-+91-9937148622 |

prerana_bgr@rediffmail.com |

  Friday 13th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନର ଷଷ୍ଠତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ; ବିଶାଳ ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ   (12-Nov-2026)       ||      ୧୨ତମ ଭୀମପାହାଡ଼ ମହୋତ୍ସବର ଦ୍ୱିତୀୟ ରଜନୀରେ ‘ଉଦିଆଁ ଜହ୍ନ’ର ମନମୋହକ ସାଂସ୍କୃତିକ ପରିବେଷଣ   (12-Nov-2026)       ||      ଲଖନପୁର ବ୍ଲକରେ ମଧୁବାବୁ ପେନସନ୍ ଯୋଜନାର ନୂତନ ଭତ୍ତା ବଣ୍ଟନ; ୫୭୩ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କଲେ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ   (12-Nov-2026)       ||      ପାର୍କ ର ପୁନଃଉଦ୍ଧାର ପାଇଁ ବଲାଙ୍ଗୀର ପୌର ଅଧିକାରୀଙ୍କ ସହ ସାକ୍ଷାତ କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି    (12-Nov-2026)       ||      ଡବଲ ଇଞ୍ଜିନ ସରକାରର ପ୍ରତିଶ୍ରୁତି ପାଣିର ଗାର; ବଲାଙ୍ଗୀର ଜିଲ୍ଲାବାସୀଙ୍କୁ ଧୋକା ଦେଇଛନ୍ତି ସରକାର: ବିଜେଡି♦️ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କେବେ ? ଦେଓଗାଁ ଚିନିକଳ କାର୍ଯ୍ୟକ୍ଷମ ହେବ କେବେ ?   (12-Nov-2026)       ||      ଆରଟିଆଇ କର୍ମୀ ଓ ସାମ୍ବାଦିକ ସୁରଥ ବେହେରାଙ୍କୁ ଆକ୍ରମଣ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି♦️ ଘଟଣାକୁ ତୀବ୍ର ନିନ୍ଦା କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ଏସ୍‌ପିଙ୍କୁ ଲେଖିଲେ ଚିଠି   (12-Nov-2026)       ||      ଝାରସୁଗୁଡ଼ା ଜିଲ୍ଲାର ୫,୧୮୦ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ପ୍ରଦାନର ଶୁଭାରମ୍ଭ♦️ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (UPMP) ଉଦ୍‌ଘାଟିତ   (12-Nov-2026)       ||      ସୁକନ୍ୟା ସମୃଦ୍ଧି ଯୋଜନା ନିମନ୍ତେ ସଚେତନତା ଶିବିର   (12-Nov-2026)       ||      ୟୋନେକ୍ସ ସନରାଇଜ ଓସବା ୪୦ତମ ସିନିଅର ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଉଦଘାଟିତ   (12-Nov-2026)       ||      ମାତା ସ୍ୱର୍ଗତ ବିଶାଖା ତ୍ରିପାଠୀଙ୍କ ଦ୍ୱାଦଶାହ ଉତ୍ସଵରେ ଯୋଗ ଦେଲେ ବହୁ ପ୍ରଶାସକ ଓ ରାଜନେତା    (12-Nov-2026)       ||      ଆଗଲପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୁଭ ଉଦ୍‌ଘାଟନ   (12-Nov-2026)       ||      ବରଗଡ଼ ଚିନିକଳର ପୁନରୁଦ୍ଧାର ପାଇଁ ଅମିତ ଶାହଙ୍କ ପ୍ରତିଶ୍ରୁତି : ବାୟୋ-ଇଥାନଲ୍‌ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ବରଗଡ଼ ଆସିବାକୁ ସାଂସଦ ପ୍ରଦୀପ ପୁରୋହିତଙ୍କ ନିମନ୍ତ୍ରଣ   (12-Nov-2026)       ||      କଣ୍ଟାମାଳରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା   (12-Nov-2026)       ||      ଗଣ୍ଡାବାହାଲି ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ନୂଆପଡ଼ାଙ୍କୁ ଦାବିପତ୍ର   (12-Nov-2026)       ||      *ଡାବୁଗାଁ ଅଞ୍ଚଳରେ ଜିଓ ନେଟ୍‌ୱାର୍କ ସମସ୍ୟା ଯୋଗୁଁ ଡିଜିଟାଲ୍ ସେବା ଠପ୍, ଫୋନ୍ କଲ୍ ଓ ଇଣ୍ଟର୍ନେଟ୍ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ*   (12-Nov-2026)       ||      ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ର ଶିକ୍ଷା ବିଭାଗ ତରଫରୁ "ଜାତୀୟ ଶିକ୍ଷା ଦିବସ" ୨୦୨୬ ପାଳିତ   (11-Nov-2026)       ||      ଏସ୍ ଯୁଜେ ବୌଦ୍ଧ ଶାଖାର ବାର୍ଷିକୋତ୍ସବ ୨୯ରେ    (11-Nov-2026)       ||      ୮୬ ବର୍ଷରେ ଆଖି ବୁଜିଲେ ଭାଗବତପ୍ରେମୀ ମକରଧ୍ୱଜ ନାୟକ, ତାଙ୍କ ବିୟୋଗରେ ବଲାଙ୍ଗିରରୁ ଭାଲୁପାଲି ପର୍ଯ୍ୟନ୍ତ ଶୋକର ଛାୟା।   (11-Nov-2026)       ||      ଦାଦନ ଶ୍ରମିକଙ୍କ ସୁରକ୍ଷା, ଶିଶୁ ଶ୍ରମିକ ନିରାକରଣ ଓ ମହିଳା ଅଧିକାର ଉପରେ ଗୁରୁତ୍ୱାରୋପ   (11-Nov-2026)       ||      ବରିଷ୍ଠ ସାମ୍ବାଦିକ ଆହତ   (11-Nov-2026)       ||     

HOME   ଜିଲ୍ଲା

ୟୁଟ୍ୟୁବ୍ ଭର୍ସନର କୋସଲୀ ସର୍ଟ ଫିଲ୍ମ ‘ମୋର ମାଁ ‘ପ୍ରଦର୍ଶିତ

06-Oct-2025



ବଲାଙ୍ଗିର(ପ୍ରେରଣା ଖବର) ମାଁ ଓ ପୁଅର ଅନାବିଳ ସାସ୍ୱତ ପ୍ରେମ ବଳିଦାନ ପରି ରୋଚକ କାହାଣୀ ଉପରେ ଆଧାରିତ ନୁଆଁ କୋସଲୀ ସର୍ଟଫିଲ୍ମ ‘ମୋର ମାଁ’ ଦର୍ଶକ ମାନଙ୍କ ପାଇଁ ପ୍ରଦର୍ଶିତ ହୋଇଛି । ସ୍ଥାନୀୟ ଯାଦବ ଭବନ ଠାରେ ଗତକାଲି ଏହି ଫିଲ୍ମ ପ୍ରଦର୍ଶିତ ହୋଇଛି । ସୁରେଶ ଭୋଇ ଭୋଇ ନିର୍ଦ୍ଦେଶିତ ଏହି ଫିଲ୍ମରେ ମାଁ ଭୂମିକାରେ ଜଣାଶୁଣା ଅଭିନେତ୍ରୀ ଓ ଗାୟିକ ଅନୀତାଦାସ ତ୍ରିପାଠୀ ଅଭିନୟ କରିଥିବା ବେଳେ ଅନ୍ୟ ଭୂମିକାରେ ମୁରଲି ପତି, କପିଳେଶ୍ୱର ଖମାରୀ, ବେବି ବେହେରା, ଶଙ୍କର ତ୍ରିପାଠୀ, ଶୁଭେନ୍ଦ୍ରୁ, ଅନୁ, ପ୍ରିୟଙ୍କା, ଅଲ୍ପନା, ପ୍ରଶନ୍ନ, କର୍ଣ୍ଣ ଙ୍କ ସମେତ ଚାଇଲ୍ଡ ଆର୍ଟିଷ୍ଟ ଭାବରେ ସ୍ୱାସ୍ତିକ ଓ କ୍ରିଷ୍ଣା ଅଭିନୟ କରୁଛନ୍ତି । ଗୀତିକାର କପିଳେଶ୍ୱର ଖମାରୀଙ୍କ ରଚିତ ଗୀତକୁ ସଙ୍ଗୀତ ଓ ସ୍ୱରରେ ସଜାଇଛନ୍ତି ପଶ୍ଚିମଓଡ଼ିଶାର ଆଗଧାଡିର ଗାୟକ ପଙ୍କଜ ଜାଲ । ସ୍ୱାସ୍ତିକ ପ୍ରଡକ୍ସନ ନିବେଦିତ ଏକ ଘଂଟା ଅବଧିର ଏହି ଫିଲ୍ମର କାହାଣୀ ଓ କଳାକାର ମାନଙ୍କ ଅଭିନୟକୁ ଦର୍ଶକ ମାନେ ପସନ୍ଦ କରିବେ ବୋଲି ଟାଇଟଲ୍ ଭୂମିକାରେ ଅଭିନୟ କରିଥିବା କଳାକାର ଅନୀତା ଦାଶ ତ୍ରିପାଠୀ କହିଛନ୍ତି । ଗତକାଲି ସ୍ଥାନୀୟ ଯାଦବ ଭବନ ଠାରେ ଏହି ଫିଲ୍ମ ପ୍ରଦର୍ଶିତ ହେବା ପୂର୍ବରୁ ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ଓ ଟେକ୍‌ନିସିଆନ ଓ ନାଟ୍ୟପ୍ରେମୀ ମାନଙ୍କୁ ନେଇ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ରତନ ମେହେର ଯୋଗ ଦେଇ ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ହୋଇଥିବା ଏପରି ସିନେମାକୁ ଦର୍ଶକ ମାନେ ଦେଖିବା ସହ ନିଜର ଗଠନମୂଳକ ପ୍ରସ୍ତାବ ଦେଲେ କଳାକାର ମାନେ ଉତ୍ସାହିତ ହେବେ ଏବଂ ଆଗକୁ ଏହି ମାଟିରେ ଏପରି ଉନ୍ନତମାନର ସିନେମା ନିର୍ମାଣ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନର ଷଷ୍ଠତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ; ବିଶାଳ ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ   12-Nov-2026
  ଜିଲ୍ଲା  
୧୨ତମ ଭୀମପାହାଡ଼ ମହୋତ୍ସବର ଦ୍ୱିତୀୟ ରଜନୀରେ ‘ଉଦିଆଁ ଜହ୍ନ’ର ମନମୋହକ ସାଂସ୍କୃତିକ ପରିବେଷଣ   12-Nov-2026
  ଜିଲ୍ଲା  
ଲଖନପୁର ବ୍ଲକରେ ମଧୁବାବୁ ପେନସନ୍ ଯୋଜନାର ନୂତନ ଭତ୍ତା ବଣ୍ଟନ; ୫୭୩ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କଲେ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ   12-Nov-2026
  ଜିଲ୍ଲା  
ପାର୍କ ର ପୁନଃଉଦ୍ଧାର ପାଇଁ ବଲାଙ୍ଗୀର ପୌର ଅଧିକାରୀଙ୍କ ସହ ସାକ୍ଷାତ କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   12-Nov-2026
  ଜିଲ୍ଲା  
ଡବଲ ଇଞ୍ଜିନ ସରକାରର ପ୍ରତିଶ୍ରୁତି ପାଣିର ଗାର; ବଲାଙ୍ଗୀର ଜିଲ୍ଲାବାସୀଙ୍କୁ ଧୋକା ଦେଇଛନ୍ତି ସରକାର: ବିଜେଡି♦️ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କେବେ ? ଦେଓଗାଁ ଚିନିକଳ କାର୍ଯ୍ୟକ୍ଷମ ହେବ କେବେ ?   12-Nov-2026
  ଜିଲ୍ଲା  
ଆରଟିଆଇ କର୍ମୀ ଓ ସାମ୍ବାଦିକ ସୁରଥ ବେହେରାଙ୍କୁ ଆକ୍ରମଣ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି♦️ ଘଟଣାକୁ ତୀବ୍ର ନିନ୍ଦା କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ଏସ୍‌ପିଙ୍କୁ ଲେଖିଲେ ଚିଠି   12-Nov-2026
  ଜିଲ୍ଲା  
ଝାରସୁଗୁଡ଼ା ଜିଲ୍ଲାର ୫,୧୮୦ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ପ୍ରଦାନର ଶୁଭାରମ୍ଭ♦️ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (UPMP) ଉଦ୍‌ଘାଟିତ   12-Nov-2026
  ଜିଲ୍ଲା  
ସୁକନ୍ୟା ସମୃଦ୍ଧି ଯୋଜନା ନିମନ୍ତେ ସଚେତନତା ଶିବିର   12-Nov-2026
  ଜିଲ୍ଲା  
ୟୋନେକ୍ସ ସନରାଇଜ ଓସବା ୪୦ତମ ସିନିଅର ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଉଦଘାଟିତ   12-Nov-2026
  ଜିଲ୍ଲା  
ମାତା ସ୍ୱର୍ଗତ ବିଶାଖା ତ୍ରିପାଠୀଙ୍କ ଦ୍ୱାଦଶାହ ଉତ୍ସଵରେ ଯୋଗ ଦେଲେ ବହୁ ପ୍ରଶାସକ ଓ ରାଜନେତା   12-Nov-2026
  ଜିଲ୍ଲା  
ଆଗଲପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୁଭ ଉଦ୍‌ଘାଟନ   12-Nov-2026
  ଜିଲ୍ଲା  
ବରଗଡ଼ ଚିନିକଳର ପୁନରୁଦ୍ଧାର ପାଇଁ ଅମିତ ଶାହଙ୍କ ପ୍ରତିଶ୍ରୁତି : ବାୟୋ-ଇଥାନଲ୍‌ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ବରଗଡ଼ ଆସିବାକୁ ସାଂସଦ ପ୍ରଦୀପ ପୁରୋହିତଙ୍କ ନିମନ୍ତ୍ରଣ   12-Nov-2026

You Might Also Like