-+91-9937148622 |

prerana_bgr@rediffmail.com |

  Saturday 6th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ    (05-Jun-2026)       ||      ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   (05-Jun-2026)       ||      ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    (05-Jun-2026)       ||      ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   (05-Jun-2026)       ||      ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ    (05-Jun-2026)       ||      ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ    (05-Jun-2026)       ||      ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   (05-Jun-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   (05-Jun-2026)       ||      *ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   (05-Jun-2026)       ||      ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   (05-Jun-2026)       ||      *ଜୁନ ୨୧ ଯୋଗ ଦିବସ ପାଳନ ପାଇଁ ଯୋଗ ପ୍ରୋଟୋକଲ ପ୍ରଶିକ୍ଷଣ ଶିବିର*   (05-Jun-2026)       ||      ସ୍ୱଚ୍ଛ ଗାଁ – ସୁରକ୍ଷିତ ଜଳବାୟୁ: ସିଂହପୁର ଗ୍ରାମସଭାରେ ସରପଞ୍ଚ ଶଶାଙ୍କ ଶେଖର ଖିଲାରଙ୍କ ସଚେତନତା ବାର୍ତ୍ତା    (05-Jun-2026)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାକୁ ପ୍ରକୃତି ମିତ୍ର ଓ ଆନନ୍ଦ ବଡ଼ପଣ୍ଡାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର    (05-Jun-2026)       ||      ଆସ ଆମେ ପଢ଼ିବା କାର୍ଯ୍ୟକ୍ରମ    (05-Jun-2026)       ||      ସମାଜସେବୀ ବିରଞ୍ଚି ନାରାୟଣ ଦାଶଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର    (05-Jun-2026)       ||      ଆଇ.ଟି.ଆଇ. କଲେଜରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ    (05-Jun-2026)       ||      ମାଲକାନଗିରିରେ ସରକାରୀ ଡାକ୍ତରଙ୍କ ପ୍ରାଇଭେଟ୍ ଚିକିତ୍ସାକୁ ଗୁରୁତ୍ୱ (ଗରିବ ଓ ମଧ୍ୟବିତ୍ତ ରୋଗୀ ଆର୍ଥିକ ଶୋଷଣର ଶିକାର)   (05-Jun-2026)       ||      କଟକ ବାଲିଯାତ୍ରା ତଳ ପଡ଼ିଆରେ ପ୍ରେମୀଯୁଗଳ ଏବଂ ମଦୁଆଙ୍କ ସହିତ ପିସିଆର ଭ୍ୟାନ୍ ର ଲୁଚିକାଳୀ ଖେଳେ ।   (05-Jun-2026)       ||     

HOME   ରାଜନୀତି

ପ୍ରାଥମିକ ସଦଶ୍ୟତା ପଦ ଛାଡିଲେ ରମେଶ ପୂଜାରୀ, ଉମେଶ ପୂଜାରୀ

16-Dec-2025



ସୁବର୍ଣ୍ଣପୁର ଜିଲ୍ଲାରେ ବିଜେଡି ସାଙ୍ଗଠନିକ ପଦବିରୁ ଯୁବ ନେତୃତ୍ୱଙ୍କ ଇସ୍ତଫା ଦେଵା ଏଵେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି | ସୁବର୍ଣ୍ଣପୁର ବିଜେଡି ଜିଲ୍ଲା ଉପ ସଭାପତି ଦାୟିତ୍ୱରେ ଥିବା ଶ୍ରୀ ରମେଶ ଚନ୍ଦ୍ର ପୂଜାରୀ ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି | ରମେଶ ଚନ୍ଦ୍ର ପୂଜାରୀ ଜିଲ୍ଲା ବିଜେଡି ଉପ ସଭାପତି ଦାୟିତ୍ୱରେ ଥିବା ବେଳେ ଜିଲ୍ଲା ସ୍ତରରେ ତଥା ଡୁଙ୍ଗୁରିପାଲି ବ୍ଳକ ଅଞ୍ଚଳରେ ତୃଣମୂଳ ସ୍ତରରେ ଦଳର ସଂଗଠନକୁ ସଦୃଢ଼ କରିବାରେ ବେସ ସକ୍ରିୟ ଥିଲେ |ସ୍ଥାନୀୟ ସମାଜ ସେବୀ ତଥା ବିଜେଡି ଯୁବ ସଂଗଠକ ଭାବେ ତାଙ୍କ ଭାଇ ଉମେଶ ପୂଜାରୀ ମଧ୍ୟ ବ୍ୟକ୍ତିଗତ ବ୍ୟବସାୟିକ ବ୍ୟସ୍ତତା ଯୋଗୁଁ ଦଳୀୟ ସାଙ୍ଗଠନିକ କାର୍ଯ୍ୟରୁ ବର୍ତ୍ତମାନ ମାନ ଦୁରେଇ ରହୁଥିବା ଦେଖିବାକୁ ମିଳୁଛି | ଏକଦା ଉଭୟ ଭାଇ ସ୍ଥାନୀୟ ବିଧାୟକ ନୀରଞ୍ଜନ ପୂଜାରୀଙ୍କ ବାମ ଡାହାଣ ହାତ ହୋଇ ଦକ୍ଷତାର ସହ ଜିଲ୍ଲାରେ ବିଜେଡି ସାଙ୍ଗଠନିକ ଦାୟିତ୍ୱକୁ ବହନ କରି ବିଧାୟକ ଶ୍ରୀ ପୂଜାରୀଙ୍କୁ ସହଯୋଗ କରୁଥିବା ବେଳେ ହଟାତ ଦୁଇ ଭାଇ ବିଜେଡି ସଂଗଠନରୁ ଦୁରେଇ ଯିବା ନିଶ୍ଚିତ ଭାବେ ସ୍ଥାନୀୟ ବିଧାୟକ ଶ୍ରୀ ପୂଜାରୀଙ୍କ ପାଇଁ ଏକ ବଡ଼ ଝଟକା ହେବ ବୋଲି ସାଧରଣରେ ଚର୍ଚ୍ଚା ଜୋର ହେଉଛି | ରାମପୁର ସରପଞ୍ଚ ମନୋଜ ପୁରୋହିତ ଜିଲ୍ଲା ଯୁବ ବିଜେଡି ଉପ ସଭାପତି ପଦରୁ ଏବଂ ଡୁଙ୍ଗୁରିପାଲି ବ୍ଳକ ସରପଞ୍ଚ ସଂଘ ସଭାପତି ପଦବୀରେ ଥିବା ବେଳେ ସେ ମଧ୍ୟ କାର୍ଯ୍ୟ ବ୍ୟସ୍ତତା ଦର୍ଶାଇ ସାଙ୍ଗଠନିକ କାର୍ଯ୍ୟକ୍ରମ ତଥା ଯୁବ ବିଜେଡି ଉପ ସଭାପତି ପଦ ତଥା ସରପଞ୍ଚ ସଂଘ ସଭାପତି ପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି ଶ୍ରୀ ପୂଜାରୀ |ତେବେ ନିଜ ବ୍ୟକ୍ତିଗତ କାରଣ ତଥା ନିଜସ୍ୱ ବ୍ୟବସାୟିକ କାର୍ଯ୍ୟ ବ୍ୟସ୍ତତା ହେତୁ ଉଭୟେ ସାଙ୍ଗଠନିକ କାର୍ଯ୍ୟ ପାଇଁ ସମୟ ଦେବାରେ ଅସମର୍ଥ ଥିବା ଦର୍ଶାଇ ସାଙ୍ଗଠନିକ ପଦବୀରୁ ଇସ୍ତଫା ଦେଇଥିବା ବେଳେ ଦଳର ପ୍ରାଥମିକ ସଦଶ୍ୟତା ପଦରୁ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି ଶ୍ରୀ ରମେଶ ଚନ୍ଦ୍ର ପୂଜାରୀ | ତେବେ ଶ୍ରୀ ପୂଜାରୀଙ୍କ  ହଠାତ ଏଭଳି ନିଷ୍ପତି ନେବା ଜିଲ୍ଲା ରାଜନୀତିରେ ବିରୋଧୀଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଥିବା ଆଲୋଚନା ହେଉଛି |ତେବେ ଆଗାମୀ ଦିନରେ ଏହାର ପ୍ରଭାବ କଣ ରହିବ ତାହା ଏଵେ ଡୁଙ୍ଗୁରିପାଲି ବ୍ଳକ ତଥା ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି |

( ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରୁ ଅରବିନ୍ଦ ମିଶ୍ରଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ   05-Jun-2026
  ଜିଲ୍ଲା  
ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   05-Jun-2026
  ଜିଲ୍ଲା  
ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    05-Jun-2026
  ଜିଲ୍ଲା  
ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   05-Jun-2026
  ଜିଲ୍ଲା  
ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ   05-Jun-2026
  ଜିଲ୍ଲା  
ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ   05-Jun-2026
  ଜିଲ୍ଲା  
ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   05-Jun-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   05-Jun-2026
  ଜିଲ୍ଲା  
*ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   05-Jun-2026
  ଜିଲ୍ଲା  
ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   05-Jun-2026

You Might Also Like