-+91-9937148622 |

prerana_bgr@rediffmail.com |

  Monday 12th May 2025 |

| | | |

R.N.I. Regd No. ODIODI/2010/46693

Breaking News

ଗୋଚର ଜମିରେବେଆଇନ ଭାବେ ଗଚ୍ଛିତ   (12-May-2025)       ||      ବଲାଙ୍ଗୀର ଜିଲ୍ଳା କାରାଗାର ଅନ୍ତେବାସୀଙ୍କ ପାଇଁ ଲାଇବ୍ରେରୀ ପ୍ରଦାନ କଲା ଅଘରିଆ ସମାଜ ଟ୍ରଷ୍ଟ   (12-May-2025)       ||      କଷାଗୁମୁଡା ଠାରେ ଅଭିଭୁକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ସମାଜର ବ୍ଳକ କମିଟି ଗଠନ   (12-May-2025)       ||      ଖପ୍ରାଖୋଳ ବ୍ଲକ କୁମ୍ଭାର ସମାଜର ହରିଶଙ୍କର ମେଳାରେ ଅନ୍ନସେବା   (12-May-2025)       ||      ସାଇଟ ନର୍ସିଂ କଲେଜରେ ବିଶ୍ୱ ସେବିକା ଦିବସ ପାଳିତ   (12-May-2025)       ||      ବରିଷ୍ଠ ଆଇନଜୀବୀ ମଦନମୋହନ ମିଶ୍ରଙ୍କ ପରଲୋକରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   (12-May-2025)       ||      ଚୋରା ଗଞ୍ଜେଇ କାରବାରର ଚେର ଲମ୍ବିଛି ଉତ୍ତରପ୍ରଦେଶରୁ ସମ୍ବଲପୁର-ଛତିଶଗଡ   (12-May-2025)       ||      ବୋଡ଼େନ ପାତାଳ ଗଙ୍ଗାରେ ବୈଶାଖ ମେଳା ପାଇଁ ଜୋର୍ ଦାର ପ୍ରସ୍ତୁତି    (12-May-2025)       ||      ପିଲା ଗୁରୁଙ୍କ କଥା ମାନିଲେ ସଫଳତା ପାଇପାରିବେ   (12-May-2025)       ||      ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହେଲେ ଟୋପ ଉଚ୍ଚ ବିଦ୍ୟାଳୟ ର ଗାଇଡ ଛାତ୍ରୀ   (11-May-2025)       ||      ମାନିଗାଁ ନିକଟରେ ମୁହାଁମୁହିଁ ବାଇକ୍‌ ଦୁର୍ଘଟଣାରେ ୨ ମୃତ   (11-May-2025)       ||      ଗ୍ରୀଷ୍ମ କାଳୀନ ସ୍ବତନ୍ତ୍ର ରକ୍ତଦାନ ଶିବିର ଆୟୋଜିତ   (11-May-2025)       ||      ନୃସିଂହଚତୁର୍ଦ୍ଦଶୀ ରେ ଲକ୍ଷେ ବେଳପତ୍ର ସମର୍ପଣ ସହ ପୂଜା   (11-May-2025)       ||      ମାଟ୍ରିକ୍ ଏ–୧ରେ କୃତକାର୍ଯ୍ୟ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା   (11-May-2025)       ||      ସୋନପୁର ଠାରେ ନିଶୁଳ୍କ ଯୋଗ ବିଜ୍ଞାନ ଓ ଧ୍ୟାନ ଶିବିର   (11-May-2025)       ||      ସାହିତ୍ଯ ପତ୍ରିକା ଉଚ୍ଚାଙ୍ଗ ସାହିତ୍ଯର ସ୍ବର "ସ୍ରୋତସ୍ବତୀ"  ର ଖରା ସଂଖ୍ୟା  ଲୋକାର୍ପିତ    (11-May-2025)       ||      ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ରଚନା ପକ୍ଷରୁ ବାର୍ଷିକୋତ୍ସବ; ସାରସ୍ଵତ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ରେ ଭାଗନେଲେ ବହୁ କବି ଓ ସାହିତ୍ୟପ୍ରେମୀ    (11-May-2025)       ||      ୫କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗଞ୍ଜାଇ ସହ ମେକ୍ସ ପିକ୍ଅପ ଜବତ,ଆସାମୀ ଫେରାର   (11-May-2025)       ||      ଦୁର୍ନୀତିର ଖଜୁରୀଗଛ ସମବାୟ ବିଭାଗ: ମଞ୍ଜି ପୋତି ବଢାଇଥାନ୍ତି ମନ୍ତ୍ରୀ ଓ ଅଧିକାରୀ; କର୍ମଚାରୀଙ୍କ ନିଯୁକ୍ତିଠାରୁ ମିଥ୍ୟାଧାନକିଣା , କମିଟି ଓ ଚାଷୀଶୋଷଣର ରାକେଟ୍    (11-May-2025)       ||      ମାଟ୍ରିକ୍ ବୋର୍ଡ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା   (11-May-2025)       ||     

HOME   ଜିଲ୍ଲା

ଗୋବିନ୍ଦ ସାହୁ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ

20-Dec-2022



ଭୁବନେଶ୍ୱର(ପ୍ରେରଣା ଖବର) : ଜେଲରେ କେମିତି ଆଖି ବୁଜିଲା ଗୋବିନ୍ଦ ସାହୁ ? କିଛି ଷଡ଼ଯନ୍ତ୍ର ଥିଲା କି ? ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ପରେ ସିବିଆଇ ତଦନ୍ତ ପାଇଁ ବିରୋଧୀ ଦାବି କରୁଛନ୍ତି । ଏହାରି ଭିତରେ ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ ପୋଲିସ ଡିଜି ଗୋବିନ୍ଦ ସାହୁ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଜେଲ୍ ଭିତରେ ଏକ ଛୋଟ ଗଛରେ କିଭଳି ଗୋବିନ୍ଦ ଆତ୍ମହତ୍ୟା କଲେ । କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଏକାଧିକ ଅନ୍ତେବାସୀ ଥିବା ବେଳେ କେହି କିଭଳି କିଛି ଜାଣି ପାରିଲେନି । ଏବେ ଏସବୁ ଦିଗ ସହ ଗୋବିନ୍ଦଙ୍କ ଅସ୍ୱାଭାବିକ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।

୨୦୨୧ ଅକ୍ଟୋବର ୮ ତାରିଖରେ ବଲାଙ୍ଗିର ଝରଣୀ ଗାଁର ମମିତା ମେହେର କଳାହାଣ୍ଡି ମହାଲିଙ୍ଗ ଇଂରାଜୀ ମିଡିୟମ ସ୍କୁଲକୁ ଯିବା ପାଇଁ ଘରୁ ବାହାରି ନିଖୋଜ ହୋଇ ଯାଇଥିଲେ । ନିଖୋଜ ନେଇ ମମିତାଙ୍କ ଘର ଲୋକ ଅକ୍ଟୋବର ୧୯ରେ ପୋଲିସରେ ଅଭିଯୋଗ କରିଥିଲେ । ପରେ ପୋଲିସ ସ୍କୁଲ୍ ପରିସରରେ ଥିବା ଷ୍ଟାଡିୟମ ପରିସର ଖୋଳିବା ପରେ ମମିତାଙ୍କ କଙ୍କାଳ ମିଳିଥିଲା ।

ଏହି ମାମଲାରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଗିରଫ ଜେଲ୍ ପଠାଇଥିଲା । ରିମାଣ୍ଡ ବେଳେ ପୋଲିସକୁ ହତ୍ୟାର ଡେମୋ ଦେଖାଇଥିଲା ଗୋବିନ୍ଦ । କିଭଳି ମମିତାଙ୍କୁ ମାରିବା ପରେ ପୋଡ଼ି ଦେଇ ମୋବାଇଲ୍ ଫୋନ୍ ଓ ଅନ୍ୟ ପ୍ରମାଣ ନଷ୍ଟ କରିଥିଲା କହିଥିଲା । ପରେ ବେଲରେ ଯାଇ ଜେଲ୍ ଫେରିଥିବା ଗୋବିନ୍ଦ ହଠାତ୍ କାହିଁକି ଆତ୍ମହତ୍ୟା କଲା ତାକୁ ନେଇ ସସପେନ୍ସ ଲାଗି ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗୋଚର ଜମିରେବେଆଇନ ଭାବେ ଗଚ୍ଛିତ   12-May-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଳା କାରାଗାର ଅନ୍ତେବାସୀଙ୍କ ପାଇଁ ଲାଇବ୍ରେରୀ ପ୍ରଦାନ କଲା ଅଘରିଆ ସମାଜ ଟ୍ରଷ୍ଟ   12-May-2025
  ଜିଲ୍ଲା  
କଷାଗୁମୁଡା ଠାରେ ଅଭିଭୁକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ସମାଜର ବ୍ଳକ କମିଟି ଗଠନ   12-May-2025
  ଜିଲ୍ଲା  
ଖପ୍ରାଖୋଳ ବ୍ଲକ କୁମ୍ଭାର ସମାଜର ହରିଶଙ୍କର ମେଳାରେ ଅନ୍ନସେବା   12-May-2025
  ଜିଲ୍ଲା  
ସାଇଟ ନର୍ସିଂ କଲେଜରେ ବିଶ୍ୱ ସେବିକା ଦିବସ ପାଳିତ   12-May-2025
  ଜିଲ୍ଲା  
ବରିଷ୍ଠ ଆଇନଜୀବୀ ମଦନମୋହନ ମିଶ୍ରଙ୍କ ପରଲୋକରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   12-May-2025
  ଜିଲ୍ଲା  
ଚୋରା ଗଞ୍ଜେଇ କାରବାରର ଚେର ଲମ୍ବିଛି ଉତ୍ତରପ୍ରଦେଶରୁ ସମ୍ବଲପୁର-ଛତିଶଗଡ   12-May-2025
  ଜିଲ୍ଲା  
ବୋଡ଼େନ ପାତାଳ ଗଙ୍ଗାରେ ବୈଶାଖ ମେଳା ପାଇଁ ଜୋର୍ ଦାର ପ୍ରସ୍ତୁତି   12-May-2025
  ଜିଲ୍ଲା  
ପିଲା ଗୁରୁଙ୍କ କଥା ମାନିଲେ ସଫଳତା ପାଇପାରିବେ   12-May-2025
  ଜିଲ୍ଲା  
ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହେଲେ ଟୋପ ଉଚ୍ଚ ବିଦ୍ୟାଳୟ ର ଗାଇଡ ଛାତ୍ରୀ   11-May-2025
  ଜିଲ୍ଲା  
ମାନିଗାଁ ନିକଟରେ ମୁହାଁମୁହିଁ ବାଇକ୍‌ ଦୁର୍ଘଟଣାରେ ୨ ମୃତ   11-May-2025
  ଜିଲ୍ଲା  
ଗ୍ରୀଷ୍ମ କାଳୀନ ସ୍ବତନ୍ତ୍ର ରକ୍ତଦାନ ଶିବିର ଆୟୋଜିତ   11-May-2025

You Might Also Like