-+91-9937148622 |

prerana_bgr@rediffmail.com |

  Saturday 28th November 2026 |

| | | |

R.N.I. Regd No. ODIODI/2010/46693

Breaking News

ନୂଆପଡ଼ା,ବଲାଙ୍ଗୀର ଜିଲ୍ଲା ସୀମାନ୍ତରେ ସଡ଼କ ଦୁର୍ଘଟଣା, ଦୁର୍ଘଟଣା ରେ ଅଳ୍ପକେ ବାର୍ତ୍ତିଲେ ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପ ସିଂ ମାଝୀ   (28-Nov-2026)       ||      ପରିବେଶ ସୁରକ୍ଷାରେ କଲମର ଶକ୍ତି, ନୂଆଦିଲ୍ଲୀରେ ଜାତୀୟ ସମ୍ମିଳନୀ, ସମ୍ମାନିତ ହେଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   (28-Nov-2026)       ||      ବିନିକାରେ ଆରମ୍ଭ ହେଲା ୨୪୩ତମ ଗୋକୁଲାଷ୍ଟମି ମହୋତ୍ସବ, ୮ ଦିନ ଧରି ଚାଲିବ ବିଭିନ୍ନ ଲୀଳା   (28-Nov-2026)       ||      ପଡ଼ିଆବାହାଲ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ କଂସ ମହାରାଜଙ୍କୁ ବରଣ, ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କମ୍ପିଲା ପଡ଼ିଆବାହାଲ   (28-Nov-2026)       ||      କୁଟ୍ରୁମାଳି ଖଣି ଲିଜ୍‌କୁ ନେଇ ଜନଜାତି ଆୟୋଗରେ ଶୁଣାଣି, ବାତିଲ ଦାବି କଲେ ନିରଞ୍ଜନ ବିଶି♦️ଗ୍ରାମସଭା ନାହିଁ, ଆଦିବାସୀଙ୍କ ସମ୍ମତି ନାହିଁ; କେଉଁ ଆଧାରରେ ଖଣି ଲିଜ୍‌   (28-Nov-2026)       ||      ନାରୀ ସେବା ସଂଘର ପରିବାର ପରାମର୍ଶ କେନ୍ଦ୍ରର ସଫଳତା   (28-Nov-2026)       ||      ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସମ୍ବଲପୁରଠାରୁ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ଯାତ୍ରା   (27-Nov-2026)       ||      ବିଜ୍ଞାନକୁ କେବଳ ପଢ଼ିବା ନୁହେଁ, ନିଜେ ଉଦ୍ଭାବନ କରିବାର ମନୋଭାବ ଗଢ଼ନ୍ତୁ ଯୁଯୁମୁରା ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ   (27-Nov-2026)       ||      ପଟୁଆବାହାଲରେ ନୂତନ ଧାନ ମଣ୍ଡି ଖୋଲିବାକୁ ଅନୁମତି, ପ୍ରସନ୍ନ ଆଚାର୍ଯ୍ୟଙ୍କୁ କୃତଜ୍ଞତା I   (27-Nov-2026)       ||      ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ନାଟ୍ୟକଳା ଉତ୍ସବ-୨୦୨୬ ll "ଏଭର ସମ୍ବଲପୁରୀ ନାଟକ ଥି ଲୋକ ଉପାଦାନ " ଶୀର୍ଷକ ଆଲୋଚନାଚକ୍ର ll ଲୋକ ଉପାଦନ ବିନା ସମ୍ବଲପୁରୀ ନାଟକ ର ଚିନ୍ତା କରାଯାଇନପରେ ବୋଲି ବକ୍ତା ଙ୍କ ମତ ll   (27-Nov-2026)       ||      ବଲାଙ୍ଗୀର ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ପ୍ରଥମ ମାସିକ ଅଂଶୀଦାରିତା ବୈଠକ ଅନୁଷ୍ଠିତ   (27-Nov-2026)       ||      ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   (27-Nov-2026)       ||      ବରିଷ୍ଠ ସାମ୍ବାଦିକ ଭବାନୀ ମହାପାତ୍ରଙ୍କୁ ବାର୍ତ୍ତାବହ ସମ୍ମାନ    (27-Nov-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର କାର୍ଯ୍ୟକ୍ରମ    (27-Nov-2026)       ||      ଠିକ୍ ସମୟରେ ହେବ ବଲାଙ୍ଗିର ଲୋକ ଉତ୍ସବ♦️ ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   (27-Nov-2026)       ||      ୩୨ କ୍ଵିଣ୍ଟାଲ ମହୁଲ ଫୁଲ ଜବତ ଜଣେ ଗିରଫ    (27-Nov-2026)       ||      ଭଣ୍ଡାରରେ ବିଘ୍ନରାଜ ପ୍ରତିଷ୍ଠା ଓ ଅଷ୍ଟାଦଶ ପୁରାଣ   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||     

HOME   ଜିଲ୍ଲା

ଡାବୁଗାଁ ବ୍ଲକରେ ବିକାଶ ଭାରତ ସଂକଳ୍ପ ଯାତ୍ରା ଉଦଘାଟିତ

23-Nov-2023



ନବରଙ୍ଗପୁର-(ମିହିର ଶଙ୍କର ପାତ୍ର,)
ଡାବୁଗାଁ ବ୍ଲକ ଅଧୀନ ଜବାଗୁଡା ପଞ୍ଚାୟତ କାର୍ଯ୍ୟ|ଳୟ ବିକାଶ ଭାରତ ସଂକଳ୍ପ ଯାତ୍ରା ଗୁରୁବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲା ଅତିରିକ୍ତ ଜିଲାପାଳ ମହେଶ୍ଵର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଯାତ୍ରାକୁ ଉଦଘାଟନ କରିଥିଲେ |  ଏଥିରେ ଏଲଇଡି ମାଧ୍ୟମରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଉପରେ ଦେଖାଯାଇ  ଜନସାଧାରଣଙ୍କୁ  ସଚେତନ କରାଯାଉଛି | ଉପସ୍ଥିତ ଅଧିକାରୀ ଓ ଜନସାଧାରଣଙ୍କୁ ଶପଥ ପାଠ କରାଇଥିଲେ | ଅପରାହ୍ନରେ ବଡଓଲମା ପଞ୍ଚାୟତରେ ମଧ୍ୟ ବିକାଶ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିଲା | ଏହି ଅବସରରେ ଜିଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଡାବୁଗାଁ ବ୍ଲକ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ, ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭରପ୍ରାପ୍ତ ଚିକିତ୍ସାଧିକାରୀ ଡା. ସୁଭାଶିଷ ସାହୁ, ଜବାଗୁଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମାଳୀ, ବଡଓଲମା ପଞ୍ଚାୟତ ନିର୍ବାହୀ ଅଧିକାରୀ ହଳଧର ଜାନୀ, ପେସା ସଂଯଜକ ଶୁଭଶ୍ରୀ ମହାଙ୍କୁଡ(ବୁଲୁ), ଶିକ୍ଷୟତ୍ରୀ ଶିକ୍ଷକ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ  ।ଏଭଳି ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଚାଲିଛି |


News Comment




Photo in News

Advertisment
Lastest News
  ଜିଲ୍ଲା  
ନୂଆପଡ଼ା,ବଲାଙ୍ଗୀର ଜିଲ୍ଲା ସୀମାନ୍ତରେ ସଡ଼କ ଦୁର୍ଘଟଣା, ଦୁର୍ଘଟଣା ରେ ଅଳ୍ପକେ ବାର୍ତ୍ତିଲେ ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପ ସିଂ ମାଝୀ   28-Nov-2026
  ଜିଲ୍ଲା  
ପରିବେଶ ସୁରକ୍ଷାରେ କଲମର ଶକ୍ତି, ନୂଆଦିଲ୍ଲୀରେ ଜାତୀୟ ସମ୍ମିଳନୀ, ସମ୍ମାନିତ ହେଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   28-Nov-2026
  ଜିଲ୍ଲା  
ବିନିକାରେ ଆରମ୍ଭ ହେଲା ୨୪୩ତମ ଗୋକୁଲାଷ୍ଟମି ମହୋତ୍ସବ, ୮ ଦିନ ଧରି ଚାଲିବ ବିଭିନ୍ନ ଲୀଳା   28-Nov-2026
  ଜିଲ୍ଲା  
ପଡ଼ିଆବାହାଲ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ କଂସ ମହାରାଜଙ୍କୁ ବରଣ, ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କମ୍ପିଲା ପଡ଼ିଆବାହାଲ   28-Nov-2026
  ଜିଲ୍ଲା  
କୁଟ୍ରୁମାଳି ଖଣି ଲିଜ୍‌କୁ ନେଇ ଜନଜାତି ଆୟୋଗରେ ଶୁଣାଣି, ବାତିଲ ଦାବି କଲେ ନିରଞ୍ଜନ ବିଶି♦️ଗ୍ରାମସଭା ନାହିଁ, ଆଦିବାସୀଙ୍କ ସମ୍ମତି ନାହିଁ; କେଉଁ ଆଧାରରେ ଖଣି ଲିଜ୍‌   28-Nov-2026
  ଜିଲ୍ଲା  
ନାରୀ ସେବା ସଂଘର ପରିବାର ପରାମର୍ଶ କେନ୍ଦ୍ରର ସଫଳତା   28-Nov-2026
  ଜିଲ୍ଲା  
ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସମ୍ବଲପୁରଠାରୁ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ଯାତ୍ରା   27-Nov-2026
  ଜିଲ୍ଲା  
ବିଜ୍ଞାନକୁ କେବଳ ପଢ଼ିବା ନୁହେଁ, ନିଜେ ଉଦ୍ଭାବନ କରିବାର ମନୋଭାବ ଗଢ଼ନ୍ତୁ ଯୁଯୁମୁରା ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ   27-Nov-2026
ପଟୁଆବାହାଲରେ ନୂତନ ଧାନ ମଣ୍ଡି ଖୋଲିବାକୁ ଅନୁମତି, ପ୍ରସନ୍ନ ଆଚାର୍ଯ୍ୟଙ୍କୁ କୃତଜ୍ଞତା I   27-Nov-2026
  ଜିଲ୍ଲା  
ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ନାଟ୍ୟକଳା ଉତ୍ସବ-୨୦୨୬ ll "ଏଭର ସମ୍ବଲପୁରୀ ନାଟକ ଥି ଲୋକ ଉପାଦାନ " ଶୀର୍ଷକ ଆଲୋଚନାଚକ୍ର ll ଲୋକ ଉପାଦନ ବିନା ସମ୍ବଲପୁରୀ ନାଟକ ର ଚିନ୍ତା କରାଯାଇନପରେ ବୋଲି ବକ୍ତା ଙ୍କ ମତ ll   27-Nov-2026
  ଜିଲ୍ଲା  
ବଲାଙ୍ଗୀର ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ପ୍ରଥମ ମାସିକ ଅଂଶୀଦାରିତା ବୈଠକ ଅନୁଷ୍ଠିତ   27-Nov-2026
  ଜିଲ୍ଲା  
ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   27-Nov-2026

You Might Also Like