-+91-9937148622 |

prerana_bgr@rediffmail.com |

  Sunday 29th November 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ପକ୍ଷରୁ ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ୧୭ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ,ଆୟାଂଶ ମିଶ୍ର ପ୍ରଥମ   (29-Nov-2026)       ||      ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୩୦ତମ ବାର୍ଷିକ କ୍ରୀଡ଼ା -୨୦୨୬   (29-Nov-2026)       ||      *ସହକାରୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପରିସରରେ ଚାଷୀମାନଙ୍କୁ ଆଳୁ ବିହନ ବଣ୍ଟନ କଲେ ବିଧାୟକ*   (29-Nov-2026)       ||      *ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ନେଇ ଗଠନ ହେଲା ବାବା ପାତାଳେଶ୍ବର ମନ୍ଦିର କମିଟି*   (29-Nov-2026)       ||      ମହଦା ଗ୍ରାମପଞ୍ଚାୟତ ଯାଦବ ସମାଜର ସାଧାରଣ ବୈଠକ ଅନୁଷ୍ଠିତ   (29-Nov-2026)       ||      ଜିଲ୍ଲାରେ ‘ନିଶାମୁକ୍ତ ଯୁବା ବିକଶିତ ଭାରତ ପାଇଁ ସଂକଳ୍ପ ଅଭିଯାନ’ ଶୁଭାରମ୍ଭ ରାଲି ଓ ଶପଥ ପାଠ ମାଧ୍ୟମରେ ଆରମ୍ଭ ହେଲା ୧୦୦ ଦିନିଆ ଅଭିଯାନ   (29-Nov-2026)       ||      ଗୁରୁ ଭଗବାନ ସାହୁଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶ୍ରଦ୍ଧାଞ୍ଜଳି ଷଷ୍ଠ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଆୟୋଜନ ନେଇ ଆଲୋଚନା   (29-Nov-2026)       ||      ଭକ୍ତ ପ୍ରହ୍ଲାଦଙ୍କ ଅଟଳ ଭକ୍ତି ଓ ଭଗବାନ ନୃସିଂହଙ୍କ ଅବତାର କଥା ଶୁଣି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ   (29-Nov-2026)       ||      ତୃତୀୟ ତ୍ରି-ଦିବସୀୟ ଶିକ୍ଷଣ କର୍ମଶାଳା ‘ଉନ୍ମେଷ’ ଉଦ୍‌ଯାପିତ -ମାଟ୍ରିକ୍‌ ପରୀକ୍ଷାରେ A1 ଗ୍ରେଡ୍‌ ଲକ୍ଷ୍ୟ ନେଇ ୨୦୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ   (29-Nov-2026)       ||      ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ୨୦୨୬-୨୭ ନେଇ ସମ୍ବଲପୁରରେ ରାଜନୈତିକ ଦଳ ଙ୍କ ସହିତ ବୈଠକ ଅନୁଷ୍ଠିତ   (28-Nov-2026)       ||      ଗୋପବନ୍ଧୁ ନଗର ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Nov-2026)       ||      GIETରେ ଗୁଣାତ୍ମକ ବୈଷୟିକ ଶିକ୍ଷା, ଗବେଷଣା ଓ ନିଯୁକ୍ତି ଉପରେ ଗୁରୁତ୍ୱ ଶିଳ୍ପାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ ଦକ୍ଷ ଛାତ୍ରଛାତ୍ରୀ ଗଢ଼ିବା ଲକ୍ଷ୍ୟ   (28-Nov-2026)       ||      ସୋନପୁର ଅସ୍ଥାୟୀ ବସଷ୍ଟାଣ୍ଡ୍‌କୁ ଆଜି ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଶ୍ରୀ ଦେବାଶିଷ୍ ସିଂ   (28-Nov-2026)       ||      *ୟୁଥ୍ ରେଡ୍ କ୍ରସ୍ ପକ୍ଷରୁ ମହିଳା ସ୍ଵାସ୍ଥ୍ୟ ସଚେତନତା ଶିବିର*- *ନାରୀ ସୁସ୍ଥ ରହିଲେ ଏକ ସୁସ୍ଥ ସମାଜ ଓ ରାଷ୍ଟ୍ର ଗଠନ ହୋଇ ପାରିବ*- - *ଜିଲ୍ଲାପାଳ*   (28-Nov-2026)       ||      ପାପଡ଼ାହାଣ୍ଡିରେ "କନ୍ୟାରତ୍ନ ଦିବସ ନିଆରା ଢଙ୍ଗ " ରେ ପାଳନ ଓ ଶପଥ ପାଠ ଗ୍ରହଣ   (28-Nov-2026)       ||      *ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ୮୫ତମ ଜନ୍ମ ଜୟନ୍ତୀ ପାଳିତ*   (28-Nov-2026)       ||      ଫ୍ୟୁଜନ୍ ଶକ୍ତି ବିଶ୍ୱକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବ: ପ୍ରଫେସର ଡେଭିଡ୍ ଗ୍ୟାନ୍ ୟୁକେ ଫ୍ୟୁଜନ୍ ଏନର୍ଜି ଲିମିଟେଡ୍‌ର ଅଧ୍ୟକ୍ଷ ତଥା ସ୍ୱଚ୍ଛ ଶକ୍ତି ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଜଣେ ବିଶ୍ୱସ୍ତରୀୟ ଅଗ୍ରଦୂତ   (28-Nov-2026)       ||      ଦୁର୍ଗାପାଲି ଠାରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ   (28-Nov-2026)       ||      ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ    (28-Nov-2026)       ||      ସିନାପାଲି କୁସୁମଜୋର ଗ୍ରାମ ପଞ୍ଚାୟତରେ ‘ନୂଆପଡ଼ା ଉନ୍ମେଷ’ କାର୍ଯ୍ୟକ୍ରମ : ଶ୍ରମ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ   (28-Nov-2026)       ||     

HOME   ଜିଲ୍ଲା

ଡୁଙ୍ଗୁରିପାଲି: ଅଧ ଘଣ୍ଟା ବ୍ୟବଧାନରେ ମା ପୁଅ ଆଖି ବୁଜିଲେ

21-Mar-2026



ଡୁଙ୍ଗୁରିପାଲି(ଆରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ବ୍ଲକ ସହଲା ଗ୍ରାମରେ ଏକ ଅଭାବନୀୟ ଦୁଃଖଦ ଖବର ଦେଖିବାକୁ ମିଳିଛି।ମା ଓ ପୁଅଙ୍କର ମୃତ୍ୟୁ ଅଧ ଘଣ୍ଟା ବ୍ୟବଧାନ ରେ ହୋଇଛି । ପୁତ୍ର ରମେଶ ବାରିକ, ବୟସ ୫୩ ମୃତ୍ୟୁ -ସକାଳ ୫. ୫ମି. ରେ ହୋଇଥିବା ବେଳେ ମାତା -ବିଳାସ ବାରିକ, ବୟସ ୭୬, ମୃତ୍ୟୁ -ସକାଳ ୬ଘଣ୍ଟା. ରେ ହୋଇଥିଲା।ବଡ଼ ପୁତ୍ର ତଥା ବଡ ନାତି ଭାବରେ ନଗେଶ ବାରିକ ଉଭୟଙ୍କୁମୁଖାଗ୍ନି ଦେଲେ. ମୃତ୍ୟୁଶଯ୍ୟାରେ ପୁତ୍ର ପୁତୁରା ନାତି ନାତୁଣୀ ବହୁ, ଝିଅ ଜୋଇଁ, ବନ୍ଧୁ ପରିଜନ ଶେଷଦର୍ଶନ କରି ଶତାଧିକ ଲୋକ ଶବଦାହରେ ଉପସ୍ଥିତ ଥିଲେ। ଏଭଳି ଏକ ଆକସ୍ମିକ ହୃଦୟବିଦାରକ ଘଟଣାରେ ସମସ୍ତେ ସ୍ତମ୍ଭିଭୂତ ହୋଇଯାଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ପକ୍ଷରୁ ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ୧୭ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ,ଆୟାଂଶ ମିଶ୍ର ପ୍ରଥମ   29-Nov-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୩୦ତମ ବାର୍ଷିକ କ୍ରୀଡ଼ା -୨୦୨୬   29-Nov-2026
  ଜିଲ୍ଲା  
*ସହକାରୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପରିସରରେ ଚାଷୀମାନଙ୍କୁ ଆଳୁ ବିହନ ବଣ୍ଟନ କଲେ ବିଧାୟକ*   29-Nov-2026
  ଜିଲ୍ଲା  
*ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ନେଇ ଗଠନ ହେଲା ବାବା ପାତାଳେଶ୍ବର ମନ୍ଦିର କମିଟି*   29-Nov-2026
  ଜିଲ୍ଲା  
ମହଦା ଗ୍ରାମପଞ୍ଚାୟତ ଯାଦବ ସମାଜର ସାଧାରଣ ବୈଠକ ଅନୁଷ୍ଠିତ   29-Nov-2026
  ଜିଲ୍ଲା  
ଜିଲ୍ଲାରେ ‘ନିଶାମୁକ୍ତ ଯୁବା ବିକଶିତ ଭାରତ ପାଇଁ ସଂକଳ୍ପ ଅଭିଯାନ’ ଶୁଭାରମ୍ଭ ରାଲି ଓ ଶପଥ ପାଠ ମାଧ୍ୟମରେ ଆରମ୍ଭ ହେଲା ୧୦୦ ଦିନିଆ ଅଭିଯାନ   29-Nov-2026
  ଜିଲ୍ଲା  
ଗୁରୁ ଭଗବାନ ସାହୁଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶ୍ରଦ୍ଧାଞ୍ଜଳି ଷଷ୍ଠ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଆୟୋଜନ ନେଇ ଆଲୋଚନା   29-Nov-2026
  ଜିଲ୍ଲା  
ଭକ୍ତ ପ୍ରହ୍ଲାଦଙ୍କ ଅଟଳ ଭକ୍ତି ଓ ଭଗବାନ ନୃସିଂହଙ୍କ ଅବତାର କଥା ଶୁଣି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ   29-Nov-2026
  ଜିଲ୍ଲା  
ତୃତୀୟ ତ୍ରି-ଦିବସୀୟ ଶିକ୍ଷଣ କର୍ମଶାଳା ‘ଉନ୍ମେଷ’ ଉଦ୍‌ଯାପିତ -ମାଟ୍ରିକ୍‌ ପରୀକ୍ଷାରେ A1 ଗ୍ରେଡ୍‌ ଲକ୍ଷ୍ୟ ନେଇ ୨୦୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ   29-Nov-2026
  ଜିଲ୍ଲା  
ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ୨୦୨୬-୨୭ ନେଇ ସମ୍ବଲପୁରରେ ରାଜନୈତିକ ଦଳ ଙ୍କ ସହିତ ବୈଠକ ଅନୁଷ୍ଠିତ   28-Nov-2026
  ଜିଲ୍ଲା  
ଗୋପବନ୍ଧୁ ନଗର ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Nov-2026
  ଜିଲ୍ଲା  
GIETରେ ଗୁଣାତ୍ମକ ବୈଷୟିକ ଶିକ୍ଷା, ଗବେଷଣା ଓ ନିଯୁକ୍ତି ଉପରେ ଗୁରୁତ୍ୱ ଶିଳ୍ପାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ ଦକ୍ଷ ଛାତ୍ରଛାତ୍ରୀ ଗଢ଼ିବା ଲକ୍ଷ୍ୟ   28-Nov-2026

You Might Also Like