-+91-9937148622 |

prerana_bgr@rediffmail.com |

  Saturday 6th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ପରିବେଶ ଦିବସରେ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟକୁ ‘ପ୍ରକୃତି ମିତ୍ର’ ପୁରସ୍କାର   (06-Jun-2026)       ||      ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ    (05-Jun-2026)       ||      ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   (05-Jun-2026)       ||      ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    (05-Jun-2026)       ||      ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   (05-Jun-2026)       ||      ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ    (05-Jun-2026)       ||      ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ    (05-Jun-2026)       ||      ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   (05-Jun-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   (05-Jun-2026)       ||      *ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   (05-Jun-2026)       ||      ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   (05-Jun-2026)       ||      *ଜୁନ ୨୧ ଯୋଗ ଦିବସ ପାଳନ ପାଇଁ ଯୋଗ ପ୍ରୋଟୋକଲ ପ୍ରଶିକ୍ଷଣ ଶିବିର*   (05-Jun-2026)       ||      ସ୍ୱଚ୍ଛ ଗାଁ – ସୁରକ୍ଷିତ ଜଳବାୟୁ: ସିଂହପୁର ଗ୍ରାମସଭାରେ ସରପଞ୍ଚ ଶଶାଙ୍କ ଶେଖର ଖିଲାରଙ୍କ ସଚେତନତା ବାର୍ତ୍ତା    (05-Jun-2026)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାକୁ ପ୍ରକୃତି ମିତ୍ର ଓ ଆନନ୍ଦ ବଡ଼ପଣ୍ଡାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର    (05-Jun-2026)       ||      ଆସ ଆମେ ପଢ଼ିବା କାର୍ଯ୍ୟକ୍ରମ    (05-Jun-2026)       ||      ସମାଜସେବୀ ବିରଞ୍ଚି ନାରାୟଣ ଦାଶଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର    (05-Jun-2026)       ||      ଆଇ.ଟି.ଆଇ. କଲେଜରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ    (05-Jun-2026)       ||      ମାଲକାନଗିରିରେ ସରକାରୀ ଡାକ୍ତରଙ୍କ ପ୍ରାଇଭେଟ୍ ଚିକିତ୍ସାକୁ ଗୁରୁତ୍ୱ (ଗରିବ ଓ ମଧ୍ୟବିତ୍ତ ରୋଗୀ ଆର୍ଥିକ ଶୋଷଣର ଶିକାର)   (05-Jun-2026)       ||     

HOME   ଜୀବନଶୈଳୀ

ଧୋନି ଙ୍କ ୪୦ ତମ ଜନ୍ମଦିନ ଉପଲକ୍ଷେ ୪୦ ୟୁନିଟ ରକ୍ତଦାନ କଲେ ଧୋନି ପ୍ରଶଂସକ: ରକ୍ତଦାତା ଓ ଆୟୋଜକଙ୍କୁ ଉତ୍ସାହିତ କଲେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଓ ଏସ. ପି

07-Jul-2021



ସୋନପୁର (ମନୋରଞ୍ଜନ ତ୍ରିପାଠୀ) : ଆଜି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଅନ୍ତର୍ଜାତୀୟ ସ୍ତରରେ  ଖ୍ୟାତି ସମ୍ପନ୍ନ, ଖୁବ ପରିଚିତ ଓ ସଫଳ  କ୍ରିକେଟର  ମହେନ୍ଦ୍ର ସିଂହ ଧୋନି ଙ୍କ ୪୦ ତମ ଜନ୍ମ ଦିନ ଉପଲକ୍ଷେ ସୁବର୍ଣ୍ଣପୁର ର  ବିଶିଷ୍ଟ  ଧୋନି ପ୍ରଶଂସକ ଦିନେଶ ମିଶ୍ର ଏବଂ  ଧୋନି ଙ୍କ ଅନ୍ୟାନ୍ୟ ପ୍ରଶଂସକ ମାନଙ୍କ ପ୍ରଚେଷ୍ଟା ରେ ଆଜି ପିନାକିନୀ ପୋଲି କ୍ଲିନିକ୍ ସୋନପୁର  ଠାରେ ଏକ ମେଗା  ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା  l  ଏହି ରକ୍ତଦାନ ଶିବିର ରେ ଧୋନି ଙ୍କ ୪୦ ତମ ଜନ୍ମ ଦିବସ ପାଳନ ହୋଇଥିବା ରୁ ୪୦ ୟୁନିଟ ରକ୍ତ ମଧ୍ୟ ସହର ତଥା  ଜ଼ିଲ୍ଲା ର ବିଭିନ୍ନ ଅଂଚଳ ର

ଧୋନି ପ୍ରଶଂସକ (ଯୁବକ ଯୁବତୀ ) ଙ୍କ ଠାରୁ   ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତ ଦାନ ଶିବିର କୁ  ସୁବର୍ଣ୍ଣପୁର ଜ଼ିଲ୍ଲାପାଳ  ଶ୍ରୀମତୀ ଅବୋଲି ସୁନିଲ ନରୱେଣେ  IAS  ମୁଖ୍ୟ ଅତିଥି  ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସ ପି ଶ୍ରୀ ସୀତାରାମ ସତପଥି,  ଏଡ଼ିଏମ  ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ , ଅମରେନ୍ଦ୍ର ପାଣିଗ୍ରାହୀ , (ରିଜର୍ଭ ଇନ୍ସପେକ୍ଟର)  ଏବଂ କେ ବର୍ଷା ଦେବୀ ଲାଇଫ ଇନ୍ସୁରେନ୍ସ ଏଡଭାଇଜର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜ଼ିଲ୍ଲା  ମୁଖ୍ୟ ଡାକ୍ତରଖାନାର ରକ୍ତ ଭଣ୍ଡାର ରେ  ରକ୍ତ ଅଭାବ ଓ   କୋଭିଡ  ଭଳି ଏକ ସଙ୍କଟ ଓ ଅସମୟରେ  ମହାନୁଭଵୀ  ଯୁବକ ଯୁବତୀ ରକ୍ତ ଦାନ ପାଇଁ ସ୍ୱଇଚ୍ଛା ଓ  ଉତ୍କଣ୍ଠା ର ସହ  ଆଗେଇ ଆସିଥିବାରୁ  ସମସ୍ତ ରକ୍ତଦାତା  ଓ 

ଆୟୋଜକଙ୍କୁ  ଉତ୍ସାହିତ ଓ ଭୁୟସୀ ପ୍ରଶଂସା  କରି  ଥିଲେ l  ଏହି ରକ୍ତ ଦାନ ଶିବିରକୁ ସଫଳ କରିବା ପାଇଁ କନେଷ୍ଟବଲ ସଂଘ ସଭାପତି  କୁମୁଦ ମେହେର, ପୁରୁଷୋତ୍ତମ ପାତ୍ର, ଅରବିନ୍ଦ ବାରିକ, ରାଜ୍ୟ ରକ୍ତ ଦାତା ସଂଘ  ର ସଭ୍ୟ ମନୋଜ ପଣ୍ଡା, ସାମ୍ବାଦିକ  ମନୋରଞ୍ଜନ ତ୍ରିପାଠୀ,  ମନୋଜ ସେଠୀ, ଜିତୁ ସାହୁ ,ଜ୍ୟୋତି ମିଶ୍ର, ରୁଦ୍ର ଦାସ, ଓମ୍ ପ୍ରକାଶ ମିଶ୍ର , ରିଆଁଜ ଇସଲାମ ଓ ବିନୋଦ ବଘlର  ପ୍ରମୁଖ ବିଭିନ୍ନ ସମାଜସେବୀ, ପୋଲିସ କର୍ମଚାରୀ ଓ ବଦାନ୍ୟ ବ୍ୟକ୍ତି ସହୋଯୋଗ କରିଥିଲେ l  


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସରେ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟକୁ ‘ପ୍ରକୃତି ମିତ୍ର’ ପୁରସ୍କାର   06-Jun-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ   05-Jun-2026
  ଜିଲ୍ଲା  
ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   05-Jun-2026
  ଜିଲ୍ଲା  
ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    05-Jun-2026
  ଜିଲ୍ଲା  
ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   05-Jun-2026
  ଜିଲ୍ଲା  
ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ   05-Jun-2026
  ଜିଲ୍ଲା  
ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ   05-Jun-2026
  ଜିଲ୍ଲା  
ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   05-Jun-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   05-Jun-2026
  ଜିଲ୍ଲା  
*ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   05-Jun-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ