-+91-9937148622 |

prerana_bgr@rediffmail.com |

  Friday 27th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବରିଷ୍ଠ ସାମ୍ବାଦିକ ଭବାନୀ ମହାପାତ୍ରଙ୍କୁ ବାର୍ତ୍ତାବହ ସମ୍ମାନ    (27-Nov-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର କାର୍ଯ୍ୟକ୍ରମ    (27-Nov-2026)       ||      ଠିକ୍ ସମୟରେ ହେବ ବଲାଙ୍ଗିର ଲୋକ ଉତ୍ସବ♦️ ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   (27-Nov-2026)       ||      ୩୨ କ୍ଵିଣ୍ଟାଲ ମହୁଲ ଫୁଲ ଜବତ ଜଣେ ଗିରଫ    (27-Nov-2026)       ||      ଭଣ୍ଡାରରେ ବିଘ୍ନରାଜ ପ୍ରତିଷ୍ଠା ଓ ଅଷ୍ଟାଦଶ ପୁରାଣ   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   (27-Nov-2026)       ||      ଜାତୀୟ ସ୍ତରରେ ସମ୍ମାନିତ ହେଲେ ଟିଟିଲାଗଡ଼ ‘ହ୍ୟାଲୋ କିଡ୍ସ’ ପ୍ଲେ ସ୍କୁଲର ମୁଖ୍ୟ ଫୈଜ ମହମ୍ମଦ ଖାନ୍   (27-Nov-2026)       ||      ଉତ୍କଳ ବିଶ୍ୱବିଦ୍ୟାଳୟର ୮୪ତମ ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ ରାଜ୍ୟପାଳ   (27-Nov-2026)       ||      ରେଲୱେ ଫାଟକରେ ଘଣ୍ଟା ଘଣ୍ଟା ଅପେକ୍ଷା,ଓଭରବ୍ରିଜ୍ ନିର୍ମାଣ ପାଇଁ ଦାବି ଜୋରଦାର ମେଡିକାଲ ଓ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ହନ୍ତସନ୍ତ,    (27-Nov-2026)       ||      ଦେଓଗାଁ ବ୍ଲକ ଷ୍ଟ୍ରିଟ୍ ଲାଇଟ୍ ଘୋଟାଲା ଜିଲ୍ଲାପାଳଙ୍କ ତଦନ୍ତନିର୍ଦ୍ଦେଶକୁ ବି ବେଖାତିର୍ ! ଖବରପ୍ରକାଶପରେ ତନାଘନା    (27-Nov-2026)       ||      *ଶ୍ରୀ ନୃସିଂହ ମନ୍ଦିରରେ ୯ ଦିନ ଧରି ନବାହ ପରାୟଣ ସମ୍ପନ୍ନ*   (27-Nov-2026)       ||      ପିଏମ୍ ଶ୍ରୀ ପୃଥ୍ଵୀରାଜ ହାଇସ୍କୁଲ ଖେଳପଡ଼ିଆ ଠାରେ ଦୁଇ ଦିନିଆ ଆଥିଲେଟିକ୍ ମିଟ୍    (27-Nov-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   (27-Nov-2026)       ||      ସମ୍ବଲପୁର ଜିଲ୍ଲାରେ ଭୋଟର ତାଲିକା ପ୍ରସ୍ତୁତି ଓ ଘରକୁ ଘର ସର୍ଭେକ୍ଷଣ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ   (26-Nov-2026)       ||      ସୁନ୍ଦରଗଡ଼ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ   (26-Nov-2026)       ||      ମା ଲଷ୍ମୀ ଙ୍କ ଘରେ ଘରେ ପୂଜା    (26-Nov-2026)       ||      ୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ ମିଛ! ସେଲୁନ୍ ମାଲିକଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି, ୨ ଅଭିଯୁକ୍ତ ଗିରଫ   (26-Nov-2026)       ||     

HOME   ଜିଲ୍ଲା

କୁରୁଲ୍ ଗ୍ରାମର "ସିଦ୍ଧି ବିନାୟକ" ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା କୁରୁଲ୍ ମଣ୍ଡିରେ ରବି ଋତୁ ର ଧାନ କିଣା ର ଶୁଭାରମ୍ଭ

03-Jun-2023



ପୁଇଁତଳା, (ବିନୋଦ କୁମାର ଦୀପ) ଗତ ଶୁକ୍ରବାର ୨ ତାରିଖ ରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଳା ବ୍ଲକ ଅନ୍ତର୍ଗତ କୁରୁଲ୍ ଗ୍ରାମର "ସିଦ୍ଧି ବିନାୟକ" ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା  କୁରୁଲ୍  ମଣ୍ଡିରେ ରବି ଋତୁ ର ଧାନ କିଣା ର ଶୁଭାରମ୍ଭ ହୋଇଛି l ଏହି ଅବସରରେ  ସ୍ଥାନୀୟ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଯୋଗଦେଇ ଏହି ମଣ୍ଡି କୁ ଉଦଘାଟନ କରିଥିଲେ l ଏଥିରେ ବଲାଙ୍ଗୀର ସିଏସଓ, ଡିଆରସିଏସ, ସ୍ଥାନୀୟ ସରପଞ୍ଚ, ଏସଏଚଜି ସଭାପତି ମଧ୍ୟ ଉପସ୍ଥିତ ଥିଲେ l ମଣ୍ଡି ଉଦଘାଟନ ଦ୍ୱାରା  କୁରୁଲ ପଂଚାୟତ ର ଚାଷୀ ଭାଇ ମାନଙ୍କର ଧାନ ବିକ୍ରି କରିବାରେ ସୁବିଧା ହୋଇ ପାରିଛି l ଏହା ଆଗରୁ ଭାରେଲ ମଣ୍ଡି କୁ ଯାଇ ଧାନ ବିକ୍ରି କରିବାରେ ଚାଷୀ ମାନେ ବହୁତ ଅସୁବିଧା ର ସମୁଖୀନ ହେବାକୁ ପଡୁଥିଲା l  ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଙ୍କ ପ୍ରଚେଷ୍ଟା ରେ ମଣ୍ଡି ସ୍ଥାପିତ ହୋଇ ପାରିଥିବାରୁ ଅଞ୍ଚଳବାସୀ ବିଧାୟକ ମହୋଦୟ ଙ୍କୁ ଖୁସିବ୍ୟକ୍ତ ହେବାସହ ଧନ୍ୟବାଦ ଜଣାଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବରିଷ୍ଠ ସାମ୍ବାଦିକ ଭବାନୀ ମହାପାତ୍ରଙ୍କୁ ବାର୍ତ୍ତାବହ ସମ୍ମାନ    27-Nov-2026
  ଜିଲ୍ଲା  
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର କାର୍ଯ୍ୟକ୍ରମ   27-Nov-2026
  ଜିଲ୍ଲା  
ଠିକ୍ ସମୟରେ ହେବ ବଲାଙ୍ଗିର ଲୋକ ଉତ୍ସବ♦️ ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   27-Nov-2026
  ଜିଲ୍ଲା  
୩୨ କ୍ଵିଣ୍ଟାଲ ମହୁଲ ଫୁଲ ଜବତ ଜଣେ ଗିରଫ   27-Nov-2026
  ଜିଲ୍ଲା  
ଭଣ୍ଡାରରେ ବିଘ୍ନରାଜ ପ୍ରତିଷ୍ଠା ଓ ଅଷ୍ଟାଦଶ ପୁରାଣ   27-Nov-2026
  ଜିଲ୍ଲା  
ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   27-Nov-2026
  ଜିଲ୍ଲା  
ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   27-Nov-2026
  ଜିଲ୍ଲା  
ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   27-Nov-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   27-Nov-2026
  ଜିଲ୍ଲା  
ଜାତୀୟ ସ୍ତରରେ ସମ୍ମାନିତ ହେଲେ ଟିଟିଲାଗଡ଼ ‘ହ୍ୟାଲୋ କିଡ୍ସ’ ପ୍ଲେ ସ୍କୁଲର ମୁଖ୍ୟ ଫୈଜ ମହମ୍ମଦ ଖାନ୍   27-Nov-2026
  ରାଜ୍ୟ  
ଉତ୍କଳ ବିଶ୍ୱବିଦ୍ୟାଳୟର ୮୪ତମ ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ ରାଜ୍ୟପାଳ   27-Nov-2026
  ଜିଲ୍ଲା  
ରେଲୱେ ଫାଟକରେ ଘଣ୍ଟା ଘଣ୍ଟା ଅପେକ୍ଷା,ଓଭରବ୍ରିଜ୍ ନିର୍ମାଣ ପାଇଁ ଦାବି ଜୋରଦାର ମେଡିକାଲ ଓ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ହନ୍ତସନ୍ତ,   27-Nov-2026

You Might Also Like