-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଜିଲ୍ଲା

ଧ୍ବଂସ ହେବାରେ ଲାଗିଛି ପ୍ରାକୃତିକ ସମ୍ପଦ ଭରା ଛତଦାଣ୍ଡି ■ ବେଆଇନ ବେଧଡ଼କ ଚାଳିଛି ବନ ଦୁର୍ଗା କ୍ରସର୍

20-Mar-2025



ଟ୍ରାକ୍ଟର ବଦଳରେ ଚେନ୍ ମେସିନ୍ ରେ  ବ୍ଳାଷ୍ଟିଙ୍ଗ କରୁଛି ମାଫିଆ ■  ନୀରବଦ୍ରଷ୍ଟା ଖଣି ବିଭାଗ ଓ ତହସିଲ କର୍ତ୍ତୃପକ୍ଷ !

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ରହିଛି ବଣ ପାହାଡରେ ଘେରା ଛତଦାଣ୍ଡି ସଂରକ୍ଷିତ ଜଙ୍ଗଲ। ପାହାଡ ଉପରେ  ଏକ ଝରଣା ବୋହି ଆସୁଛି l ପ୍ରାକୃତିକ ସୌନ୍ଦର୍ଯ୍ୟ ତଳେ ରହିଛି ଏକ ଡେମ୍ । ତାର ପ୍ରକୃତିକୁ ଉପଭୋଗ କରିବାକୁ ପ୍ରତ୍ୟେକ ଦିନ ଛତଦାଣ୍ଡି ସଂରକ୍ଷିତ ଜଙ୍ଗଲର ଛତରଙ୍ଗ ଡେମ୍ କୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ବର୍ତ୍ତମାନ ସରକାର ତାହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଅଞ୍ଚଳବାସୀ ଦାବୀ କରୁଥିବା ବେଳେ ସେହି ବଣ ପାହାଡ ଘେରା ଛତଦାଣ୍ଡି ସଂରକ୍ଷିତ ଜଙ୍ଗଲ ପାହାଡ ଉପରେ ପଡିଛି ପଥର ମାଫିଆଙ୍କ ନଜର। ଛତଦାଣ୍ଡି ସଂରକ୍ଷିତ ବଣ ପାହାଡ ତଳେ ଦୁଇ ପଥର ମାଫିଆ କ୍ରସର ସ୍ଥାପନ କରି ବେଧଡ଼କ ଭାବେ ବର୍ଷ ବର୍ଷ ଧରି ବେଆଇନ ପଥର ବ୍ଳାଷ୍ଟିଙ୍ଗ କରୁଥିବା ବେଳେ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ଧ୍ବଂସ ହେବାରେ ଲାଗିଛି। ସୂଚନା ଅନୁସାରେ ଛତଦାଣ୍ଡି ସଂରକ୍ଷିତ ଜଙ୍ଗଲର ମହଖଣ୍ଡ ଅଞ୍ଚଳରେ ଚାଳିଛି ବେଧଡ଼କ ବେଆଇନ କ୍ରସର ବେପାର l ପଥର ମାଫିଆ ମାନେ ସରକାରୀ ନିୟମ ଉଲଙ୍ଘନ କରି ତାଙ୍କ କାୟା ବିସ୍ତାର କରି ଚାଳିଛନ୍ତି। ବଙ୍ଗୋମୁଣ୍ଡା ତହସିଲ ଅନ୍ତର୍ଗତ ସାନଗମଡାରେ ରହିଛି ବନଦୁର୍ଗା କ୍ରସର l ଛତଦାଣ୍ଡି ସଂରକ୍ଷିତ ଜଙ୍ଗଲର ପାହାଡରେ ଚାଳିଛି ବେଆଇନ ବ୍ଳାଷ୍ଟିଙ୍ଗ। ତାର ଧ୍ୱନୀ ରେ କମ୍ପୁଛି ସାରା ଅଞ୍ଚଳ l ଅନେକ ଲୋକେ ଭୟଭୀତ ଅବସ୍ଥା ରେ ରହିଥିବା ବେଳେ ସେହି ରାସ୍ତା ଦେଇ ଯାତାୟତ କରିବାକୁ ନିରାପଦ ମଣୁ ନାହାନ୍ତି ଲୋକେ। ପଥର ମାଫିଆଙ୍କ ବ୍ଳାଷ୍ଟିଙ୍ଗ କରିବାର କୌଣସି ସମୟ ସୀମା ନାହିଁ l ମନଇଚ୍ଛା ବ୍ଳାଷ୍ଟିଙ୍ଗ କରୁଥିବା ବେଳେ କୌଣସି ଡାକବାଜୀ ଯନ୍ତ୍ରରେ ଘୋଷଣା ମଧ୍ଯ କରୁନାହାଁନ୍ତି। ଅନ୍ୟପକ୍ଷରେ ଏହି ପଥର ଖଣି ବ୍ଳାଷ୍ଟିଙ୍ଗ କରିବାକୁ ସରକାରୀ ନିୟମ ଅନୁସାରେ ଟ୍ରାକ୍ଟରରେ ହୋଲ୍ଡ କରାଯାଇଥାଏ ଯାହାକି ୩ ଫୁଟ ଯାଏ ପଥର ବ୍ଳାଷ୍ଟିଙ୍ଗ ହୋଇଥାଏ କିନ୍ତୁ ସାନଗମଡା ଗାଁ ରେ ଥିବା ବନ ଦୁର୍ଗା କ୍ରସର ମାଳିକ ଟ୍ରାକ୍ଟରରେ ହୋଲ୍ଡ କରିବା ବଦଳରେ ବେଆଇନ ଭାବେ ଚେନ୍ ମେସିନ୍ ଲଗାଇ ହୋଲ୍ଡ କରୁଛନ୍ତି। ଯାହାଫଳ ରେ ତଳକୁ ପ୍ରାୟ ୧୨ ଫୁଟ ରୁ ଉର୍ଦ୍ଧ୍ବ ବ୍ଳାଷ୍ଟିଙ୍ଗ ହେଉଛି।  ବ୍ଳାଷ୍ଟିଙ୍ଗ ଧ୍ୱନୀ ଯୋଗୁଁ ସାରା ଅଞ୍ଚଳରେ କମ୍ପନ ସୃଷ୍ଟି ହେଉଛି। କ୍ରସର ମାଳିକ ଜଣକ ପ୍ରତିଦିନ ୨ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ପଥର ଦିନ ତମାମ ଖନନ କରୁଥିବା ନଜର ହେଉଛି। ଯେଉଁ ବନ ଦୁର୍ଗା କ୍ରସର ମାଳିକ ପଥର ଖଣି ବ୍ଳାଷ୍ଟିଙ୍ଗ ଅନୁମତି ନେଇଛନ୍ତି ବାସ୍ତବ ରେ ସେ କେତେ କିବି ମିଟର ପାଇଁ ଅନୁମତି ନେଇଛନ୍ତି ଏବଂ ବର୍ତ୍ତମାନ ସେ କେତେ କିବି ମିଟର ପଥର ବ୍ଳାଷ୍ଟିଙ୍ଗ କରି ସାରିଛନ୍ତି ତାହା ତଦନ୍ତସାପେକ୍ଷ ଅଟେ। ଅନେକ ସମୟରେ କିଛି ସରକାରୀ କର୍ମଚାରୀଙ୍କୁ ପଥର ମାଫିଆ ଓ କ୍ରସର ମାଳିକ ମାନେ ହାତଗୁଞ୍ଜା ଦେଇ ମନଇଛା ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ହରିଲୁଟ କରୁଛନ୍ତି। ବନଦୁର୍ଗା କ୍ରସର ପଥର ଗୁଣ୍ଡ ପ୍ରଦୁଷଣ ବୃଦ୍ଧି ପାଉଥିବା ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। କ୍ରସର ମାଲିକଙ୍କୁ ସ୍ଥାନୀୟ ଲୋକେ ଅଭିଯୋଗ କଲେ ଯାହା କରିବା ଅଛି କର ମୋ କିଏ କିଛି କରିପାରିବେ ନାହିଁ, ବଡବଡ ରାଜନେତାଙ୍କ ସହ ମୋର ଘନିଷ୍ଠ ସମ୍ପର୍କ ବୋଲି ସେ କହିଥାନ୍ତି। ଏ ନେଇ ବଲାଙ୍ଗୀର ଖଣି ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଆମେ ଯୋଗାଯୋଗ କରିଥିଲୁ ହେଳେ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ବଲାଙ୍ଗୀର ଜିଲ୍ଲାପାଳ ନଜର ଦେଇ ଏହା ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like