-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||     

HOME   ଜିଲ୍ଲା

ମୁରିବାହାଲ ରେ ଫ୍ଲଡ ଲାଇଟ କ୍ରିକେଟ ଟୁଣ୍ଣାମେଣ୍ଟ ର ଉଦ୍ଘାଟନୀ ଉତ୍ସବ

21-May-2023



ମୁରିବାହାଲ(ସୁଦାମ ଚରଣ ବଘାର)ମୁରିବାହାଲ ବ୍ଲକ ଅନ୍ତର୍ଗତ ଘଣ୍ଟ ବାହାଲ ଜୟ ହନୁମାନ ଖେଲପଡିଆ ଠାରେ ଶନିବାର ଦିନ ୨ୟ ବାର୍ଷିକ ଫ୍ଲଡ ଲାଇଟ କ୍ରିକେଟ ଟୁଣ୍ଣାମେଣ୍ଟ ଏମପିଏଲ ର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟଅତିଥି ଭାବରେ ମୁରିବାହାଲ ବ୍ଲକ ଏଇ ଅବିନାଶ ମୋଦି, ସମ୍ମାନୀତ ଅତିଥି ଭାବରେ ସାଂସଦ ନୋମିନି କ୍ରୀଡାବିତ୍ ସମାଜସେବୀ ଶ୍ରୀବତ୍ସ ବେହେରା,

ମୁରିବାହାଲ ଗ୍ରାମ ପଂଚାୟତର ସରପଂଚ ତଥା ଫ୍ଲଡ ଲାଇଟ କ୍ରିକେଟ ଟୁଣ୍ଣାମେଣ୍ଟର ସଭାପତି ବିଶ୍ବ ବିହାରି ଯୋଶି, ଉପଦେଷ୍ଟା ମଣ୍ଡଳୀର ସଦସ୍ଯ ତଥା ରାଜୀବ ଲୋଚନ ସେନା ପ୍ରମୁଖ ରାଜୀବ କୁମାର ମହାନ୍ତି, ଉପଦେଷ୍ଟା କମିଟୀ ର ସଦସ୍ଯ ଅନୀଲ ଶର୍ମା, ବନ ବିହାର ଯୋଶି, କ୍ରିଡାପ୍ରେମୀ ରାଜୁ ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଫ୍ଲଡ ଲାଇଟ କ୍ରିକେଟ ଟୁଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ଚଳିତ ବର୍ଷ ର ସଭାପତି ଭାବରେ ବିଶ୍ବ ବିହାରି ଯେ।ଶି, ଉପ ସଭାପତି ଗିରିଧାରି ଛତରିଆ, ଅନନ୍ତ ଛୁରା, ସାଧାରଣ ସଂପାଦକ ପଦ୍ମ ଲୋଚନ ବାଗ, ମକଡ ଛୁରା, ସଂପାଦକ ପିଣ୍ଟୁ ଛୁରା, କୋଷାଧ୍ୟକ୍ଷ ରାଜେଶ ଛୁରା, ରାଜା ଛୁରା, କାର୍ୟ୍ଯକାରୀ ସଭାପତି ରାଜୀବ ଛୁରା, ଖେଳ ସଂପାଦକ ସୁମନ୍ତ ମହାଲିନ୍ଗ, ସାଂଗଠନିକ ସଂପାଦକ ସୁଜିତ ରଂଜନ ପାଢ଼ୀ ଦାୟିତ୍ୱ ତୁଲାଉଥିବା ବେଳେ କମିଟିର ସଦସ୍ଯ ପୁଷ୍ପକ ମହାକୁର, ତ୍ରୀନାଥ ବାରିକ, ତୁଲାମନି ଛୁରା, ମିଥୁନ ଛୁରା, ପ୍ରକାଶ ବଘାର, ଦିବ୍ଯ ସୁନ୍ଦର ସାହୁ, ଯଶୋବନ୍ତ ନାଏକ, ସୁଧାଂଶୁ ଶେଖର

ପୋଡ ଯାଦବ କାର୍ଯ୍ଯକ୍ରମରେ ସହଯୋଗରେ ଦାୟୀତ୍ୱ ନେଇଥିବା ବେଳେ ଉପଦେଷ୍ଟା କମିଟୀର ଶ୍ରୀବତ୍ସ ବେହେରା, ବନବିହାରୀ ଯୋଶୀ, କେଦାର ବଡଜେନା, ଅନୀଲ ଶ୍ରମା, ରାଜୀବ ମହାନ୍ତି, ମନୋଜ କର, ସୁଦାମ ବଘାର, ପ୍ରଦୀପ ବଘାର, ମହେଶ୍ୱର ଛୁରା, ଶ୍ରୀପତି ଷ।ଣ୍ଢ, ମଧୁସୁଦନ ନାଗ, ରମାରଂଜନ ପାତ୍ର, ନାରାୟଣ ସାହୁ, ଗୋବିନ୍ଦ ସେଠି, ଭରତ ଦାସ, ନେପାଲ ସାହୁ, ଅଶୋକ ମହାକୁର, ଭଗତ ନାଗ, ରାମକୃଷ୍ଣ ଆଡଯୁଆଡ ପ୍ରମୁଖ ଥିବାବେଳେ ଚଳିତବର୍ଷ ଆଠ ଟି ଦଳ ଏହି ଟୁଣ୍ଣାମେଣ୍ଟରେ ଭାଗ ନେଇ ଥିଲେ l 


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026

You Might Also Like

  ଜିଲ୍ଲା  

ଗଣିତ ଗବେଷଣା