-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
30-Sep-2026
ଟିଟିଲାଗଡ(ପ୍ରେରଣା ଖବର)- ବୁଧୁବାର ସଂନ୍ଧ୍ୟାରେ ପ୍ଲାଟଫର୍ମ ନମ୍ବର ତିନି ଠାରେ ଛ ଜଣ ଯୁବତୀଙ୍କୁ ସନ୍ଦେହ ହେବାରୁ ଜିଆରର୍ପି ଥାନାଧିକାରୀ ଶ୍ରୀମତି ସନ୍ତୋଷୀ ମହନ୍ତ ଏବଂ ଜିଆରପି ଟିମ ସେମାନଙ୍କୁ ପଚରା ଉଚରା କରିବା ସହ ତାଙ୍କର ବ୍ୟାଗ ଖାନ୍ ତଲାସୀ କରିବା ପରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି। ତେବେ ନୂତନ ଢାଞ୍ଚାରେ ଯୁବତୀଙ୍କୁ ଅସ୍ତ୍ର କରି ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣର ଅଭିନବ ଉପାୟକୁ ଧରିବାରେ ଟିଟିଲାଗଡ ଜିଆରପି ତଥା ଥାନାଧିକାରୀ ଶ୍ରୀମତି ମହନ୍ତଙ୍କ ବଡ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ।