-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||     

HOME   ଜିଲ୍ଲା

ପକ୍ଷୀଙ୍କ ପାଇଁ କୁଡିଆ ଆରମ୍ଭ♦️ ଘର ଓ ଗଛ କୁ ଖଞ୍ଜାଯିବ ମାଟିପତ୍ର କୁଡିଆ

02-Jun-2026



ବଲାଙ୍ଗିର(ପ୍ରେରଣା ଖବର)- ବଲାଙ୍ଗିର ଜିଲ୍ଲା ସବୁ ଜିଲ୍ଲା ମଧ୍ୟରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ମଣିଷ ତ ଜିବଜନ୍ତୁ, ପଶୁ ପକ୍ଷୀ ବାଦ ପଡିନାହାନ୍ତି ତାତିରୁ । ରାସ୍ତା ଦୋହରିକରଣ, ଜଙ୍ଗଲରେ ନିଆଁ ଲାଗିବା, ବିଭିନ୍ନ ଜଳାଶୟ ପୁନଃଉଦ୍ଧାରରେ ଜଳ ନିଷ୍କାସନ ହୋଇଯାଇଥିବାରୁ ପକ୍ଷୀଙ୍କ ପାଇଁ ଜଳ କଷ୍ଟକର ହୋଇଯାଇଛି । ବଲାଙ୍ଗିର ସହରର ପକ୍ଷୀପ୍ରେମୀମାନେ ଦିର୍ଘ ୩ ବର୍ଷ ହେବ ବିଭିନ୍ନ ପ୍ରୟାସ ରେ ସଚେତନା କରି ବଲାଙ୍ଗିର ସହରରେ ବେଶ ଚର୍ଚ୍ଚା ଚାଲିଛି । ଦିର୍ଘ ଦେଢ ମାସରୁ ଉର୍ଦ୍ଧ୍ୱ ହେବ ମାଟିପାତ୍ର ଓ ନଡିଆ କାଞ୍ôଚରେ ନିର୍ମାଣ ହୋଇଥିବା ପକ୍ଷୀଙ୍କ ଲାଗି ଜଳଦାନ କରାଯାଉଛି । ଆଖ ପାଖ ଜଙ୍ଗଲ, ମଠଖାଇ ଜଙ୍ଗଲ, ବଣ୍ଡା ଜଙ୍ଗଲ ମାନଙ୍କରେ ଗଛରେ ଖଞ୍ଜାଯାଇଛି ଏବଂ ବିଭିନ୍ନ ଘରମାନଙ୍କୁ ପକ୍ଷୀଙ୍କ ପାଇଁ ଜାଗାଟିଏ ରଖି ଘର ଛାତରେ ପାଣି ପ୍ରଦାନ କରାଯାଉଛି । ଗତ କିଛି ଦିନ ହେବ ସହରର ମଧ୍ୟରେ କାଳବୈଶାଖିର ତାଣ୍ଡବ ହୋଇଥିବାରୁ ଏବଂ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଗଛ କଟା ହୋଇଥିବାରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଓ ଘର ଚଟିଆ ଲୋପ ପାଇ ଯାଉଛନ୍ତି । ଏହିମାନଙ୍କ ସୁରକ୍ଷା ପାଇଁ କିଭଳି ପକ୍ଷୀ ଆଗମନ ହେବେ ଏବଂ ପରିବେଶ ସୁରକ୍ଷା ପାଇଁ ଏମାନଙ୍କର ବହୁତ ଅବଦାନ ଅଛି । ଏମାନେ ରହିଲେ ପରିବେଶ ସୁରକ୍ଷିତ ରହିବ । ଏହି ଉଦ୍ଦେଶ୍ୟରେ ପକ୍ଷୀ ପ୍ରେମୀମାନେ ଆଜି ବଲାଙ୍ଗିର ଡିଏଫ୍‌ଓ ଙ୍କ କାର୍ଯ୍ୟାଳୟରେ ପକ୍ଷୀଙ୍କ ପାଇଁ ନିର୍ମାଣ ହୋଇଥିବା ୧୫୦ ଗୋଟି କୁଡିଆ ଘର ଡିଏଫ୍‌ଓ ଅଜିତ ବିଶିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ପକ୍ଷୀପ୍ରେମୀ ପ୍ରଶାନ୍ତ ମହାକୁରଙ୍କ ନେତୃତ୍ୱରେ ସହରର ଯୁବ ପିଢିମାନେ କବି ଅର୍ଜୁନ ସାହୁ ପରିଚାଳନା କରିଥିଲେ । ଏଥିରେ ସୁଦର୍ଶନ ସାହୁ, ସଂଜୟ ସାମଲ, ଆନନ୍ଦ ମିଶ୍ର, ଭବାନି ଶଙ୍କର ଭୋଇ, ଶମ୍ଭୁ ଶତପଥି ଉପସ୍ଥିତ ଥିଲେ । ସହରର ବିଭିନ୍ନ ଗଛ, ଡିଏଫ୍‌ଓ ଙ୍କ କାର୍ଯ୍ୟାଳୟ, ରାଜେନ୍ଦ୍ର ପାର୍କ, ଏସ୍‌ପି ଅଫିସ ସମ୍ମୁଖ, ଜୋଗର୍ସ ପାର୍କ, ଚିଲଡ୍ରେନ ପାର୍କ, ବୋଟିଂ ପାର୍କ, ୧୭ ଗୋଟି ଜଳାଶୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଟାଉନଥାନା ତଥା ସହରର ବିଭିନ୍ନ ଗଛମାନଙ୍କରେ ଖଞ୍ଜା ଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026

You Might Also Like

           
  ଜିଲ୍ଲା  

ଗଣିତ ଗବେଷଣା