-+91-9937148622 |

prerana_bgr@rediffmail.com |

  Saturday 28th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଫ୍ୟୁଜନ୍ ଶକ୍ତି ବିଶ୍ୱକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବ: ପ୍ରଫେସର ଡେଭିଡ୍ ଗ୍ୟାନ୍ ୟୁକେ ଫ୍ୟୁଜନ୍ ଏନର୍ଜି ଲିମିଟେଡ୍‌ର ଅଧ୍ୟକ୍ଷ ତଥା ସ୍ୱଚ୍ଛ ଶକ୍ତି ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଜଣେ ବିଶ୍ୱସ୍ତରୀୟ ଅଗ୍ରଦୂତ   (28-Nov-2026)       ||      ଦୁର୍ଗାପାଲି ଠାରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ   (28-Nov-2026)       ||      ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ    (28-Nov-2026)       ||      ସିନାପାଲି କୁସୁମଜୋର ଗ୍ରାମ ପଞ୍ଚାୟତରେ ‘ନୂଆପଡ଼ା ଉନ୍ମେଷ’ କାର୍ଯ୍ୟକ୍ରମ : ଶ୍ରମ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ   (28-Nov-2026)       ||      *ବିରିଶୋଲା ଆଶ୍ରମ ର ମୂଖ୍ୟ ଅନାଦି ବାବାଙ୍କୁ ଧମକ, ଥାନାରେ ଦିଆଗଲା ଏତଲା*   (28-Nov-2026)       ||      ନୂଆପଡ଼ା,ବଲାଙ୍ଗୀର ଜିଲ୍ଲା ସୀମାନ୍ତରେ ସଡ଼କ ଦୁର୍ଘଟଣା, ଦୁର୍ଘଟଣା ରେ ଅଳ୍ପକେ ବାର୍ତ୍ତିଲେ ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପ ସିଂ ମାଝୀ   (28-Nov-2026)       ||      ପରିବେଶ ସୁରକ୍ଷାରେ କଲମର ଶକ୍ତି, ନୂଆଦିଲ୍ଲୀରେ ଜାତୀୟ ସମ୍ମିଳନୀ, ସମ୍ମାନିତ ହେଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   (28-Nov-2026)       ||      ବିନିକାରେ ଆରମ୍ଭ ହେଲା ୨୪୩ତମ ଗୋକୁଲାଷ୍ଟମି ମହୋତ୍ସବ, ୮ ଦିନ ଧରି ଚାଲିବ ବିଭିନ୍ନ ଲୀଳା   (28-Nov-2026)       ||      ପଡ଼ିଆବାହାଲ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ କଂସ ମହାରାଜଙ୍କୁ ବରଣ, ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କମ୍ପିଲା ପଡ଼ିଆବାହାଲ   (28-Nov-2026)       ||      କୁଟ୍ରୁମାଳି ଖଣି ଲିଜ୍‌କୁ ନେଇ ଜନଜାତି ଆୟୋଗରେ ଶୁଣାଣି, ବାତିଲ ଦାବି କଲେ ନିରଞ୍ଜନ ବିଶି♦️ଗ୍ରାମସଭା ନାହିଁ, ଆଦିବାସୀଙ୍କ ସମ୍ମତି ନାହିଁ; କେଉଁ ଆଧାରରେ ଖଣି ଲିଜ୍‌   (28-Nov-2026)       ||      ନାରୀ ସେବା ସଂଘର ପରିବାର ପରାମର୍ଶ କେନ୍ଦ୍ରର ସଫଳତା   (28-Nov-2026)       ||      ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସମ୍ବଲପୁରଠାରୁ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ଯାତ୍ରା   (27-Nov-2026)       ||      ବିଜ୍ଞାନକୁ କେବଳ ପଢ଼ିବା ନୁହେଁ, ନିଜେ ଉଦ୍ଭାବନ କରିବାର ମନୋଭାବ ଗଢ଼ନ୍ତୁ ଯୁଯୁମୁରା ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ   (27-Nov-2026)       ||      ପଟୁଆବାହାଲରେ ନୂତନ ଧାନ ମଣ୍ଡି ଖୋଲିବାକୁ ଅନୁମତି, ପ୍ରସନ୍ନ ଆଚାର୍ଯ୍ୟଙ୍କୁ କୃତଜ୍ଞତା I   (27-Nov-2026)       ||      ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ନାଟ୍ୟକଳା ଉତ୍ସବ-୨୦୨୬ ll "ଏଭର ସମ୍ବଲପୁରୀ ନାଟକ ଥି ଲୋକ ଉପାଦାନ " ଶୀର୍ଷକ ଆଲୋଚନାଚକ୍ର ll ଲୋକ ଉପାଦନ ବିନା ସମ୍ବଲପୁରୀ ନାଟକ ର ଚିନ୍ତା କରାଯାଇନପରେ ବୋଲି ବକ୍ତା ଙ୍କ ମତ ll   (27-Nov-2026)       ||      ବଲାଙ୍ଗୀର ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ପ୍ରଥମ ମାସିକ ଅଂଶୀଦାରିତା ବୈଠକ ଅନୁଷ୍ଠିତ   (27-Nov-2026)       ||      ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   (27-Nov-2026)       ||      ବରିଷ୍ଠ ସାମ୍ବାଦିକ ଭବାନୀ ମହାପାତ୍ରଙ୍କୁ ବାର୍ତ୍ତାବହ ସମ୍ମାନ    (27-Nov-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର କାର୍ଯ୍ୟକ୍ରମ    (27-Nov-2026)       ||      ଠିକ୍ ସମୟରେ ହେବ ବଲାଙ୍ଗିର ଲୋକ ଉତ୍ସବ♦️ ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   (27-Nov-2026)       ||     

HOME   ଜିଲ୍ଲା

କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ

09-Sep-2023



ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରଥି ମେହେର ଙ୍କ ସଭାପତିତ୍ବରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ଗ୍ରାମର ସମାଜସେବୀ ସୁଦର୍ଶନ ତାଣ୍ତି,  ସମ୍ମାନିତ ଅତିଥି ସ୍ଥାନୀୟ ଶିକ୍ଷାବିତ୍ ଭୁବନେଶ୍ୱର ଜାଲ,ଝସକେତନ ମାଝୀ ,

ମୁଖ୍ୟ ବକ୍ତା ଭାବେ ଶ୍ୟାମ କୁମାର ଦଣ୍ଡସେନା ଯୋଗଦେଇଥିଲେ । ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଦେବ ପୂଜନ କାର୍ଯ୍ୟକ୍ରମ ହେଇଥିବା ବେଳେ ଛାତ୍ରଛାତ୍ରୀ ମାନେ ସୁନ୍ଦର ସ୍ଵାଗତ ସଂଗୀତ ଗାନ କରିଥିଲେ । ବିଦ୍ୟାଳୟର ସର୍ବାଙ୍ଗିନ ବିକାଶ ପାଇଁ ଅଭିଭାବକ ଶିକ୍ଷକ ସଂପର୍କ କିପରି ହେବା କଥା ତାହା ଅତିଥି ମାନେ ନିଜର ବକ୍ତବ୍ୟରେ ଉପସ୍ଥାପନା କରିଥିଲେ । ମୁଖ୍ୟ ବକ୍ତା ଶ୍ୟାମ କୁମାର ଦଣ୍ଡସେନା ବିଭାଗର ବିଭିନ୍ନ ଯୋଜନା ଯଥା ଛାତ୍ର ବୃତ୍ତି, ପାଠ୍ୟକ୍ରମ, ବିଭିନ୍ନ ସହାୟତା ଯୋଜନା ସଂପର୍କରେ ଜନସଚେତନ କରାଇଥିଲେ ।ଏହା ସହ ବିଭିନ୍ନ ବିଭାଗ ପଞ୍ଚାୟତରାଜ, ପାନୀୟ ଜଳ, ସ୍ବାସ୍ଥ୍ୟ,ଶିକ୍ଷା, କୃଷି,ଯୋଗାଣ,ମହିଲା ଓ ଶିଶୁ ,ମିଶନ ଶକ୍ତି ବିଭାଗ ଯୋଗ ଦେଇ ସରକାରଙ୍କ ସୁବିଧା ସୁଯୋଗ ସଂପର୍କରେ ଅଭିଭାବକଙ୍କୁ ଜଣାଇଥିଲେ ।ଦ୍ଵିତୀୟ ପର୍ଯ୍ୟାୟର ଅଭିଭାବକ ଓ ଶିକ୍ଷାର୍ଥୀଙ୍କୁ

ନେଇ ରଙ୍ଗୋଲି , ଚିତ୍ରକଳା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଶେଷରେ ଅଭିଭାବକ ମାନେ ନିଜସ୍ୱ ମତ ପ୍ରଦାନ କରିଥିଲେ । ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ଶ୍ୟାମସୁନ୍ଦର ସୁନାନୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ ବିଦ୍ୟାଳୟ ର ସେବିକା ବେବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫ୍ୟୁଜନ୍ ଶକ୍ତି ବିଶ୍ୱକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବ: ପ୍ରଫେସର ଡେଭିଡ୍ ଗ୍ୟାନ୍ ୟୁକେ ଫ୍ୟୁଜନ୍ ଏନର୍ଜି ଲିମିଟେଡ୍‌ର ଅଧ୍ୟକ୍ଷ ତଥା ସ୍ୱଚ୍ଛ ଶକ୍ତି ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଜଣେ ବିଶ୍ୱସ୍ତରୀୟ ଅଗ୍ରଦୂତ   28-Nov-2026
  ଜିଲ୍ଲା  
ଦୁର୍ଗାପାଲି ଠାରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ   28-Nov-2026
  ଜିଲ୍ଲା  
ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ   28-Nov-2026
  ଜିଲ୍ଲା  
ସିନାପାଲି କୁସୁମଜୋର ଗ୍ରାମ ପଞ୍ଚାୟତରେ ‘ନୂଆପଡ଼ା ଉନ୍ମେଷ’ କାର୍ଯ୍ୟକ୍ରମ : ଶ୍ରମ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ   28-Nov-2026
  ଜିଲ୍ଲା  
*ବିରିଶୋଲା ଆଶ୍ରମ ର ମୂଖ୍ୟ ଅନାଦି ବାବାଙ୍କୁ ଧମକ, ଥାନାରେ ଦିଆଗଲା ଏତଲା*   28-Nov-2026
  ଜିଲ୍ଲା  
ନୂଆପଡ଼ା,ବଲାଙ୍ଗୀର ଜିଲ୍ଲା ସୀମାନ୍ତରେ ସଡ଼କ ଦୁର୍ଘଟଣା, ଦୁର୍ଘଟଣା ରେ ଅଳ୍ପକେ ବାର୍ତ୍ତିଲେ ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପ ସିଂ ମାଝୀ   28-Nov-2026
  ଜିଲ୍ଲା  
ପରିବେଶ ସୁରକ୍ଷାରେ କଲମର ଶକ୍ତି, ନୂଆଦିଲ୍ଲୀରେ ଜାତୀୟ ସମ୍ମିଳନୀ, ସମ୍ମାନିତ ହେଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   28-Nov-2026
  ଜିଲ୍ଲା  
ବିନିକାରେ ଆରମ୍ଭ ହେଲା ୨୪୩ତମ ଗୋକୁଲାଷ୍ଟମି ମହୋତ୍ସବ, ୮ ଦିନ ଧରି ଚାଲିବ ବିଭିନ୍ନ ଲୀଳା   28-Nov-2026
  ଜିଲ୍ଲା  
ପଡ଼ିଆବାହାଲ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ କଂସ ମହାରାଜଙ୍କୁ ବରଣ, ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କମ୍ପିଲା ପଡ଼ିଆବାହାଲ   28-Nov-2026
  ଜିଲ୍ଲା  
କୁଟ୍ରୁମାଳି ଖଣି ଲିଜ୍‌କୁ ନେଇ ଜନଜାତି ଆୟୋଗରେ ଶୁଣାଣି, ବାତିଲ ଦାବି କଲେ ନିରଞ୍ଜନ ବିଶି♦️ଗ୍ରାମସଭା ନାହିଁ, ଆଦିବାସୀଙ୍କ ସମ୍ମତି ନାହିଁ; କେଉଁ ଆଧାରରେ ଖଣି ଲିଜ୍‌   28-Nov-2026
  ଜିଲ୍ଲା  
ନାରୀ ସେବା ସଂଘର ପରିବାର ପରାମର୍ଶ କେନ୍ଦ୍ରର ସଫଳତା   28-Nov-2026
  ଜିଲ୍ଲା  
ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସମ୍ବଲପୁରଠାରୁ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ଯାତ୍ରା   27-Nov-2026

You Might Also Like