-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||     

HOME   ଜୀବନଶୈଳୀ

ସୋନପୁର: ବିରଳ ଗ୍ରୁପ ର ୧୦୧ ଥର ରକ୍ତଦାନ କରି ବିରଳ ରେକର୍ଡ ସୃଷ୍ଟି କଲେ ଖିରୋଦ

17-Jul-2021



ସୋନପୁର(ମନୋରଞ୍ଜନ ତ୍ରିପାଠୀ) :  ଶହେ ଏକ ଥର ରକ୍ତ ଦାନ କରିଥିବା  କ୍ଷୀରୋଦ ବିହାରୀ ଦାସଙ୍କ  ବୟସ ୪୧  ଓ ସମ୍ପ୍ରତି ସୁବର୍ଣ୍ଣପୁର ଜ଼ିଲ୍ଲା  ଜେଲ୍ କର୍ମଚାରୀ  ଭାବେ ସେ କାର୍ଯ୍ୟରତ l ମାତ୍ର 0 ନେଗେଟିଭ ଭଳି ଏକ ବିରଳ ଗ୍ରୁପ ର ପୁଣି ଶହେ ଏକ ଥର ରକ୍ତଦାନ  ଯାହାକି ଏକ ବିରଳ ରେକର୍ଡ ସୃଷ୍ଟି କରି  ସମାଜରେ ରହିଛି ତାଙ୍କର ଏବେ  ଅନନ୍ୟ ପରିଚୟ

l  ବୀରମହାରାଜପୁର ବ୍ଲକର ଏକତାଳ ଗ୍ରାମର ଭଗବାନ ଦାସ ଙ୍କ ପୁତ୍ର ଜଣେ ମଧ୍ୟବିତ୍ତ ପରିବାରରେ  ପରିପୋଷଣ  ହୋଇ ସୁବର୍ଣ୍ଣପୁର ଉପକାରାଗାରରେ ଜଣେ କାରାରକ୍ଷୀ ଭାବରେ ଶୃଙ୍ଖଳିତ ଭାବେ  ନିଜର ଦାୟିତ୍ଵ ବହନ କରୁଛନ୍ତି କ୍ଷିରୋଦ l ପିଲା ବେଳୁ ମାତ୍ର ୧୮  ବର୍ଷ ବୟସରୁ ସେ ପ୍ରଥମ ଥର ରକ୍ତ ଦାନ କରି  ସମାଜସେବା ଓ ରକ୍ତଦାନ ଭଳି ମହତ ସେବା  ପ୍ରତି ଏବେଯାଏ ସେ ପ୍ରବଳ ଆଗ୍ରହ ରଖିଛନ୍ତି l  ଆଜି ସୁବର୍ଣ୍ଣପୁର ଜିଲ୍ଲାର  ମୁଖ୍ୟ ଡାକ୍ତରଖାନାର ଶିଶୁ ଓ ଗର୍ଭବତୀ ମହିଳା ବିଭାଗ ର ୬ ନମ୍ବର  ଶଯ୍ୟା ରେ ଚିକିତ୍ସିତ ହେଉଥିବା ବୌଦ୍ଧ ଜିଲ୍ଲାର ଗୁନ୍ଦୁଳିଆ ଗାଁ ର  କୁମୁଦିନୀ ବଘାରଙ୍କୁ ଜୀବନର ୧୦୧ ଥର ରକ୍ତ ଦାନ କରି ସମାଜ ସକାଶେ ଏକ ଉତ୍ସର୍ଗୀକୃତ ସେବାର ଉଦାହରଣ ସୃଷ୍ଟି କରିଛନ୍ତି କ୍ଷିରୋଦ l ଆଗାମୀ ଯୁବ ପିଢ଼ି ଙ୍କ ପାଇଁ ଏକ ପ୍ରେରଣା ସାଜିଥିବା କ୍ଷିରୋଦଙ୍କୁ  ଜିଲ୍ଲାର ରକ୍ତଦାତା ସଙ୍ଘ ସଭାପତି  ତଥା   ଓଡିଶା ରକ୍ତଦାତା ମହାସଂଘ ସଦସ୍ୟ  ମନୋଜ ପଣ୍ଡା, ସମ୍ପାଦକ ସଞ୍ଜୟ କୁମାର ସାହୁ, ସଂସ୍ଥାପକ ସତ୍ୟବାନ  ମିଶ୍ର, ଜେଲ କର୍ତ୍ତୁପକ୍ଷ  ଓ ଜେଲ ଫାର୍ମାସିଷ୍ଟ ପ୍ରଭାକର ଦଳେଇଙ୍କ ସମେତ ଜ଼ିଲ୍ଲାର ବୁଦ୍ଧିଜୀବୀ, ସଚେତନ ନାଗରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।  ଚାକିରୀ କାଳରେ ସେ ଏହା ପୂର୍ବରୁ ସୁବର୍ଣ୍ଣପୁର ଡି ଏଚ୍ ଏଚ୍ , ନୂଆପଡ଼ା, ଖରୀଆର , ମିଶନ୍ ହସ୍ପିଟାଲ୍ ଖରୀଆର, କୋରାପୁଟ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ସମ୍ବଲପୁର ଓ ରାଉରକେଲାରେ ଅନେକ ଥର  ରକ୍ତଦାନ କରିଛନ୍ତି  । ସୁନ୍ଦରଗଡ଼ ଜିଲ୍ଲାରେ ରାଜାଗ।ଙ୍ଗପୁର ରୁ ନିଜର ଚାକିରି ଜୀବନ ଆରମ୍ଭ କରି କୋରାପୁଟ, ବଲାଙ୍ଗୀର   ଆଦି ଜେଲ୍ ରେ ନିଷ୍ଟାର ସହିତ କାର୍ଯ୍ୟ  କରି ମଧ୍ୟ  ରକ୍ତଦାନ ଭଳି ମହତ  ସେବାକୁ ଛାଡି ନାହାନ୍ତି ସେ l ଏ ମହତ୍ କାର୍ଯ୍ୟରେ ତାଙ୍କୁ ଖୁବ  ଆତ୍ମସନ୍ତୋଷ ଓ  ମାନସିକ ଶାନ୍ତି ମିଳିଛି  ବୋଲି କୁହନ୍ତି

କ୍ଷୀରୋଦ l ଏ ସେବା,  ସଫଳତା  ଓ ରେକର୍ଡ ପାଇଁ ସେ   ନିଜର ବାପା , ମା  ଓ ସ୍ତ୍ରୀ ସନ୍ତୋଷିନୀ, ଝିଅ ବିଶ୍ଵଭାରତୀ, ପୁଅ ବୌମୋକେଶ୍ ତଥା ନିଜର ବଡ଼ ଭାଇ ବିନୋଦ ବିହାରୀ ସାମନ୍ତରାୟ, ପ୍ରହଲ୍ଲାଦ ଓ ତିନି ଭଉଣୀ ଦେବହୁତି, ଅଲେଖା ରାଣୀ , କମଳିନୀଙ୍କୁ ନିଜର ସମସ୍ତ  ଶ୍ରେୟ ଦେଇଛନ୍ତି  l କ୍ଷିରୋଦ ଏବେ ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ କାରାଗାରରେ କାର୍ଯ୍ୟରତ ଅଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ