-+91-9937148622 |

prerana_bgr@rediffmail.com |

  Sunday 25th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||      ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||     

HOME   ଜିଲ୍ଲା

ଥୂଆମୁଳ ରାମପୁର ବ୍ଲକରେ ସୌଚାଳୟ ନିର୍ମାଣରେ ମହା ଦୁର୍ନୀତି 

15-Oct-2020



କଳାହାଣ୍ଡି, (ତ୍ରିନାଥ ବେଶ୍ରା)  କେନ୍ଦ୍ର ସରକାର ଗରିବ ଲୋକଙ୍କ ତା ପାଇଁ ସ୍ବଚ୍ଛ ଭାରତ ମିଶନ ନାମରେ ପ୍ରଧାନମନ୍ତ୍ରୀ ସୌଚାଳୟ ନିର୍ମାଣ କରିବା ପାଇଁ ଟ,12000 ଙ୍କା ପ୍ରଦାନ କରୁଛନ୍ତି, କିନ୍ତୁ ହିତାଧିକାରୀଙ୍କ ପାଖକୁ  ପହଞ୍ଚିବା ପୂର୍ବରୁ ତାହା ଅପହରଣ ହେଉଛି, ଯେମିତି ମୋ ପିଠିରେ ଛୁରୀ ଓ  ମାଁ  ପେଟରୁ ଚୋରି , ଏମିତି ଏକ ଘଟଣା ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲ୍ଲା ଥୂଆମୁଳ ରାମପୁର ବ୍ଲକର ମାଳି ଗାଁ ପଞ୍ଚାୟତରେ , ଏହି ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକମାନଙ୍କୁ ସୌଚାଳୟ ନିର୍ମାଣ କରିବା ପାଇଁ ଅର୍ଥ ଯୋଗାଇ ଦିଆଯିବାର ବ୍ୟବସ୍ଥା ଥିଲେ ମଧ୍ୟ, ଜଳ ପରିମଳର କନିଷ୍ଠ ଯନ୍ତ୍ରୀ ହିତାଧିକାରୀଙ୍କୁ ନ ଜଣାଇ ସୌଚାଳୟ ନିର୍ମାଣରେ ଠିକାଦାର ଲଗାଇ କାମ କରୁଥିବା ବେଳେ,ତାହା ଅତି ନିମ୍ନ ମାନର ବୋଲି ଅଭିଯୋଗ ଆଣୁଛନ୍ତି ଗ୍ରାମବାସୀ, ଖାଲି ସେତିକି ନୁହେଁ ଗୋଟିଏ ସୌଚାଳୟ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ଟ,12000/ଟଙ୍କା ଦେଉଥିବା ବେଳେ,ଠିକାଦାର ତାହା ପାଞ୍ଚ ହଜାର ଟଙ୍କାରେ ସମାପ୍ତ କରୁଛନ୍ତି, ସୌଚାଳୟ ର ଗାତ ରେ କାଠ ପକେଇ ମାଟି ଢାଙ୍କୁଛନ୍ତି, ଗୋଟିଏ ଗୋଟିଏ ସ୍ଥାନରେ ପେନ ସେଟ୍ ମଧ୍ୟ ଲଗାଉ ନାହାନ୍ତି, ଆଉ ଅଧାପନ୍ତରିଆ କାମ କରି ସଂପୂର୍ଣ୍ଣ ବିଲ୍ କରିଛନ୍ତି, ଆଉ ସୌଚାଳୟ ନିର୍ମାଣ ନ କରି ମଧ୍ୟ ଠିକାଦାର ଟଙ୍କା  ନେଇଥିବା ଜଣାପଡିଛି  ।
ଆଉ କେତୋଟି ଗ୍ରାମରେ ଗ୍ରାମ ବିକାଶ ସଂସ୍ଥା  ବହୁ ଆଗରୁ ସୌଚାଳୟ ନିର୍ମାଣ କରିଛି, କିନ୍ତୁ ତାକୁ କଲର କରି ମଧ୍ୟ ଠିକାଦାର ମୁଁ ନିର୍ମାଣ କରିଛି ବୋଲି ଟଙ୍କା ଉଠାଇ ନେଇଛନ୍ତି, ଏହି ପଞ୍ଚାୟତ ବ୍ଲକ କାର୍ଯ୍ୟାଳୟରୁ 45 କିଲୋମିଟର ଦୂରରେ ଥିବା ଯୋଗୁଁ କୌଣସି RWSS ର ସରକାରୀ କର୍ମଚାରୀ ଆସନ୍ତି ନାହିଁ,  ଏହି ପଞ୍ଚାୟତରେ ସୌଚାଳୟ ନିର୍ମାଣ କରୁଥିବା ଠିକାଦାର ଙ୍କ ସହିତ ସଲା ସୁତୁରା ହୋଇ ଜଳ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସୌଚାଳୟ ଗୁଡିକ କୁ ନ ଦେଖି ବିଲ୍ କରିଛନ୍ତି, ବୋଲି ପଞ୍ଚାୟତ ବାସୀ ଅଭିଯୋଗ ଆଣୁଛନ୍ତି ।
ଅଞ୍ଚଳ ବାସୀଙ୍କର ଅଭିଯୋଗ ପରେ ସାଂସଦ ବସନ୍ତ କୁମାର ପଣ୍ଡା ତାଙ୍କ, ରି, ପ୍ରେଜେନଟିଭ୍  ବ୍ଲକ ପ୍ରତି ନିଧି ଲକ୍ଷ୍ମୀଧର  ନାଏକ ଙ୍କୁ  ଅନୁଧ୍ୟାନ କରିବା ପାଇଁ ପଠେଇଥିବା ବେଳେ, ସେ ତଦାରଖ କରି ଫେରିଛନ୍ତି । ସେ ଆମ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେଉଁ କର୍ମଚାରୀ ମାନେ  ଠିକାଦାର ମାନଙ୍କ  ଙ୍କ ସହିତ ମିଶି ନିରୀହ ଗୋରିବ ଲୋକଙ୍କ   ଟଙ୍କା କୁ ହଡପ କରିବାରେ   ସଂପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ବର୍ତ୍ତମାନ ଥୂଆମୁଳ ରାମପୁର ବ୍ଲକର ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀ ବାବୁ ମାନଙ୍କ ଉପରେ ଉଛ ସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026
  ଜିଲ୍ଲା  
ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   24-Oct-2026
  ଜିଲ୍ଲା  
ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !    24-Oct-2026
  ଜିଲ୍ଲା  
ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   24-Oct-2026
  ରାଜ୍ୟ  
ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   24-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର   24-Oct-2026
  ଜିଲ୍ଲା  
ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   24-Oct-2026
  ଜିଲ୍ଲା  
ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   24-Oct-2026
  ଜିଲ୍ଲା  
ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ   24-Oct-2026
  ଜିଲ୍ଲା  
ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   24-Oct-2026

You Might Also Like