-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||     

HOME   ଜିଲ୍ଲା

ନରସିଂହଙ୍କ ପ୍ରସ୍ତାବିତ ବିଭିନ୍ନ ଗ୍ରାମ୍ୟରାସ୍ତା ହେଲା ଅନୁମୋଦନ, ଉନ୍ନତ ଗମନାଗମନ ଲୋକଙ୍କ ଅର୍ଥନୈତିକ ବିକଶରେ ସହାୟକ ହୋଇଥାଏ - ନରସିଂହ

25-May-2023



ବଲାଙ୍ଗିର(ପ୍ରେରଣା ଖବର)- ମାନ୍ୟବର ବଲାଙ୍ଗିର ବିଧାୟକଙ୍କ ଦ୍ୱାରା ପ୍ରସ୍ତାବିତ ରାସ୍ତା ଗୁଡିକ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଅନୁମୋଦନ ପାଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ନିଜ ନିର୍ବାଚନ ମଣ୍ଡଳିରେ ମାନ୍ୟବର ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ପ୍ରାୟତଃ ବିଭିନ୍ନ ପଂଚାୟତ ଓ ଗାଁ ବୁଲି ସମସ୍ୟା ଶୁଣିଥାନ୍ତି । ଲୋକଙ୍କ ସମସ୍ୟା ଶୁଣିଲା ପରେ ସେ ତତ୍ପରତା ସହ ସେ ବିଭାଗର ସମସ୍ୟା ଗୁଡିକୁ ଉଚ୍ଚ ଅଧିକାରୀମାନଙ୍କ ସହ ଆଲୋଚନା କରି ଲୋକଙ୍କ ସମସ୍ୟା ଯେପରି ସମାଧାନ ହୋଇପାରିବ ସେ ଦିଗରେ ପଦକ୍ଷେପ ନେଇଥାନ୍ତି । ଏହି କ୍ରମରେ ସେ ନିଜ ନିର୍ବାଚନ ମଣ୍ଡଳି ର ଉଭୟ ବ୍ଲକରେ ବିଭିନ୍ନ ପଂଚାୟତ ବୁଲିଲା ବେଳେ ସେଠାକାର ରାସ୍ତାର ଦୁରବସ୍ଥା ସମୟରେ ଲୋକଙ୍କ ଠାରୁ ଅଭିଯୋଗ ଶୁଣିଥିଲେ ଏବଂ ସେହି ଗାଁ ତଥା ପଂଚାୟତ ରାସ୍ତା ଗୁଡିକର ଉନ୍ନତିକରଣ ଓ ନିର୍ମାଣ ନିମନ୍ତେ ସେ ଗୁଡିକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯିବା ପଦକ୍ଷେପ ନିଆଯିବ ବୋଲି ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ । ସେହି କ୍ରମରେ ଆଜି ନିଜ ନିର୍ବାଚନ ମଣ୍ଡଳିର ଅନ୍ତର୍ଗତ ବିଭିନ୍ନ ଅଂଚଳରେ ୫୦ ରୁ ଉର୍ଦ୍ଧ୍ୱ କିମି ଗ୍ରାମ୍ୟ ରାସ୍ତା ଗୁଡିକ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ହସ୍ତାନ୍ତର ଓ ରାସ୍ତା ନିର୍ମାଣ ପାଇଁ ଅନୁରୋଦନ ପାଇ ସାରିଛି ।

ସେ ରାସ୍ତା ଗୁଡିକ ହେଲା ମହଲେଇ ରୁ ବଗଡା ଉଚ୍ଚ ବିଦ୍ୟାଳୟ ଦେଇ  ବାବିଯୋଗ, କୁଲିଆବାହାଲ ପଂଚାୟତ ସମିତି ରାସ୍ତା ୮ କିମି, ଲୁହାଖାନ ରୁ ଦେଷଣ୍ଢ ପୁର୍ତ୍ତ ବିଭାଗ ଛକ ଦେଇ କୁଗ୍ରିମହୁଲ ୭.୫ କିମି ପଂଚାୟତ ରାସ୍ତା, ସାଗରପାଲି ଦେଓଗାଁ ରେଲୱେ ଷ୍ଟେସନ ଦେଇ ଚନ୍ଦ୍ରପୁର ରୁ ଜରାସିଂହା ପର୍ଯ୍ୟନ୍ତ ୬ କିମି, ବଲାରପାଲି ଛକରୁ ଭିମଡୁଙ୍ଗୁରି କୁଦେଇମାଲ, ବନ୍ଧପାଲି ଏବଂ ଥାଳବନ୍ଧ ପଂଚାୟତ ସମିତି ରାସ୍ତା ପର୍ଯ୍ୟନ୍ତ ୭ କିମି, ପୁର୍ତ୍ତବିଭାଗ ମାଲପଡା ଛକରୁ କେନ୍ଦୁଘାଟ ଦେଇ ବଡବାହାଲ ରେଙ୍ଗାଲପଡା ପଂଚାୟତ ସମିତି ରାସ୍ତା ୭ କିମି, ଜାତୀୟ ରାଜପଥ ୨୦୧ ରୁ ବରକାନି ଖରସେଲ ଡୁଙ୍ଗୁରି ଦେଇ ଝାରମୁଣ୍ଡା ଏବଂ ଉଡାର ପର୍ଯ୍ୟନ୍ତ ୭ କିମି, ପୁର୍ତ୍ତ ବିଭାଗ ରାସ୍ତାରୁ ଚାନ୍ଦଲି ପାହାଡ ୫ କିମି, କୁଡାସିଂହା ସିରସ ଠାରୁ କୁତୁର୍ଲ୍ଲା ପର୍ଯ୍ୟନ୍ତ ୫ କିମି, ଗୌରଗୋଢ ଦେଇ ରତାଖଣ୍ଡି ଏବଂ କୁଲିଆବାହାଲ ବର୍ଲା ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ପାଇଯାଇଛି ।

ଏହି ଅନୁମୋଦନ ପରେ ଏ ସମସ୍ତ ଅଂଚଳରେ ଦାବି ମୁତାବକ ଲୋକମାନଙ୍କର ଆଶା ପୁରଣ ହୋଇଥିବାରୁ ସେ ଅଂଚଳର ଲୋକେ ଏ ରାସ୍ତା ଗୁଡିକରୁ ନିଜର ଅର୍ଥନୈତିକ ବିକାଶ କରିପାରିବେ ବୋଲି ବିଧାୟକ ମିଶ୍ର ଜରାସିଂହା ଠାରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଲୋକମାନଙ୍କୁ କହିଥିଲେ । ଗତକାଲି ବିଧାୟକ ଶ୍ରୀ ମିଶ୍ର ନିଜର ଜରାସିଂହା ଗସ୍ତ ସମୟରେ ସେଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକ ଯଥା ପଥେଇ ଦୁର୍ଗା ମଣ୍ଡପ, ଶାନ୍ତିପଡା କ୍ଲବ ଉନ୍ନତିକରଣ ର ଉଦ୍‌ଘାଟନ ଅବସରରେ ଲୋକମାନଙ୍କୁ ଏ ସମସ୍ତ ରାସ୍ତା ଗୁଡିକ ନିର୍ମାଣ ପାଇଁ ଅନୁମୋଦନ ଆସିଯାଇଥିବା ସୂଚନା ଦେଇଥିଲେ । ଜରାସିଂହା ଗସ୍ତ ସମୟରେ ବିଧାୟକ ଙ୍କ ସହ ଦୁର୍ଗା ପ୍ରସାଦ ସିଂଦେଓ, ଅମିତ ତ୍ରିପାଠି, ନରସିଂହ ଦଣ୍ଡସେନା, ଦୁର୍ଯ୍ୟଧନ ମେହେର, କରୁଣା ମେହେର, ଅଂଶୁମାନ କର୍ତ୍ତି, ପ୍ରମୋଦ ସିଂ ନିନା, ଅନ୍ତ ବେହେରା, ବୃନ୍ଦାବନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026

You Might Also Like

               
  ଜିଲ୍ଲା  

ଗଣିତ ଗବେଷଣା