-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||     

HOME   ରାଜ୍ୟ

କଣ୍ଟିଲୋ ଫାଣ୍ଡି ପରିସରରେ ସେକଣ୍ଡ ହାଣ୍ଡ ଟ୍ରକ ସୋରୁମ

12-Oct-2020



ଖାଣ୍ଡାପାଡା,୧୨/୧୦( ପ୍ରଦୀପ କୁମାର ପଣ୍ଡା) ଓଡିଶା ରୁ ଗୋରୁ ଚାଲାଣ ପାଇଁ ବୁଦ୍ଧିଜୀବୀ ମହଲ ରେ ପୋଲିସ ପ୍ରଶାସନ ପ୍ରତି ସନ୍ଦେହାତ୍ମକ ଚିନ୍ତାଧାରା ର ପରଦା ଫାସ  ହୋଇଛି | ପୋଲିସ ପ୍ରଶାସନ ର କାର୍ଯ୍ୟଶୈଳୀ ଉପରେ ଜନସାଧାରଣ ଅଙ୍ଗୁଳି ନିର୍ଦେଶ କରୁଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅଂଚଳରେ | ଖଣ୍ଡପଡା ଥାନା ଅଧିନସ୍ଥ କଣ୍ଟିଲୋ ଫାଣ୍ଡି ପରିସରରେ ଟ୍ରକ ସୋରୁମ କୁ ନେଇ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଥିବାବେଳେ ପୋଲିସ ପ୍ରଶାସନ ର ତଦନ୍ତ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଜଣା ପଡିଛି | ସୂଚନା ମୁତାବକ ଖଣ୍ଡପଡା ଏବଂ ଗଣିଆ ଅଞ୍ଚଳ ରୁ ବାହାର ରାଜ୍ୟକୁ ଚୋରା ଗୋରୁ ଚାଲାଣ ହେଉଥିବା ବେଳେ କଣ୍ଟିଲୋ ଫାଣ୍ଡି ଏବଂ ଖଣ୍ଡପଡା ପୋଲିସ ମିଳିତ ଭାବେ ଗତ ୩ ମାସ ତଳେ ଚଢ଼ାଉ କରି ୭ ଟି ଟ୍ରକ ଜବତ କରିଥିଲେ | ଏହି ଟ୍ରକ ୭ ଟି କଣ୍ଟିଲୋ ଫାଣ୍ଡିପରିସରରେ ପଡି ଖତ ଖାଉଛି | ପୋଲିସ ଏହି ବିଷୟରେ ମାମଲା ରୁଜୁ କରି ତଦନ୍ତ କରୁଥିବା ସୂଚନା ଦେଇଥିବା ବେଳେ ଅଦ୍ୟାବଧି ତଦନ୍ତରେ ପାଦେ ହେଲେବି ଆଗେଇନେଥିବ ବିଶେସସୁତ୍ର ରୁ ଜଣାପଡିଛି | ଗୋଚାଲାଣ ରାକେଟ ର ମାଫିଆ ମାନଙ୍କ ବିଷୟରେ ପୋଲିସ କୌଣସି ଟେର ପାଉନଥିବା କୁନେଇ ପୋଲିସ ର କାର୍ଯ୍ୟଦକ୍ଷତା  ଏବଂ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ମୋହର ଲଗାଉଛନ୍ତି ଜନସାଧାରଣ | ଗୋରୁ ବୋଝେଇ ହୋଇଥିବା ୭ ଟି ଟ୍ରକ ଜବତ କରିଥିବାବେଳେ ମାତ୍ର ଜଣେ ଡ୍ରାଇଭର ଏବଂ ଜଣେ ହେଲପର କୁ ଗିରଫକରିବାରେ ସକ୍ଷମ ହୋଇଥିବାବେଳେ ବାକି ଷ୍ଟାଫ ଏବଂ ଗୋରୁ ମାଫିଆ ଗଲେ କୁଆଡେ ବୋଲି ଜନସାଧାରଣ ଦାବି କରିବାସହିତ ସ୍ଥାନୀୟ ପ୍ରଶାସନ ଏବଂ ଭିଜିଲାନ୍ସ ଏହି ଘଟଣା ର ତଦନ୍ତ ଦାବି କରିଛନ୍ତି | ଅପରପକ୍ଷେ ଖଣ୍ଡପଡା ପୋଲିସ ପ୍ରଶାସନ ର ଉଦାସୀନତା ଗୋରୁଚାଲାଣକାରୀ ମାଫିଆ ଙ୍କ ସହିତ ମଧୁଚନ୍ଦ୍ରିକା ର ପରଦା ପଛର କାହାଣୀ ସାଧାରଣରେ ଆଲୋଚନା ହେଉଛି | ନୟାଗଡ ଜିଲ୍ଲାପାଳ ଏବଂ ଏସପି ଏହି ଘଟଣା କୁ ତଦନ୍ତ କରି ଉଚିତ ପଦକ୍ଷେପ ନେବାପାଇଁ ଦାବିକରିଛନ୍ତି ଅଞ୍ଚଳବାସୀ |


News Comment




Photo in News

Advertisment
Lastest News
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like