-+91-9937148622 |

prerana_bgr@rediffmail.com |

  Tuesday 2nd June 2026 |

| | | |

R.N.I. Regd No. ODIODI/2010/46693

Breaking News

ଶ୍ରୀଶ୍ରୀ ଅପର୍ଣ୍ଣା ପାର୍ବତୀ ରାମଲୀଳା ପ୍ରଚାର ସମିତି ଚାଉଳିଆଗଞ୍ଜ ତରଫରୁ ଶ୍ରୀରାମଲୀଳା ମହୋତ୍ସବ   (02-Jun-2026)       ||      , କାମରେ ଲାଗୁନି ସରକାରୀ ଅର୍ଥରେ ନିର୍ମିତ ବସଷ୍ଟାଣ୍ଡ    (02-Jun-2026)       ||      ବିଶ୍ଵ କଲ୍ୟାଣାର୍ଥେ ରୁଦ୍ରାଭିସେକ ଓ ପୂଜନ    (02-Jun-2026)       ||      କଟକ-ବାରବାଟୀ ବିଧାୟିକାଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ପରଖିଲେ ଜିଲ୍ଲାପାଳ   (02-Jun-2026)       ||      ସରଗାଡ଼ ରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର   (01-Jun-2026)       ||      ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଉଦ୍‌ଘାଟିତ ବାଳକ ବର୍ଗରେ ବୌଦ୍ଧ ଓ ନୟାଗଡ଼, ବାଳିକା ବର୍ଗରେ ଦେବଗଡ଼ ବିଜୟୀ   (01-Jun-2026)       ||      ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (01-Jun-2026)       ||      ଏସ୍‌ଆଇଆର୍ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ କଲେ ଜିଲ୍ଲାପାଳ   (01-Jun-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଜୟନ୍ତୀ ମଞ୍ଜରୀ ରଥ ଙ୍କ ସ୍ମୃତି ସଭା   (01-Jun-2026)       ||      କଟକ ଜିଲ୍ଲାସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ ପାଳିତ   (01-Jun-2026)       ||      ଶିକ୍ଷା କ୍ଷେତ୍ରରେ ଜଣେ ଦକ୍ଷ ସଂଗଠକ ବିଇଓ ନୀଳମଣି ପଟେଲଙ୍କ ଅବସର   (01-Jun-2026)       ||      ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)-୨୦୨୬ ପ୍ରକ୍ରିୟା ନିମନ୍ତେ ସାମ୍ବାଦିକ ସମ୍ମିଳନୀ   (01-Jun-2026)       ||      ଶିକ୍ଷା କ୍ଷେତ୍ରକୁ ବିଦାୟ ଦେଲେ ବଲାଙ୍ଗୀରର ୨୫ଜଣ କର୍ମନିଷ୍ଠ ଅଧିକାରୀ ଓ ଶିକ୍ଷାକର୍ମୀ   (01-Jun-2026)       ||      ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ   (01-Jun-2026)       ||      ଗଣ୍ଡପାଲି ରେ ବେଆଇନ କରତ କଲ  ଜବତ                        (01-Jun-2026)       ||      ସଂରକ୍ଷିତ ଜଙ୍ଗଲ କୁ ପଦା କରି ବିନା ସୂଚନା ଫଳକରେ ଜଙ୍ଗଲ ବିଭାଗର ନର୍ସରୀ ନିର୍ମାଣ କାହା ସ୍ୱାର୍ଥରେ?   (01-Jun-2026)       ||      ପଞ୍ଚମ ର ମାସନ୍ତ ସଂଗୀତ ସଂଧ୍ୟା   (01-Jun-2026)       ||      ତରଭା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୮ଟି ଦରଖାସ୍ତ ଗ୍ରହଣ   (01-Jun-2026)       ||      ଆଦର୍ଶ ଶିକ୍ଷକଙ୍କୁ ଅବସରକାଳୀନ ଭାବପୂର୍ଣ୍ଣ ବିଦାୟ   (01-Jun-2026)       ||      ଅଶୋକ ଚନ୍ଦନ ସ୍ନୁତି ସମାରୋହ ପାଳିତ   (01-Jun-2026)       ||     

HOME   ଜିଲ୍ଲା

ନିଯୁକ୍ତି ଦାବିରେ ଆନ୍ଦୋଳନ ପାଇଁ DYFI ରେ ପ୍ରସ୍ତୁତି ବୈଠକ

15-Dec-2022



ଆଜି ଭାରତର ଗଣତାନ୍ତ୍ରିକ ଯୁବ ପେଡ଼େରେସନ (DYFI) ନବରଙ୍ଗପୁର ସାଙ୍ଗଠନିକ କମିଟି ନବରଙ୍ଗପୁର ଜିଲ୍ଲା ଆବାହକ ଚତୁର୍ସିଂ ନାୟକଙ୍କ ଆବାହକତ୍ଵରେ ଉମରକୋଟ କମିଟି ସ୍ଥିତ ପେଣ୍ଡ୍ରାଣୀ ମନ୍ଦିର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଇ ବୈଠକରେ ସଂଗଠନର ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି ଯୋଗଦେଇ ରାଜ୍ୟ ସରକାରୀ ଦପ୍ତରେ ୨ଲକ୍ଷ୍ୟ ୩୬ହଜାର ପଦବୀ ଖାଲି ପଡ଼ିଥିବା, ଆଉଟ୍ ସର୍ସିଂଙ୍କ କର୍ମଚାରୀଙ୍କ ସଂଖ୍ୟା ୨ଲକ୍ଷ୍ୟ ରୁ ଅଧିକ ଥିବା ଏବଂ ପ୍ରାଇମେରୀ ସ୍କୁଲ ରେ ୪୦ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଛି। ସ୍କିମ୍ ୱାର୍କର ମାନଙ୍କୁ ସରକାର ସରକାରୀ ଚାକିରି ର ମାନ୍ୟତା ଦେଉନାହାନ୍ତି ବୋଲି ଆଲଚନାକରିବା ଅ
ସହ  ନବରଙ୍ଗପୁର ଜିଲ୍ଲାର ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିବା

ଉପରେ ଆଲଚନା କରିଥିଲେ । ଖାଲି ସେତିକି ନୁହେଁ ନାହିଁ ନାହିଁ ରେ ଚାଲିଛି ଜିଲ୍ଲା ସରକାରୀ ଦପ୍ତରରେ ହଜାର ହଜାର ପଦବୀ ଖାଲି ପଡ଼ିଛି। ବେକାର କୁ କାମନାହିଁ । ଜିଲ୍ଲାରେ ନିର୍ମିତ ମକା ଶିଳ୍ପରେ ଯୁବକ ମାନଙ୍କୁ ନିଯୁକ୍ତି ର ସୁଯୋଗ ନାହିଁ। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଯୁବକ ମାନଙ୍କୁ କାମ ମିଳୁନାହିଁ । ମେସିନ୍ ରେ ଚାଲୁଛି ମନରେଗା କାମ । ଯାହାଫଳରେ ଜିଲ୍ଲାରୁ ପ୍ରତିବର୍ଷ ୨୦ ହଜାର ରୁ ଅଧିକ ଯୁବକ ଯୁବତୀ ରାଜ୍ୟ ବାହାରକୁ କାମ କରିବାକୁ ଯାଇ ଶୋଷଣର ଶିକାର ହେଉଛନ୍ତି। ତେଣୁ ଏହାର ପ୍ରତିକାର ପାଇଁ DYFI ଲଗାତାର ଆନ୍ଦଲନ ଚଳାଇ ରଖିଛି। ଏଇ ଦାବିକୁ ହାସଲ କରିବା ପାଇଁ *ଆସନ୍ତା ଜାନୁଆରୀ ମାସରେ ଏକ ଶକ୍ତିଶାଳୀ ଯୁବ ଆନ୍ଦୋଳନ ପାଈଁ ଏଇ ବୈଠକରେ ନିଷ୍ପତ୍ତି ନିଆଁଯାଇଛି* । ଏଇ ବୈଠକରେ ଜିଲ୍ଲାର ଡାବୁଗାଁ ବ୍ଲକ ସହ

ସମସ୍ତ  ବ୍ଲକରୁ ଯଥା ଉମରକୋଟ ବ୍ଲକ ସଭାପତି କରନ୍ ଗଣ୍ଡ, ରାଇଘର ବ୍ଲକ୍ ସଭାପତି ଅଧୁ ସାନ୍ତା, ଯୁବତୀ ନେତ୍ରୀ ଶିବାନୀ ଗଣ୍ଡ, ମୁଣ୍ଡାଗୁଡ଼ା ଗ୍ରାମର ପିତାମ୍ବର ପନକ,ସଂଯୁକ୍ତା ଗଣ୍ଡ, ଉର୍ମିଳା ଗଣ୍ଡ, ଗାସିରାମ ଭତ୍ରା, ସୁନ୍ଦ୍ରୁ ସାନ୍ତା, ଅମଳ ପୂଜାରୀ, ଯୁଜେଷ୍ଟି, ଶୁକ୍ରୁ ଗଣ୍ଡ, ଏବଂ ଅନ୍ୟ ସାଥୀମାନେ ପ୍ରମୁକ ଯୋଗ ଦେଇ ଥିଲେ । ସର୍ବ ଶେଷରେ DYFI ଜିନ୍ଦାବାଦ, ଇନକ୍ଲାବ ଜିନ୍ଦାବାଦ ନାରାଦେଇ ସଭା ସାଙ୍ଗ କରିଥିଲେ ।

(ରିପୋର୍ଟ: ମିହିର ଶଙ୍କର ପାତ୍ର,ନବରଙ୍ଗପୁର) 


News Comment




Photo in News

Advertisment
Lastest News
  ଜିଲ୍ଲା  
ଶ୍ରୀଶ୍ରୀ ଅପର୍ଣ୍ଣା ପାର୍ବତୀ ରାମଲୀଳା ପ୍ରଚାର ସମିତି ଚାଉଳିଆଗଞ୍ଜ ତରଫରୁ ଶ୍ରୀରାମଲୀଳା ମହୋତ୍ସବ   02-Jun-2026
  ରାଜ୍ୟ  
, କାମରେ ଲାଗୁନି ସରକାରୀ ଅର୍ଥରେ ନିର୍ମିତ ବସଷ୍ଟାଣ୍ଡ   02-Jun-2026
  ଜିଲ୍ଲା  
ବିଶ୍ଵ କଲ୍ୟାଣାର୍ଥେ ରୁଦ୍ରାଭିସେକ ଓ ପୂଜନ   02-Jun-2026
  ଜିଲ୍ଲା  
କଟକ-ବାରବାଟୀ ବିଧାୟିକାଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ପରଖିଲେ ଜିଲ୍ଲାପାଳ   02-Jun-2026
  ଜିଲ୍ଲା  
ସରଗାଡ଼ ରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର   01-Jun-2026
  ଜିଲ୍ଲା  
ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଉଦ୍‌ଘାଟିତ ବାଳକ ବର୍ଗରେ ବୌଦ୍ଧ ଓ ନୟାଗଡ଼, ବାଳିକା ବର୍ଗରେ ଦେବଗଡ଼ ବିଜୟୀ   01-Jun-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   01-Jun-2026
  ଜିଲ୍ଲା  
ଏସ୍‌ଆଇଆର୍ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ କଲେ ଜିଲ୍ଲାପାଳ   01-Jun-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଜୟନ୍ତୀ ମଞ୍ଜରୀ ରଥ ଙ୍କ ସ୍ମୃତି ସଭା   01-Jun-2026
  ଜିଲ୍ଲା  
କଟକ ଜିଲ୍ଲାସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ ପାଳିତ   01-Jun-2026
  ଜିଲ୍ଲା  
ଶିକ୍ଷା କ୍ଷେତ୍ରରେ ଜଣେ ଦକ୍ଷ ସଂଗଠକ ବିଇଓ ନୀଳମଣି ପଟେଲଙ୍କ ଅବସର   01-Jun-2026
  ଜିଲ୍ଲା  
ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)-୨୦୨୬ ପ୍ରକ୍ରିୟା ନିମନ୍ତେ ସାମ୍ବାଦିକ ସମ୍ମିଳନୀ   01-Jun-2026

You Might Also Like