-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||      ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||     

HOME   ଜିଲ୍ଲା

ଅନ୍ତିମ ଦିବସ ରେ ଭବ୍ୟ ସ୍ୱାଗତ ହେଲା ବିକାଶ ବାହାନ ରଥ

22-Jun-2025



ପାଟଣାଗଡ଼ (ପୂର୍ଣ୍ଣ ଶଶି ଶେଖର ରାଓ )ରାଜ୍ୟରେ ଭାରତୀୟ ଜନତା ପାର୍ଟି ର ସରକାର ଗଠନ ହେବା ଏକ ବର୍ଷ ପୁରି ଯାଇଥିବା ବେଳେ ଏକ ବର୍ଷ ରେ ରାଜ୍ୟରେ ବିକାଶମୂଳକ ଯୋଜନା ଗୁଡିକୁ ଲୋକଙ୍କୁ ପଂହଁଇବା ପାଇଁ ସାରା ରାଜ୍ୟରେ ବିକାଶ ବାହାନ ପରିକ୍ରମା କରୁଅଛି!ଏହି ରଥ ଟି 12 ତାରିଖ ରୁ ବାହାରି ଥିବାବେଳେ ଆଜି ଅନ୍ତିମ ଦିବସରେ ପଂହଁଚିଥିବା ବେଳେ ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକ ର ତିନୋଟି ଗ୍ରାମ ପଞ୍ଚାୟତ ରେ ରଥ କୁ ଭବ୍ୟ ସ୍ୱାଗତ କରାଯାଇଥିଲା!ପ୍ରଥମେ ସଲଣ୍ଡି ଗ୍ରାମ ପଞ୍ଚାୟତ ରେ ପଂହଁଚି ଥିବା ବେଳେ ସରପଞ୍ଚ ଜଗବନ୍ଧୁ ବେହେରା ଙ୍କ ନେତୃତ୍ୱ ରେ ପିଇଓ ଅନୁରାଧା ସାହୁ, ଏଡିଇଓ ପ୍ରତାପ ମିଶ୍ର, ଯୋଗାଣ ସହାୟିକା, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସି ଆର ପି, ଏମ ବି କେ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ଜନସାଧାରଣ କୀର୍ତ୍ତନ କରି ରଥଟିକୁ ସ୍ୱାଗତ ଜଣାଇଥିଲେ!ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେଶ କୁମାର ମେହେର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଥୀ ସାହୁ, ବରିଷ୍ଠ ବିଜେପି ନେତା ତେଜରାଜ ବେହେରା,ବିଜେପି ନେତା ଲଳିତ ମିର୍ଦ୍ଧା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାହୁ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବିଦ୍ୟୁତ ପ୍ରଭା ନାଗ, ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ରଥ, ସାମାଜିକ ସୁରକ୍ଷା ବିଭାଗ ରୁ ସୁରଜ ପଟେଲ, ବି ପି ଏମ ନୀଳମାଧବ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ!ଏଲ ଇ ଡ଼ି ମାଧ୍ୟମରେ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରାଯାଇଥିଲା!ଏବଂ  ସରକାର ଙ୍କ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଥିବା ନୂଆ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ଅନ୍ତୋଦୟ ଯୋଜନାରେ ଆବାସ ଗୃହ କାର୍ଯ୍ୟାଦେଶ 5 ଜଣଙ୍କୁ, ଭତ୍ତା 8 ଜଣଙ୍କୁ,ଶ୍ରମିକ କାର୍ଡ 12ଜଣଙ୍କୁ ଏବଂ ରାସନ କାର୍ଡ 10 ଜଣଙ୍କୁ ପ୍ରଦାନ କରାଯାଇଛି!ନୋଡାଲ ଅଫିସର ପାଣ୍ଡବ ମଲ୍ଲିକ ମଞ୍ଚ ପରିଚାଳନ କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ!

ଦ୍ଵିତୀୟ ପର୍ଯ୍ୟାୟ ରେ ରଥ ଟି ଭରୁଆପାଲି ଗ୍ରାମ ପଞ୍ଚାୟତ କୁ ଆସିଥିବା ବେଳେ ସରପଞ୍ଚ ପଦ୍ମାବତୀ ବାଗ ଙ୍କ ନେତୃତ୍ୱ ରେ ପିଇଓ ବିଜୟ କୁମାର ମାଝୀ, ଯୋଗାଣ ସହାୟକ ଧୂବୁଲେଶ୍ୱର ଛତ୍ରିଆ, ଏଡିଇଓ ପ୍ରତାପ ମିଶ୍ର, ବୃନ୍ଦାବତୀ ଛତ୍ରିଆ ସମିତି ସଭ୍ୟା, କମ୍ୟୁନିଟି ହେଲଥ ଅଫିସର ଲିପଶା ପରିଡା ଓ ସ୍ୱାସ୍ଥ୍ୟ କର୍ମୀ, ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ସି ଆର ପି, ଏମ ବି କେ ଓ ଜନସାଧାରଣ ବିକାଶ ବାହାନ ରଥ କୁ ସ୍ୱାଗତ ଜଣାଇଥିଲେ!ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ରାଜେଶ କୁମାର ମେହେର, ଏବିଡ଼ିଓ ସାରଥୀ ସାହୁ, ବରିଷ୍ଠ ବିଜେପି ନେତା ତେଜରାଜ ବେହେରା, ଲଳିତ ମିର୍ଦ୍ଧା, ପୂର୍ବତନ ସମିତି ସଭ୍ୟ ପୁରୁନ୍ଦର ବାଗ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାହୁ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବିଦ୍ୟୁତ ପ୍ରଭା ନାଗ, ବିଜେପି ନେତା ମକୁନ୍ଦ ହଂସ, ବି ପି ଏମ ନୀଳମାଧବ ସାହୁ,ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ରଥ, ସାମାଜିକ ସୁରକ୍ଷା ବିଭାଗ ସୁରଜ ପଟେଲ ପ୍ରମୁଖ ମଞ୍ଚାସିନ ଥିଲେ!ଏଲ ଏ ଡ଼ି ମାଧ୍ୟମରେ ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରାଯାଇଥିବା ବେଳେ ସରକାର ଙ୍କ ଦ୍ୱାରା ଚୟନ ହୋଇଥିବା ନୂତନ ହିତାଧିକାରୀ ଙ୍କୁ ଅତିଥି ମାନଙ୍କ କର କମଳରେ ପ୍ରଦାନ କରାଯାଇଛି!ଅନ୍ତୋଦୟ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ 8 ଜଣ ହିତାଧିକାରୀ ଙ୍କୁ, ରାସନ କାର୍ଡ 12ଜଣଙ୍କୁ, ଜବ କାର୍ଡ 7 ଜଣଙ୍କୁ ଏବଂ ଭତ୍ତା 8 ଜଣଙ୍କୁ ପ୍ରଦାନ କରାଗଲା!ମଞ୍ଚ କୁ ନୋଡାଲ ଅଫିସର ପାଣ୍ଡବ ମଲ୍ଲିକ ପରିଚାଳନା କରିଥିଲେ ଏବଂ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ!
ଅନ୍ତିମ ଦିବସ ର ଅନ୍ତିମ ପର୍ଯ୍ୟାୟ ରେ ବେଲପଡା ବ୍ଲକ ସରମୁହାଣ ପଞ୍ଚାୟତ କୁ ବିକାଶ ବାହାନ ରଥ ଆସିଥିବା ବେଳେ ସରପଞ୍ଚ ନିର୍ମା ବାଗ ଙ୍କ ନେତୃତ୍ୱ ରେ ପିଇଓ, ଯୋଗାଣ ସହାୟକ, ଏଡିଇଓ, ଅନ୍ୟାନ୍ୟ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସି ଆର ପି, ଏମ ବି କେ ଓ ଜନସାଧାରଣ ବିକାଶ ବାହାନ ରଥ କୁ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି କୁନୁ ମୁଣ୍ଡା, ବିଧାୟକ ପ୍ରତିନିଧି ତନ୍ମୟ କୁମାର ଦାଶ ସମ୍ମାନିତ ଅତିଥି ଭାବେ ବିଡ଼ିଓ ରାଜେଶ ମେହେର, ଏବିଡ଼ିଓ ସାରଥୀ ସାହୁ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାହୁ, ବରିଷ୍ଠ ବିଜେପି ନେତା ତେଜରାଜ ବେହେରା, ଲଳିତ ମିର୍ଦ୍ଧା, ଯୁଗଳ କିଶୋର ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ରଥ, ସାମାଜିକ ସୁରକ୍ଷା ବିଭାଗ ର ସୁରଜ ପଟେଲ ପ୍ରମୁଖ ମଞ୍ଚାସିନ ଥିଲେ!ସରକାର ଙ୍କ ଯୋଜନାରେ ସାମିଲ ହୋଇଥିବା ନୂତନ ହିତାଧିକାରୀ ଙ୍କ ମଧ୍ୟରେ ରାସନ କାର୍ଡ 15 ଜଣ ଙ୍କୁ, ଜବ କାର୍ଡ ଜଣ ଙ୍କୁ, ଭତ୍ତା 9   ରୁ ବିଦାୟ ଦେଲେ!


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   24-Oct-2026
  ଜିଲ୍ଲା  
ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !    24-Oct-2026
  ଜିଲ୍ଲା  
ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   24-Oct-2026
  ରାଜ୍ୟ  
ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   24-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର   24-Oct-2026
  ଜିଲ୍ଲା  
ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   24-Oct-2026
  ଜିଲ୍ଲା  
ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   24-Oct-2026
  ଜିଲ୍ଲା  
ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ   24-Oct-2026
  ଜିଲ୍ଲା  
ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   24-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026

You Might Also Like