-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||     

HOME   ଜିଲ୍ଲା

କଳିକେଶଙ୍କ ମାରାଥନ ଭିଜିଟ୍ .... ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ସମସ୍ଯା ବୁଝିଲେ , ଭୀମଭୋଇ ମେଡିକାଲକୁ ୫ ଟି ଆଇସିୟୁ ବେଡ ଓ ୨ ଟି ଅକ୍ସିଜେନ କନସନଟ୍ରେଟର ଦାନ କଲେ 

18-Aug-2021



ବଲାଙ୍ଗିର, ବଲାଙ୍ଗିର ର ପୂବର୍ତନ ସାଂସଦ ତଥା ବିଜୁ ଜନତା ଦଳର ରାଜ୍ଯ ବରିଷ୍ଟ ସାଧାରଣ ସଂପାଦକ କଳିକେଶ ନାରାୟଣ ସିଂହଦେଓ ଆଜି ମାରାଥନ ଭିଜିଟ କରି ବଲାଙ୍ଗିର ବିଭିନ୍ନ ସମସ୍ୟା ବୁଝିବା ସହ ପ୍ରକଳ୍ପ ଗୁଡିକର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି । ସକାଳୁ ପ୍ରଥମେ ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟ , କଲେଜଛକ ସିଏନ୍‌ଆଇ ଚର୍ଚ୍ଚ, ଜଗର୍ସ ପାର୍କ ଓ ପରେ ପରେ ନିର୍ମାଣାଧୀନ ବସ ଟର୍ମିନାଲ ପରିଦର୍ଶନ କରିଥିଲେ । ସେହିପରି ଉପର ବେଳା ଭୀମ ଭୋଇ ମେଡିକାଲରେ କର୍ତ୍ତୁପକ୍ଷଙ୍କୁ ମେଡିକାଲ ଉପକରଣ ପ୍ରଦାନ କରିବା ସହ , ଅକ୍ସିଜେନ ପ୍ଲାନ୍ଟ ଓ ଶେଷରେ ନିର୍ମାଣାଧିନ ଘଣ୍ଟାଘର ପରିଦର୍ଶନ କରି ଏହାର ଅଗ୍ରଗତି ସମ୍ବନ୍ଧରେ ସବିଶେଷ ସୁଚନା ନେଇଥିଲେ । 

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସଂପୁର୍ଣ୍ଣତା ପାଇଁ ଏବେ ମଧ୍ୟ ଗୁଡାଏ ସମସ୍ୟା ରହିଛି । ବିଗତ ଦିନରେ ୟୁଜିସି ମାନ୍ୟତା କୁ ନେଇ ହୋଇଥିବା ସମସ୍ୟା ବିରୁଦ୍ଦରେ କଳିକେଶ ସମେତ ଅନ୍ୟମାନଙ୍କ ଚିଠି ଦେବା ପରେ ସମସ୍ୟାର ସମାଧାନ ହୋଇ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ୟୁଜିସି ମାନ୍ୟତା ପାଇଥିଲା । ଆଜି ସକାଳୁ କଳିକେଶ ରାଜେନ୍ଦ୍ର କଲେଜ ପରିସରକୁ ପହଞ୍ଚୁ ପହଞ୍ଚୁ  କଲେଜ ଛାତ୍ରଛାତ୍ରୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରି କୁଳପତିଙ୍କ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ ।   ୟୁଜିସି ର ୧୨(ଖ) ପୁରଣ ପାଇଁ ବିଶ୍ୱ ବିଦ୍ୟାଳୟର ଜମି ଅଧିଗ୍ରହଣ ଏବେ ମଧ୍ୟ  ମୂଖ୍ୟ ସମସ୍ୟା ହୋଇଥିବାବେଳେ ଜମିର ପୁରୁଣା ରିକର୍ଡ ଓ ଜମି ଅଧିଗ୍ରହଣ ବିଭିନ୍ନ ତରିକା ଉପରେ କଳିକେଶ ବିଶ୍ୱ ବିଦ୍ୟାଳୟ କୁଳପତି ଓ ରେଜିଷ୍ଟାରଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ । ଏହି ଅବସରରେ ବିଶ୍ୱ ବିଦ୍ୟାଳୟ କର୍ତ୍ତୁପକ୍ଷ ମଧ୍ୟ ବିଭିନ୍ନ ସମସ୍ୟା କଳିକେଶଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ତାହାର ଯଥା ଶିଘ୍ର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି କଳିକେଶ ପ୍ରତିଶୃତି ଦେଇଥିଲେ ।  ପରେ ପରେ କଳିକେଶ କଲେଜଛକ ସିଏନଆଇ ଚର୍ଚ୍ଚ ପ୍ରାୟ ଏକ କୋଟି ଟଙ୍କର ନିର୍ମାଣାଧିଣ ପ୍ରକଳ୍ପର ପରିଦର୍ଶନ କରିବା ସହ ଏହାର ଅଗ୍ରଗତି ସଂପର୍କରେ ଚର୍ଚ୍ଚ କମିଟି ସଭ୍ୟଙ୍କୁ ପଚାରି ବୁଝିଥିଲେ । ଏହା ପରେ ଟିଟଲାଗଡ ରୋଡ ସ୍ଥିତ ୪୦ଲକ୍ଷରେ ନିର୍ମାଣାଧିନ ଜଗର୍ସ ପାର୍କ ପ୍ରକଳ୍ପ  ପରିଦର୍ଶନ କରି ପୌରବିଭାଗର କନିଷ୍ଟ ଯନ୍ତ୍ରୀ ରୋଜାଲିନ ରାଉତଙ୍କୁ ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ପଚାରି ଥିଲେ । ପରେ ପରେ ୮କୋଟି ୩୫ ଲକ୍ଷ ଟଙ୍କାର ନିର୍ମାଣାଧୀନ ବସ ଟର୍ମିନାଲ ପରିଦର୍ଶନ କରି ଏସଡିଓ,ଏପିଏମ ଓ ଡିଟିଏମ ଙ୍କ ସହ ସବିଶେଷ ଅଲୋଚନା କରିଥିଲେ । ଜନସାଧାରଣଙ୍କ ଦାବୀ ମୁତାବକ ସେଠାରେ ଏକ ପୋଲିସ ଫାଣ୍ଡି ଓ ବିକଳାଙ୍ଗଙ୍କ ପାଇଁ ଏସ୍କେଲେଟର ର ପ୍ରସ୍ତାବ ଦେଇଥିଲେ । ସଂନ୍ଧ୍ୟା ୪ଟାରେ ନିରତାର ସେଣ୍ଟର ପରିଦର୍ଶନ ପରେ କଳିକେଶ ସିଧା ଭୀମଭୋଇ ମେଡିକାଲ କୁ ପହଞ୍ଚି ମେଡିକାଲ କର୍ତ୍ତୁପକ୍ଷଙ୍କୁ ୫ଟି ଆସିୟୁ ବ୍ୟାଡ ଓ ୨ ଗୋଟି ଅକ୍ସିଜେନ କନସନଟ୍ରେଟର ପ୍ରଦାନ କରିଥିଲେ । ଆଶଙ୍କ କରାଯାଉଥିବା କରୋନାର ତୃତୀୟ ଲହର ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କେତେ ପ୍ରସ୍ତୁତ ସେ ବିଷୟରେ କର୍ତ୍ତୁପର୍କ୍ଷଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ସିଡିଏମଓ ଭୀମ ସାହୁ , ମେଡିକାଲ ସୁପରିଷ୍ଟେଣ୍ଡେଣ୍ଟ ଡା. ନାୟକ, ଡା ରଥ, ଡା ବାରା କଳିକେଶଙ୍କୁ ପ୍ରସ୍ତୁତି ବିଷୟରେ ସୁଚନା ଦେଇଥିଲେ ।  ପରେପରେ ନିର୍ମାଣାଧିନ ଅମ୍ଳଜାନ ପ୍ରକଳ୍ପ ପରିଦର୍ଶନ କରିବା ସହ କଳିକେଶ ପାଟଣା ହୋଟେଲ ଛକ ସ୍ଥିତ ନିର୍ମାଣାଧିନ ଘଣ୍ଟା ଘର ର ପରିଦର୍ଶନ କରିଥିଲେ । ତେବେ ଆସନ୍ତା ଚାରି ମାସ ଭୀତରେ ଘଣ୍ଟା ଘର ନିର୍ମାଣ ସଂପୂର୍ଣ୍ଣ ହେବ ବୋଲି ପରିଦର୍ଶନରୁ ଜଣା ପଡିଥିଲା । କଳୀକେଶ ଙ୍କ ଆଜିର ଏହି ତୁଫାନି ଗସ୍ତ ସମୟରେ ଦଳର ସମସ୍ତ ବିଶିଷ୍ଟ କାଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026

You Might Also Like

           
  ଜିଲ୍ଲା  

ଗଣିତ ଗବେଷଣା