-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ରାଜ୍ୟ

‘‘ଖୋଲିନି ମଣ୍ଡି...କିନ୍ତୁ ମିଲକୁ ପଶୁଛି ବସ୍ତା ବସ୍ତା ଧାନ ଚାଉଳ’’

11-Dec-2025



ବଲାଙ୍ଗିର ଜିଲ୍ଳାରେ ମଣ୍ଡିର ଶୁଭାରମ୍ଭ କରାଯାଇଛି । କିନ୍ତୁ ସ୍ବାଭାବିକ ଭାବେ ମଣ୍ଡିରେ ଧାନକ୍ରୟ ପ୍ରକ୍ରୀୟା ଆରମ୍ଭ ହୋଇ ପାରିନାହିଁ । ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ, ଏହାର ଫାଇଦା ନେଉଛନ୍ତି ମିଲର୍ସ । ମିଲର୍ସ ମାନେ  ଦଲାଲ ମାନଙ୍କ ସହାୟତାରେ ବସ୍ତା ବସ୍ତା ଧାନ ଆଣି ମିଲରେ ଭର୍ତ୍ତି କରୁଛନ୍ତି । ସଇଁନ୍ତଲା ବ୍ଳକ ପିପରୁଟ ଠାରେ ଥିବା "ମହାବୀର ରାଇସମିଲ" ର ଏପରି  କଳାକାରନାମାର ଏକ ଭିଡିଓ କ୍ଲିପିଙ୍ଗ୍ଭ ଆମ ହାତରେ ଲାଗିଛି । ମିଲ ଭିତରକୁ ପଶୁଛି ବାହାର ଜିଲ୍ଳାରୁ ଆସିଥିବା ଶହ ଶହ ବସ୍ତା ଧାନ, ଚାଉଲ । ତେବେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଏନେଇ ଖବର ପହଁଞ୍ଚିବା ପରେ ଟିଟଲାଗଡ଼ ଏ.ସି.ଏସ.ଓଙ୍କୁ ତଦନ୍ତ ନିର୍ଦେଶ ଦେଇଛନ୍ତି l ବୁଧବାର ଦିନ ଏକ ପିକଅପ୍ ରେ ଧାନ ବୋଝେଇ ପିପରୁଟ ସ୍ଥିତ ମହାବୀର ରାଇସ ମିଲ୍ କୁ ପଶୁ ଥିଲା l ଏହି ସମୟରେ କିଛି ଗଣ ମାଧ୍ୟମ ପ୍ରତିନିଧି ପହଂଚି ଏନେଇ ଖୋଳତାଡ଼ କରି ଥିଲେ l ପିକ୍ଅପ୍ ଡ୍ରାଇଭର୍ ପିଣ୍ଟୁ ସାହୁଙ୍କୁ ପଚାରିଥିଲେ କିନ୍ତୁ ସେ ଗାଡିରେ କଣ ଅଛି ଜାଣି ନାହିଁ l ମାଲିକ ମିଲ୍ ରେ ଏହାକୁ ଦେଇ ଆସିବାକୁ କହିବାରୁ ଆଣିଛି ବୋଲି କହିଥିଲା l ପିକଅପ ଗାଡିରେ ଥିବା ବସ୍ତାରେ କଣ ଅଛି, ଜାଣିନାହାନ୍ତି ଡ୍ରାଇଭର । ଡ୍ରାଇଭରଙ୍କ ପ୍ରତିକ୍ରୀୟାରୁ ଜଣା ପଡିଯାଉଛି, ମିଲର କଳାକାରନାମା । ମିଲ ସାମ୍ନାରେ ଛିଡା ହୋଇଛି ପିକଅପ । ପିକଅପ ଭିତରେ ଅଛି ବସ୍ତା ବସ୍ତା ଧାନ, ଚାଉଳ । ଏ ଦୃଶ୍ୟ ହେଉଛି ବଲାଙ୍ଗିର ଜିଲ୍ଳା ସଇଁନ୍ତଲା ବ୍ଳକ ପିପରୁଟ ଠାରେ ଥିବା ମହାବୀର ରାଇସ ମିଲର । ବଲାଙ୍ଗିର ଜିଲ୍ଳାରେ ମଣ୍ଡି ଖୋଲିନଥିବା ବେଳେ, ବେଆଇନ ଭାବରେ ମିଲ ଭିତରକୁ ଅଣାଯାଉଛି ଧାନ ଓ ଚାଉଳ । ମିଲକୁ ପିକଅପ ଓ ଟ୍ରକରେ ଶହ ଶହ ବସ୍ତା ଧାନ ଚାଉଳ ଆସୁଥିବା ନେଇ ଖବର ଆସି ଥିଲା । ଆଉ ସତକୁ ସତ ଦେଖିବା ବେଳକୁ  କ୍ୟାମେରାରେ କଏଦ ହୋଇଥିଲା ପିକଅପ ଗାଡି  । ଡ୍ରାଇଭର କହୁଛି କଳହାଣ୍ଡି ଜିଲ୍ଳାରୁ ପିକଅପ ଗାଡି ଆଣିକି ଆସିଥିଲା । ବସ୍ତାରେ କଣ ଅଛି ଜାଣିନାହିଁ । କାଗଜପତ୍ର ଚାଉଳ ଥିବା ଲେଖାଯାଇଛି । କିନ୍ତୁ ଚାଉଳ ସହିତ ଧାନ ମଧ୍ୟ ମିଲ ଭିତରକୁ ନିଆଯାଉଥିବା ଜଣା ଯାଉଛି । ନିୟମ ଅନୁସାରେ, ମଣ୍ଡି ଖୋଲିବା ଆଗରୁ ମିଲ ଭିତରକୁ କୌଣସି ଚାଉଳ କିମ୍ବା ଧାନ ବୋଝେଇ ଗାଡି ଯାଇ ପାରିବ ନାହିଁ । କିନ୍ତୁ ଖୁଲମଖୁଲ୍ଲା ବେଆଇନ ଭାବରେ ମିଲରେ ଭର୍ତ୍ତି କରାଯାଉଛି ଧାନ ଓ ଚାଉଳ । ସରକାରଙ୍କୁ ଭୁଆଁ ବୁଲାଇ ବାକୁ ଯୋଜନା କରୁଛନ୍ତି ମିଲର୍ସ ।  ପ୍ରତିକ୍ରୀୟା ନେବାରୁ, ମହାବୀର ରାଇସ ମିଲ୍ ର ମାଲିକ ସଜ୍ଜନ ଅଗ୍ରୱାଲ ସନ୍ତୋଷ ଜନକ ଉତ୍ତର ରଖି ପlରିନଥିଲେ l
ବଲାଙ୍ଗିର ଜିଲ୍ଳା ରେ ଧାନମଣ୍ଡି ଖୋଲିନାହିଁ । ଧାନ ଖଳା ଗୁଡିକରେ ପଡିରହିଛି ଚାଷୀର ବସ୍ତା ବସ୍ତା ଧାନ । ଧାନ ଉଧାର କରି ଧାନ ଚାଷ କରିଥିବା ଚାଷୀକୁ ଏବେ ଟଙ୍କା ଦରକାର । ତେଣୁ ଚାଷୀ ବାଧ୍ୟ ହୋଇ କମ ମୂଳ୍ୟରେ ଦଲାଲ ହାତରେ ଧାନ ବିକ୍ରୀ କରିଦେଉଛି । ଆଉ ଦଲାଲ ମାନେ ମିଲ ମାଳିକ

ସହିତ ହାତ କରି, ମିଲକୁ ପଠାଉଛନ୍ତି ଧାନ । ଚାଷୀ ମାନେ ଅଭାବୀ ବିକ୍ରୀର ଶିକାର ହେଉଥିବା ବେଳେ, ମାଲେମାଲ ମିଲ ମାଳିକ । ସଇଁନ୍ତଲା ପିପରୁଟର ମିଲ ମାଳିକ ସଜନ ଅଗ୍ରୱାଲ ଙ୍କ ମହାବୀର ରାଇସ ମିଲ ବିରୋଧରେ ତଥ୍ୟ ପ୍ରମାଣ ଥାଇ ମଧ୍ୟ କୌଣସି ତଦନ୍ତ କରୁନାହିଁ ଜିଲ୍ଳା ପ୍ରଶାସନ କିମ୍ବା ଯୋଗାଣ ବିଭାଗ । ନିୟମ ମୁତାବକ ଯୋଗାଣ ବିଭାଗ ଓ ପ୍ରଶାସନର ମିଳିତ ଟିମ ମିଲ ଗୁଡିକୁ ଯାଂଚ କରିବା କଥା । କିନ୍ତୁ ସବୁକିଛି  ସଳାସୁତୁରା । ଶୀଘ୍ର ମିଲ ଉପରେ ଚଢଉ କରି ସିଲ କରିବାକୁ ଦାବୀ କରିଛନ୍ତି ଚାଷୀ । ଅନ୍ୟପଟେ ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀ, ରଞ୍ଜନ ପଣ୍ଡା ଅଭିଯୋଗର ତଦନ୍ତ କରିବା ପାଇଁ ଏ.ସି.ଏସ.ଓଙ୍କୁ ନିର୍ଦେଶ ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like