-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||     

HOME   ଜିଲ୍ଲା

ଅତାବିରା ଜଗନ୍ନାଥ ମନ୍ଦିର ର ସୁବର୍ଣ୍ଣ ଜୟନ୍ତୀ ପୂର୍ବରୁ... ପ୍ରସ୍ତୁତିର ସ୍ବର୍ଣ୍ଣିମ ଝଲକ

21-Mar-2025



ଅତାବିରା: ଅତାବିରା ସହର ଠାରୁ ବସ୍ତି ପର୍ଯ୍ୟନ୍ତ ଆଜି ଚଳ ଚଞ୍ଚଳ ।ଯୁବ ପୀଢ଼ି ଙ୍କ ମନରେ ଉତ୍ସାହ ଓ ଉତ୍କଣ୍ଠା , ସମସ୍ତେ ଆଜି କର୍ମତତ୍ପର ହୋଇ ଉଠିଥିବା ବେଳେ  ପରିଣତ ବୟସ ରେ ଉପନୀତ ହୋଇଥିବା ବୃଦ୍ଧ  ଓ ବୃଦ୍ଧା ଙ୍କ ମନରେ ଶ୍ରଦ୍ଧା ଓ  ଭକ୍ତି ଦ୍ଵିଗୁଣିତ ହେବା ସହ  ପୁଣିଥରେ ମନ୍ଦିର ର ପୁରୁଣା ଇତିହାସ  ତାଙ୍କ ଆଖିରେ  ଜୀବନ୍ତ ହୋଇ  ଆନନ୍ଦାଶ୍ରୁ  ହୋଇ ବହି ଯାଉଛି । ୧୭୦୦ ମସିହାରୁ ଯେଉଁ ମନ୍ଦିର ନିର୍ମାଣ ନିମନ୍ତେ ଲୋକେ ସ୍ବପ୍ନ ଦେଖିଥିଲେ, ତାହା ପୁରଣ ହୋଇଥିଲା ୧୯୭୪ ମସିହାରେ । ସେତେବେଳେ ପ୍ରଭୁ ଶ୍ରୀ ଜଗନ୍ନାଥ ପୂଜା

ପାଉଥିଲେ ଏକ ଚାଳ ଛପର କୁଡ଼ିଆରେ ।  ଆଜି କିନ୍ତୁ ପାଖାପାଖି ୧୯ ଏକର ଜମି ରହିଛି ମନ୍ଦିର ନାମରେ । ଏହି ମନ୍ଦିର ପାଇଁ ଅନେକ ବଦାନ୍ୟ ବ୍ୟକ୍ତି ସ୍ଵତଃ ସ୍ପୂର୍ତ୍ତ ଭାବରେ ଜମି ଦାନ କରିଥିଲେ, ସେମାନଙ୍କ ମଧ୍ୟରୁ  ହୁଏତ ଆଉ କେହି ଜୀବିତ ନାହାନ୍ତି , କିନ୍ତୁ ତାଙ୍କ ଦାନର ସ୍ମୃତି ସ୍ତମ୍ଭ ସ୍ୱରୂପ  ଆଜି ଏହି ଜଗନ୍ନାଥ ମନ୍ଦିର ଟି  ଛିଡ଼ା ହୋଇ ରହିଛି ।ଆସନ୍ତା ୨୧ ତାରିଖରୁ ଏହାର ସୁବର୍ଣ୍ଣ ଜୟନ୍ତୀ ଆରମ୍ଭ ହେବ । ଏ ନେଇ  ପ୍ରସ୍ତୁତି ଜୋର୍ ଧରିଛି ।
  ତିନି ଦିନ ଧରି ଚାଲିବ ଏହି ଜୟନ୍ତୀ ଉତ୍ସବ ।ଏଥିପାଇଁ  ବିଭିନ୍ନ ସ୍ଥାନ ଗୁଡିକ ବଛାଯାଇଛି । ନବ କୁଣ୍ଡିୟ ଯଜ୍ଞ ପାଇଁ ଯଜ୍ଞ ସ୍ଥଳୀ ରୂପେ ବଛାଯାଇଛି ମାଧବ ପ୍ରଧାନ ଙ୍କ ଜମି,  ପାରାୟଣ କାର୍ଯ୍ୟକ୍ରମ ପାଇଁ ନରସିଂହ ମନ୍ଦିର ସମ୍ମୁଖ ସ୍ଥାନ, ହେଲୋ କିଡ୍ସ ସ୍କୁଲ୍ ପାଖରେ ମୀନା ବଜାର ଓ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା  ପାଇଁ ସ୍ଥାନ ନିରୂପଣ କରାଯାଇ ତାର ସlଜ ସଜ୍ଜା  କାମ ଚାଲିଛି ।ସୁଦୂର ସମ୍ବଲପୁର ଜିଲ୍ଲାର ବାମରା ଅଞ୍ଚଳରୁ ୧୫ ଜଣ ମହିଳା ମାନେ  ଆସି ଯଜ୍ଞ କୁଣ୍ଡ ର ନିର୍ମାଣ, ଲିପା ପୋଛା  କାମରେ ଲାଗିଛନ୍ତି ।ସେହିପରି ଆକର୍ଷଣୀୟ ଆଲୋକ ସାଜସଜ୍ଜା ପାଇଁ ଅତାବିରା  ବ୍ଲକ ଅନ୍ତର୍ଗତ ତାଜଟିକ୍ରା ର ଲାଇଟ୍ ଆଣ୍ଡ ସାଉଣ୍ଡ  ପାଞ୍ଚ ଦିନ ହେଲା କାମରେ ଲାଗିଛନ୍ତି ।  ଅତାବିରା ସହର ତଥା ବସ୍ତି  ର  ଦକ୍ଷତା ସମ୍ପନ୍ନ  ବ୍ୟକ୍ତି ମାନଙ୍କୁ ଦାୟିତ୍ଵ ବଣ୍ଟନ ତଥା ଜୟନ୍ତୀ ମହୋତ୍ସବ କୁ ସୁଚାରୁ ରୂପେ ସଂପାଦନ ଓ ସଫଳ କରିବା ପାଇଁ  କାର୍ଯ୍ୟଭାର ମାନ ଅର୍ପଣ କରାଯାଇଛି । ଏହି ଜୟନ୍ତୀ ପାଇଁ ପ୍ରଚାର ପ୍ରସାର ମଧ୍ୟ

ଜୋର୍ ଧରିଛି ।କେମିତି ଅଧିକରୁ ଅଧିକ ଶ୍ରଦ୍ଧାଳୁ ଏହି ଜୟନ୍ତୀ ରେ ସାମିଲ ହୋଇ ଜଗନ୍ନାଥ ଙ୍କ ଦର୍ଶନ କରି ପାରିବେ ,ସେ ନେଇ ସୁରକ୍ଷା ଓ ଶୃଙ୍ଖଳା  ବ୍ୟବସ୍ଥା  ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି ।  ବିପୁଳ ଶ୍ରଦ୍ଧାଳୁ ଙ୍କ ଭିଡ଼  ଜମିବାର ସମ୍ଭାବନା  କରାଯାଉଛି, ତେଣୁ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି  , ସେମାନଙ୍କ ସୁରକ୍ଷା କୁ ପ୍ରାଥମିକତା ଦିଆଯାଉଥିବା  କର୍ମକର୍ତ୍ତା ମାନଙ୍କ ଠାରୁ ସୂଚନା ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026

You Might Also Like

           
  ଜିଲ୍ଲା  

ଗଣିତ ଗବେଷଣା