-+91-9937148622 |
prerana_bgr@rediffmail.com |
Thursday 12th November 2026 |
R.N.I. Regd No. ODIODI/2010/46693
Breaking News
14-Jun-2021
ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନl ମହମାରୀ ବିନାଶ ହେବ ଓ ରୋଗ ଦୁଃଖ ଭଲ ହେବ, ଜମିରେ ଭଲଚାଷ ହେବାପାଇଁ ,ପ୍ରତି ବର୍ଷ ବୈଶାଖ ମାସ ଏହି ପୂଜା କରାଯାଇ ଥାଏ l ଏଠାରେ ପ୍ରତବର୍ଷ ବଡ଼ ଧୁମଧାମରେ ଏହି ଯାତ୍ରା ହୋଇଥାଏ କିନ୍ତୁ ଦୁଃଖର ବିଷୟ ଏହି ଯାତ୍ରା କରୋନ। ମହାମାରୀ ଯୋଗୁଁ ଏବର୍ଷ ପୂଜକ ମାନଙ୍କ ମଧ୍ୟ୍ୟ ରେ ହିଁ କୋଭିଡ -୧୯ ନିୟମ ଅନୁସାରେ ଏହି ଯାତ୍ରା ପାଳନ କରାଯାଇ ଥିଲା l