-+91-9937148622 |

prerana_bgr@rediffmail.com |

  Tuesday 7th February 2023 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ଵକପ ହକିରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ   (07-Feb-2023)       ||      ଯୁବକ ମିଛ ଅପହରଣର ନାଟକ ଭିଆଇ ଜେଲ ଗଲା ମିଛରେ ୩ ଲକ୍ଷ ର ମୁଣ୍ଡଜାମିନ ରଚିଥିଲା ଯୁବକ   (07-Feb-2023)       ||      ସାଲେଭଟା ଜେ. ଏନ. ଏମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ   (06-Feb-2023)       ||      ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ  ।   (06-Feb-2023)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଯାପିତ –ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ଗୁରୁତ୍ଵାରୋପ ।    (06-Feb-2023)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୧୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ   (07-Feb-2023)       ||      ସୁବର୍ଣ୍ଣପୁର ରେ ଶ୍ରମମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ , ହିତାଧିକାରୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନାର ସମସ୍ତ ଲାଭ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଲେ   (06-Feb-2023)       ||      ଦୁଇ ଦିନିଆଁ ଜାତୀୟ ସ୍ତରୀୟ ଚେସ ଟୁର୍ନାମେଣ୍ଟ ଭରସୁଜା ଠାରେ ଅନୁଷ୍ଠିତ, ଚମ୍ପିୟାନ ହେଲେ ଭୁବନେଶ୍ୱର ର ଦାଶରଥି ସାହୁ   (06-Feb-2023)       ||      ରାଣୀସର୍ଡା ର ପ୍ରସିଦ୍ଧ ମା ମାହେଶ୍ବରୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ    (06-Feb-2023)       ||      5T ସଚିନ ଙ୍କୁ ସାକ୍ଷାତ କଲେ ଏସ୍ ୟୁ ଜେ କୋରାପୁଟ ଶାଖାର କର୍ମକର୍ତ୍ତା    (06-Feb-2023)       ||      ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପାପଡ଼ାହାଣ୍ଡିର ସାଂଗଠନିକ ବୈଠକ    (05-Feb-2023)       ||      ଅଧିକାରୀଙ୍କ ସହ ମନହୀରା ପଞ୍ଚାୟତ ଗସ୍ତ କଲେ ନରସିଂହ, ଆବାସ ଯୋଜନା କେଳେଙ୍କାରି ଉଭୟ ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର- ନରସିଂହ   (05-Feb-2023)       ||      ଆଡିଏ ରୟାଲ ପକ୍ଷରୁ କର୍କଟ ସଚେତନତା ଶିବିର ଅନୁଷ୍ଠିତ    (05-Feb-2023)       ||        ଡୁଙ୍ଗୁରିପାଲି କୋଶଲ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ମହୋତ୍ସବ,  ଗଣମାଧ୍ୟମ ହିଁ ଲୋକଙ୍କ ବିଶ୍ୱାସ ଭାଜନ- ଅତିଥି ବୃନ୍ଦ   (05-Feb-2023)       ||      ଚଳିତ ବର୍ଷ ବୌଦ୍ଧ ଜ଼ିଲ୍ଲା ର ୭୬ ହାଇସ୍କୁଲରେ ପରୀକ୍ଷା ଦେବେ ୬୫୯୪ଜଣ ଛାତ୍ରଛାତ୍ରୀ      (05-Feb-2023)       ||      ବୋର୍ଡର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଚଞ୍ଚରା ଭାଡି ଚମ୍ପିୟାନ ।   (05-Feb-2023)       ||      ସନ୍ଥ ଶିରୋମଣି ଗୁରୁ ରବି ଦାସ ଜୟନ୍ତୀ ପାଳିତ   (05-Feb-2023)       ||      ତୃତୀୟ  ଦିନରେ ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା- କୃଷି ସଂବନ୍ଧୀୟ ଆଲୋଚନାଚକ୍ର    (05-Feb-2023)       ||      ଇମ୍ପରିୟଲ କଲେଜରେ ଏନସିିସିର ଶାଖା ଉଦଘାଟିତ   (05-Feb-2023)       ||      ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ କ୍ରିୟାଶୀଳ   (05-Feb-2023)       ||     

HOME   ଜୀବନଶୈଳୀ

ଗୃହପାଳିତ ପଶୁ ମାନଙ୍କ ସେବାରେ ଅପାର ଆନନ୍ଦ ଲାଭ କରିଥିବା ଜଣେ ନିଆରା ପଶୁ ପ୍ରେମୀ : ଆନନ୍ଦ ସାଗର ବେହେରା

21-Sep-2022



ବଲାଙ୍ଗିର ବାସିନ୍ଦା ଡା. ଆନନ୍ଦ ସାଗର ବେହେରା,  ଜଣେ ପଶୁ ପ୍ରେମୀ ଯିଏକି  ସାରା ଜୀବନ ନିଜକୁ ଗୃହପାଳିତ ପଶୁ ମାନଙ୍କ ସେବାରେ  ସମର୍ପି ଦେଇଥିଲେ l ଓଡିଶା ସରକାରଙ୍କ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧିନସ୍ଥ ଜିଲ୍ଲା ମୁଖ୍ୟ ପ୍ରାଣୀ ଅଧିକାରୀ (CDVO)ଭାବରେ ଅବସର ନେଇଥିଲେ ଶ୍ରୀ ବେହେରା l
ଡ଼ା ବେହେରା ଜଣେ ଉଦାରବାଦୀ, ସେବା ମନୋବୃତ୍ତି ଥିବା ମଣିଷ ଥିଲେ l   ଓଡିଶାର ବିଭିନ୍ନ ପ୍ରାନ୍ତରେ ଗୃହପାଳିତ ପଶୁ ଙ୍କ ସୁଚିକିତ୍ସା ପାଇଁ ପ୍ରସିଦ୍ଧି ଲାଭ କରିଥିଲେ ଶ୍ରୀ ବେହେରା l ଗୋ ଚିକିତ୍ସାରେ ନୁଆଁ ପ୍ରଯୁକ୍ତିକୁ ଭିତ୍ତି କରି ଅନେକ ପ୍ରସ୍ତାବିକ ପ୍ରକଳ୍ପ କୁ ସେ ନିଜ କୌଶଳ କ୍ରମେ  ଅନୁମୋଦନକୁ ଅନେକ ବାର ସରକାର ଙ୍କ ସହଯୋଗ ହାସିଲ କରିପାରିଥିଲେ l ତାଙ୍କ ସିଦ୍ଧହସ୍ତ ଓ ନିଜ ସ୍ନେହାୟିତ ଗୁଣ ପାଇଁ  ସମାଜର ପ୍ରତ୍ୟେକ ବର୍ଗର ଲୋକ ତାଙ୍କୁ ନିଜର କରି ନେଉଥିଲେ l
    ଆଜି ତାଙ୍କ ପବିତ୍ର ଶ୍ରାଦ୍ଧଦିବସ ଅବସରରେ  ନେସନାଲ ପିସ  ୟୁନିସନ ପକ୍ଷରୁ ତାଙ୍କୁ ଶ୍ରାଦ୍ଧ  ସୁମନ ଅର୍ପଣ କରାଯାଇଛି ll


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ଵକପ ହକିରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ   07-Feb-2023
  ଜିଲ୍ଲା  
ଯୁବକ ମିଛ ଅପହରଣର ନାଟକ ଭିଆଇ ଜେଲ ଗଲା ମିଛରେ ୩ ଲକ୍ଷ ର ମୁଣ୍ଡଜାମିନ ରଚିଥିଲା ଯୁବକ   07-Feb-2023
  ଜିଲ୍ଲା  
ସାଲେଭଟା ଜେ. ଏନ. ଏମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ   06-Feb-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ  ।   06-Feb-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଯାପିତ –ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ଗୁରୁତ୍ଵାରୋପ ।    06-Feb-2023
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୧୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ   07-Feb-2023
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଶ୍ରମମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ , ହିତାଧିକାରୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନାର ସମସ୍ତ ଲାଭ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଲେ   06-Feb-2023
  ଜିଲ୍ଲା  
ଦୁଇ ଦିନିଆଁ ଜାତୀୟ ସ୍ତରୀୟ ଚେସ ଟୁର୍ନାମେଣ୍ଟ ଭରସୁଜା ଠାରେ ଅନୁଷ୍ଠିତ, ଚମ୍ପିୟାନ ହେଲେ ଭୁବନେଶ୍ୱର ର ଦାଶରଥି ସାହୁ   06-Feb-2023
  ଜିଲ୍ଲା  
ରାଣୀସର୍ଡା ର ପ୍ରସିଦ୍ଧ ମା ମାହେଶ୍ବରୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ    06-Feb-2023
  ଜିଲ୍ଲା  
5T ସଚିନ ଙ୍କୁ ସାକ୍ଷାତ କଲେ ଏସ୍ ୟୁ ଜେ କୋରାପୁଟ ଶାଖାର କର୍ମକର୍ତ୍ତା   06-Feb-2023
  ଜିଲ୍ଲା  
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପାପଡ଼ାହାଣ୍ଡିର ସାଂଗଠନିକ ବୈଠକ   05-Feb-2023
  ଜିଲ୍ଲା  
ଅଧିକାରୀଙ୍କ ସହ ମନହୀରା ପଞ୍ଚାୟତ ଗସ୍ତ କଲେ ନରସିଂହ, ଆବାସ ଯୋଜନା କେଳେଙ୍କାରି ଉଭୟ ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର- ନରସିଂହ   05-Feb-2023

You Might Also Like

                           
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ