ନମ୍ବରରେ , ଲୋଇଶିଙ୍ଘା , ପାଟଣାଗଡ଼ ବିଧାନସଭା କ୍ଷେତ୍ର ନିମନ୍ତେ ରଞ୍ଜନ ଭିଶାଲଙ୍କୁ ୮୮୯୫୨୬୩୬୧୯ ନମ୍ବର ରେ ଏବଂ ବଲାଙ୍ଗିର ଲୋକସଭା କ୍ଷେତ୍ର ନିମନ୍ତେ ପୋଲିସ ପର୍ଯ୍ୟବେକ୍ଷକ ଶୈଳେନ୍ଦ୍ର କୁମାର ସିହ୍ନାଙ୍କୁ  ୮୮୯୫୩୫୦୭୪୬ ନମ୍ବର ରେ ଫୋନ ମାଧ୍ୟମରେ ଖର୍ଚ୍ଚ ବାବଦରେ କୌଣସି ଅଭିଯୋଗ ପର୍ଯ୍ୟବେକ୍ଷକଙ୍କୁ ସିଧାସଳଖ  ଜଣେଇପାରିବେ । ନିର୍ବାଚନ ଶେଷ ଯାଏଁ ଏହି ନମ୍ବର ଉପଲବ୍ଧ ରହିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ମ୍ବ ସାମ୍ପ୍ରଦାୟର ହୋଇ ଆଦିବାସୀ ଜାତି ପ୍ରମାନପତ୍ର ପାଇଥିବା ଘଟଣାକୁ ବିରୋଦ୍ଧ   18-May-2024
  ରାଜନୀତି  
ବୁଥ୍ ମୁହାଁ ପୋଲିଂ କର୍ମଚାରୀ :ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀ ପ୍ରସ୍ତୁତ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା   18-May-2024
  ଜିଲ୍ଲା  
ପାଇଲଟ ଟ୍ରେନିଂ ସେଣ୍ଟର ଓ କୃଷି ଭିତ୍ତିକ ଶିଳ୍ପ ର ପ୍ରତିଶୃତି କୁଆଡେ ଗଲା: ନରସିଂହ   18-May-2024
  ଜିଲ୍ଲା  
କଳିକେଶଙ୍କ ସାମ୍ବାଦିକ ସମ୍ବିଳନୀ... ବଲାଙ୍ଗୀରକୁ ବ୍ୟାଙ୍କକ ନୁହେଁ ବିକଶିତ ବଲାଙ୍ଗୀର କରାଯିବ-କଳିକେଶ   18-May-2024
  ଜିଲ୍ଲା  
ସୋନପୁର ଶ୍ରେଷ୍ଠ ଜିଲ୍ଲା ସ୍କାଉଟ କେମ୍ପୋରୀ ଭାବେ ପୁରସ୍କୃତ   18-May-2024
  ଜିଲ୍ଲା  
ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାପ୍ରଶାସନର ପ୍ରେସ ବିଜ୍ଞପ୍ତି ଜାରି   18-May-2024
  ଜିଲ୍ଲା  
ଲଜ୍ ରେ କନେଷ୍ଟବଳଙ୍କୁ ହତ୍ୟା ଘଟଣାରେ ଗଞ୍ଜେଇ ଲିଙ୍କ୍ ! ଗଞ୍ଜେଇ ଚୋରାଚାଲାଣରେ ପୁଣି ସୋନପୁର ପୁଲିସର ହାତ ! କଣ୍ଟେନର ଜବତର ଧୋକା ସନ୍ଦେହରେ ପ୍ରତିଶୋଧ ?   18-May-2024
  ଅପରାଧ  
ନିର୍ବାଚନ ପାଇଁ ଅପରାଧୀ ଗୋଷ୍ଠୀ ସକ୍ରୀୟ,ବଲାଙ୍ଗୀରବାସୀ ଅତିଷ୍ଠ   18-May-2024
  ଅପରାଧ  
ବିପୁଳ ପରିମାଣର ବିଅର ଜବତ ,ଜଣେ ଗିରଫ   18-May-2024
  ଜିଲ୍ଲା  
ରୋଡ୍‌ ସୋ’ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କଲେ ବୀରମହାରାଜପୁର ବିଜେପି ବିଧାୟକ ପ୍ରାର୍ଥୀ -ବିଜେଡ଼ିକୁ ସମାଲୋଚନା କଲେ ରଘୁନାଥ ବୀରମହାରାଜପୁର,   18-May-2024
  ଜିଲ୍ଲା  
ପାପଡାହାଣ୍ଡି ବ୍ଲକରେ ଆମ ଓଡ଼ିଶା ନବିନ ଓଡ଼ିଶାରେ ନିମ୍ନ ମାନର ଗାଧୁଆ ଘାଟ ନିର୍ମାଣକରି ସରକାରୀ ପଇସାର ହରି ଲୁଟ ହେଉଛି   18-May-2024
  ଜିଲ୍ଲା  
ସୋନପୁର ସହର ରେ ବିଜେଡି ର ବିଶାଳ ମହିଳା ଶୋଭାଯାତ୍ରା- ଭୋଟ ପ୍ରଚାର କଲେ ଓ ଯୋଡ଼ି ଶଙ୍ଖ ର ବିଜୟ ପଥ ସ୍ପଷ୍ଟ କଲେ ମନ୍ତ୍ରୀ ଶ୍ରୀ ପୁଝାରୀ ଓ ପରିବାର   18-May-2024

You Might Also Like