-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ରାଜ୍ୟ

କନକବର୍ଦ୍ଧନଙ୍କ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି, ବଡଆନ୍ଦୋଳନ ଚେତାବନୀ

12-Jan-2026



ବଲାଙ୍ଗିର(ପ୍ରେରଣା ଖବର): ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟକୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଚାଷୀଙ୍କ ପ୍ରତି ଦେଇଥିବା ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଦାବି ହେଉଛି। ଗତ କିଛିଦିନ ତଳେ ବରଗଡ ଧନୁଯାତ୍ରା ମଞ୍ଚରେ କନକବର୍ଦ୍ଧନ ସିଂଦେଓ ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ କରୁଥିବା ଚାଷୀମାନେ ନୌଟଙ୍କି କରୁଛନ୍ତି ବୋଲି ମନ୍ତବ୍ୟ ଦେଇଥିଲେ । ଏହାପରେ ଦୁଇଦିନ ତଳେ ସବୁର୍ଣ୍ଣପୁର ଜିଲ୍ଲାର ମହିମା ଲୋକଉତ୍ସବ ମଞ୍ଚରେ ଚାଷିଙ୍କୁ ଦଲାଲ ଆଖ୍ୟାଦେବା ସହିତ ବରଗଡପ ଜିଲ୍ଲରେ ଚାଷି ବିଷାକ୍ତଧାନ ଉତ୍ପାଦନ କରୁଛନ୍ତି ବୋଲି ମନ୍ତବ୍ୟ ଦେଇଥିଲେ । ଏହା ସହିତ ବରଗଡରେ କିଛିଚାଷିନେତାଙ୍କୁ ଆକ୍ରମଣ ହୋଇଥିବା ବେଳେ ସୋନପୁରରେ ନବନିର୍ମାଣ କୃଷକସଂଗଠନର ଚାଷୀନେତାଙ୍କୁ ମନ୍ତ୍ରୀ ତଥା ପୋଲିସ ସାମନାରେ ବିଜେପିଗୁଣ୍ଡା ଆକ୍ରମଣ କରି ଲହୁଲୁହାଣ କରିଦେଲେ । ଏହି ଘଟଣାକୁ ନେଇ ଆଜି ବଲାଙ୍ଗୀର ମିଳିତକୃଷକ ମଞ୍ଚ ଏକ ସାମ୍ବାଦିକ ସମ୍ବିଳନୀ କରି ତୀବ୍ର ନିନ୍ଦା କରିବା ସହିତ ଉପମୁଖ୍ୟମନ୍ତ୍ରୀ ଚାଷୀଙ୍କ ଉପରେ ଦେଇଥିବା ଦାୟିତ୍ୱହୀନ ମନ୍ତବ୍ୟକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରାଯାଇଛି । ମିଳିତ କୃଷକମଞ୍ଚର ଆବାହକ ଆକାଶ ମିଶ୍ରଙ୍କ ଆବାହକତ୍ୱ ଓ ଜିଲ୍ଲା କୃଷକ ମହାସଂଘର ସଭାପତି ଜତି ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ବିଳନୀ ରେ ନବନିର୍ମାଣ କୃଷକସଂଗଠନର ବଲାଙ୍ଗୀର ଜିଲ୍ଲା ସଭାପତି ହିମାଂଶୁଶେଖର ସାହୁ,ଜିଲ୍ଲା କୃଷକସଂଗଠନର ସଭାପତି ବିଭୁଦତ୍ତ ମିଶ୍ର, ଜିଲ୍ଲା କୃଷକ ମହାସଂଘର ସଂପାଦକ ସୌମେନ୍ଦ୍ର ପରିଚ୍ଛା, ଜିଲ୍ଲା କୋସଲୀ କୃଷକସଂଘର ସଭାପତି କୌସ୍ତୁଭ ସାହୁ ଓ କିଷାନସେଲର ମଧୁସୂଦନ କ୍ଷେତି ପ୍ରମୁଖ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନଙ୍କ ମନ୍ତବ୍ୟକୁ ତୀବ୍ରନିନ୍ଦା କରିଛନ୍ତି । ଜତି ପଧାନ କହିଛନ୍ତି ଯେ,କନକବର୍ଦ୍ଧନ ସିଂଦେଓ ଦାୟିତ୍ୱହୀନ ମନ୍ତବ୍ୟ ଦେଇ ଚାଷୀକୂଳକୁ ଅପମାନିତ କରିଛନ୍ତି । ବିଜେପିଦଳ ନିର୍ବାଚନ ପୂର୍ବରୁ ଗୋଟିଏ କଥା ଓ ନିର୍ବାଚନ ପରେ ଗୋଟିଏ କଥା କହୁଛି । ଗତ ୨୦୧୫ ମସିହାରେ ବିଜେଡି ଶାସନ ଥିବା ବେଳେ ବିଜେପିଦଳ କୃଷିମନ୍ତ୍ରୀଙ୍କୁ ବଲାଙ୍ଗୀରରେ ଅଣ୍ଡାମାଡ କରିଥିଲା । କିନ୍ତୁ ଆଜି ଚାଷିମାନେ ନିଜ ହକପାଇଁ ପ୍ଲାକାର୍ଡ ପ୍ରଦର୍ଶନ କଲେ ତାଙ୍କୁ ଗୁଣ୍ଡା ଲଗାଇ ପିଟାଯାଉଛି । ଦେଶରେ ଗଣତାନ୍ତ୍ରୀକ ଶାସନ ଚାଲିଥିଲେ ହେଁ କନକବର୍ଦ୍ଧନ ସିଂଦେଓ ନିଜକୁ ମହାରାଜ ଓ ତାଙ୍କର ରାଜାଡି ଶାସନ ଚାଲିଛି ଭାବୁଛନ୍ତି ବୋଲି ଶ୍ରୀ ପଧାନ କହିଛନ୍ତି । ଠିକ ସେହିପରି ନବନିର୍ମାଣ କୃଷକସଂଗଠନର ହିମାଂଶୁଶେଖର ସାହୁ ତାଙ୍କ ବକ୍ତବ୍ୟରେ ବରଗଡ ଓ ସୋନପୁରରେ ଶ୍ରୀ ସିଂଦେଓ ଦେଇଥିବା ମନ୍ତବ୍ୟକୁ ନୀନ୍ଦାକରି ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ଏହା ସହିତ ଚାଷୀନେତାଙ୍କୁ ବିଜେପି ଗୁଣ୍ଡାମାନଙ୍କ ଦ୍ୱାରା ମାଡମରା ଘଟଣାକୁ ନିନ୍ଦା କରି ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ କରାନ୍ତୁ ବୋଲି ଦାବି କରିଛନ୍ତି ।ଚାଷୀ ସଂଗଠନର ବିଭୂଦତ୍ତ ମିଶ୍ର ମଧ୍ୟ ସୋନପୁରରେ ପୋଲିସ ଉପସ୍ଥିତିରେ ମାଡ ଘଟଣାକୁ ତୀବ୍ରସମାଲୋଚନା କରିଥିଲେ । ଆବାହକ ଆକାଶ ମିଶ୍ର କହିଛନ୍ତି ଯେ,ଗଣତାନ୍ତ୍ରୀକ ରାଷ୍ଟ୍ରରେ ଚାଷିମାନେ ତାଙ୍କ ନ୍ୟାର୍ଯ୍ୟଦାବି ପାଇଁ ଆନ୍ଦୋଳନ କରିପାରିବେ । ସରକାର ଚାଷିଙ୍କ ସମସ୍ୟାର ସମାଧାନ କରିବା ପାଇଁ ଦାୟିତ୍ୱ ପାଇଛନ୍ତି । କିନ୍ତୁ ଦମନମୂଳକ ନୀତି ଆପଣେଇ ଚାଷୀ ଙ୍କୁ ଆକ୍ରମଣ କରିଚାଲିଲେ ଏହାର ଦୃଢପ୍ରତିବାଦ କରାଯିବ ଓ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ । ଧାନକିଣାକୁ ବ୍ୟବସ୍ଥିତ ନକଲେ ତଥା ରାଜ୍ୟସରକାରଙ୍କ ମନ୍ତବ୍ୟରେ ଶାଳିନତା ନରହିଲେ ଆସନ୍ତା ଜାନୁୟାରୀ ଶେଷବେଳକୁ ବଲାଙ୍ଗୀର ଜିଲ୍ଲାରେ ଭୟାବହ ଆନ୍ଦୋଳନ କରାଯିବ ଓ ସରକାର ସେଥିପାଇଁ ଦାୟି ରହିବେ ବୋଲି ଆକାଶ ମିଶ୍ର ଚେତାବନୀ ଦେଛନ୍ତି । ସେ ଆହୁରି କହିଥିଲେ ଯେ,ବିଜେପିଦଳ ଆଦାନୀ, ଆମ୍ବାନୀ ଭଳି କମ୍ପାନୀଙ୍କ ଦଲାଲି କରୁଥିବାରୁ କନକବର୍ଦ୍ଧନ ସିଂଦେଓଙ୍କୁ ସମସ୍ତଙ୍କୁ ସେଭଳି ଦଲାଲ ଦଲାଲ ଲାଗୁଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଧାନଚାଷ ନକରିବାକୁ ଚାଷୀଙ୍କୁ କହୁଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଦଲାଲ କହୁଛନ୍ତି। ସେହିପରି ଯୋଗାଣ ମନ୍ତ୍ରୀ ଦେଢଶହ କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରୀ କରୁଥିବା ଚାଷିଙ୍କୁ ବୋନସ ଦିଆଯିବ ନାହିଁ ବୋଲି କହୁଛନ୍ତି । ତେଣୁ ସରକାର ଧାନକିଣା ନେଇ ସ୍ପଷ୍ଟମତ ରଖୁନାହାଁନ୍ତି ଓ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ସରକାର ମାର୍ଚ୍ଚଶେଷ ବଦଳରେ ଜାନୁୟାରୀ କିମ୍ବା ଫେବୃୟାରୀ ୧୫ ସୁଦ୍ଧା ସମସ୍ତ ଚାଷୀଙ୍କ ଧାନ କିଣନ୍ତୁ ଯାହା ଫଳରେ ଚାଷୀ ରବିଧାନ ଚାଷ କରିପାରିବ ବୋଲି କହିଛନ୍ତି । ଧାନ ବଦଳରେ ବିକଲ୍ପ ମୁଗ,ବିରି ତଥା ଅନ୍ୟାନ୍ୟ ଚାଷ କରିବାକୁ ମୁଖ୍ୟମନ୍ତ୍ରୀ କହୁଛନ୍ତି । କିନ୍ତୁ ମୁଗଚାଷ ତଥା ଅନ୍ୟାନ୍ୟ ରବିଚାଷ ପାଇଁ କରାଯାଇଥିବା ଯୋଜନାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହେଉଥିବା ମଧୁସୂଦନ କ୍ଷେତି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like