-+91-9937148622 |

prerana_bgr@rediffmail.com |

  Saturday 28th November 2026 |

| | | |

R.N.I. Regd No. ODIODI/2010/46693

Breaking News

ନାରୀ ସେବା ସଂଘର ପରିବାର ପରାମର୍ଶ କେନ୍ଦ୍ରର ସଫଳତା   (28-Nov-2026)       ||      ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସମ୍ବଲପୁରଠାରୁ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ଯାତ୍ରା   (27-Nov-2026)       ||      ବିଜ୍ଞାନକୁ କେବଳ ପଢ଼ିବା ନୁହେଁ, ନିଜେ ଉଦ୍ଭାବନ କରିବାର ମନୋଭାବ ଗଢ଼ନ୍ତୁ ଯୁଯୁମୁରା ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ   (27-Nov-2026)       ||      ପଟୁଆବାହାଲରେ ନୂତନ ଧାନ ମଣ୍ଡି ଖୋଲିବାକୁ ଅନୁମତି, ପ୍ରସନ୍ନ ଆଚାର୍ଯ୍ୟଙ୍କୁ କୃତଜ୍ଞତା I   (27-Nov-2026)       ||      ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ନାଟ୍ୟକଳା ଉତ୍ସବ-୨୦୨୬ ll "ଏଭର ସମ୍ବଲପୁରୀ ନାଟକ ଥି ଲୋକ ଉପାଦାନ " ଶୀର୍ଷକ ଆଲୋଚନାଚକ୍ର ll ଲୋକ ଉପାଦନ ବିନା ସମ୍ବଲପୁରୀ ନାଟକ ର ଚିନ୍ତା କରାଯାଇନପରେ ବୋଲି ବକ୍ତା ଙ୍କ ମତ ll   (27-Nov-2026)       ||      ବଲାଙ୍ଗୀର ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ପ୍ରଥମ ମାସିକ ଅଂଶୀଦାରିତା ବୈଠକ ଅନୁଷ୍ଠିତ   (27-Nov-2026)       ||      ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   (27-Nov-2026)       ||      ବରିଷ୍ଠ ସାମ୍ବାଦିକ ଭବାନୀ ମହାପାତ୍ରଙ୍କୁ ବାର୍ତ୍ତାବହ ସମ୍ମାନ    (27-Nov-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର କାର୍ଯ୍ୟକ୍ରମ    (27-Nov-2026)       ||      ଠିକ୍ ସମୟରେ ହେବ ବଲାଙ୍ଗିର ଲୋକ ଉତ୍ସବ♦️ ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   (27-Nov-2026)       ||      ୩୨ କ୍ଵିଣ୍ଟାଲ ମହୁଲ ଫୁଲ ଜବତ ଜଣେ ଗିରଫ    (27-Nov-2026)       ||      ଭଣ୍ଡାରରେ ବିଘ୍ନରାଜ ପ୍ରତିଷ୍ଠା ଓ ଅଷ୍ଟାଦଶ ପୁରାଣ   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   (27-Nov-2026)       ||      ଜାତୀୟ ସ୍ତରରେ ସମ୍ମାନିତ ହେଲେ ଟିଟିଲାଗଡ଼ ‘ହ୍ୟାଲୋ କିଡ୍ସ’ ପ୍ଲେ ସ୍କୁଲର ମୁଖ୍ୟ ଫୈଜ ମହମ୍ମଦ ଖାନ୍   (27-Nov-2026)       ||      ଉତ୍କଳ ବିଶ୍ୱବିଦ୍ୟାଳୟର ୮୪ତମ ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ ରାଜ୍ୟପାଳ   (27-Nov-2026)       ||      ରେଲୱେ ଫାଟକରେ ଘଣ୍ଟା ଘଣ୍ଟା ଅପେକ୍ଷା,ଓଭରବ୍ରିଜ୍ ନିର୍ମାଣ ପାଇଁ ଦାବି ଜୋରଦାର ମେଡିକାଲ ଓ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ହନ୍ତସନ୍ତ,    (27-Nov-2026)       ||      ଦେଓଗାଁ ବ୍ଲକ ଷ୍ଟ୍ରିଟ୍ ଲାଇଟ୍ ଘୋଟାଲା ଜିଲ୍ଲାପାଳଙ୍କ ତଦନ୍ତନିର୍ଦ୍ଦେଶକୁ ବି ବେଖାତିର୍ ! ଖବରପ୍ରକାଶପରେ ତନାଘନା    (27-Nov-2026)       ||     

HOME   ଜିଲ୍ଲା

ଜିଲ୍ଲାପାଳଙ୍କ ସହିତ ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ବୈଠକ |

19-Dec-2024



(ପୁର୍ଣ୍ଣ ଶଶୀ ଶେଖର ରାଓ) ଜିଲ୍ଲାପାଳ କନଫରେନ୍ସ ହଲ ଠାରେ ଜିଲ୍ଲାପାଳଙ୍କ ଅଧ୍ୟାକ୍ଷତାରେ ଏକ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି | ଗତ ତା. 16/12/24ସୋମବାର ଦିନ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ କୁଳି ମାନଙ୍କୁ ଆଦିବାସୀ ଜାତିଗତ ପ୍ରମାଣ ପତ୍ର ନଦେବାକୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଭୁବନେଶ୍ୱର, କେନ୍ଦ୍ର ଆଦିବାସୀ ମନ୍ତ୍ରୀ, କେନ୍ଦ୍ର ଆଦିବାସୀ ମନ୍ତ୍ରଣାଲୟଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ | ଜିଲ୍ଲାପାଳ 19ତାରିଖରେ ଜିଲ୍ଲାପାଳ ଓ ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ବୈଠକ କରିବାକୁ ପ୍ରତିଶୃତି ଦେଇଥିଲେ | ଆଜି ଜିଲ୍ଲାପାଳ କନଫରେନ୍ସ ହଲ ଠାରେ କୁଳି ଜାତିକୁ ଆଦିବାସୀ ଜାତିଗତ ପ୍ରମାଣ ପତ୍ର ଦେଇଥିବା  ବିଷୟରେ ଆଲୋଚନା ହୋଇଥିଲା | ଆଦିବାସୀ ସଂଘ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ଓଡିଶା ସରକାରଙ୍କ ଆଦିବାସୀ ଜାତିଗତ ପ୍ରମାଣ ପତ୍ର ତାଲିକା ନଂ. 42ରେ କୁଲିସ (KULIS )ମାନଙ୍କୁ ଆଦିବାସୀ ଜାତିଗତ ପ୍ରମାଣ ପତ୍ର ଦେବାର ପ୍ରବଧାନ ରହିଛି | କୁଳି ଏବଂ କୁଲିସ ସାମାନ୍ ବୋଲି କୁଳି ମାନଙ୍କୁ କାହିଁକି ଆଦିବାସୀ ଜାତିଗତ ପ୍ରମାଣ ପତ୍ର ଦିଆ ଯାଉଛି | କୁଳି ମାନେ ପ୍ରକୃତରେ ଆଦିବାସୀ ନୁହନ୍ତି ସେମାନଙ୍କର ଆଦିବାସୀ ସଂସ୍କୃତି, ପ୍ରଥା, ପରମ୍ପରା, ପୂଜା ପଦ୍ଧତି ସହିତ କୌଣସି ପ୍ରକାର ସାମଞ୍ଜସ୍ୟ ନାହିଁ | କୁଳି ମାନେ ବିଗତ ଦିନରେ ଏସି. ସି ପ୍ରମାଣ ପତ୍ର ନେଇଛନ୍ତି ଓ କେତେବେଳେ ଓବିସି ପ୍ରମାଣ ପତ୍ର ମଧ୍ୟ ନେଇଛନ୍ତି ବର୍ତମାନ ଏମାନେ ଆଦିବାସୀ ବୋଲି ଜାତିଗତ ପ୍ରମାଣ ପତ୍ର ହାତେଇଛନ୍ତି | କୁଳି ମାନେ କେଉଁ ସମୟରେ କେଉଁ ଜାତି ବଦଳେଇବା ଏହା କେଉଁ ପ୍ରକାର ନିୟମ ଓ ପ୍ରଶାସନ ମଧ୍ୟ ଜାଣିଶୁଣି ଜାତିଗତ ପ୍ରମାଣ ପତ୍ର ଦେବା କେତେ ଦୂର ଯୁକ୍ତିଯୁକ୍ତ  | କୁଳିମାନେ ଅନ୍ୟ ଜିଲ୍ଲାରେ ଅନ୍ୟ ରାଜ୍ୟରେ କେଉଁଠି ଏସ.ସି ଲେଖୁଛନ୍ତି ତ କେଉଁଠି ଓବିସି ଲେଖୁଛନ୍ତି | ନିୟମ ଅନୁସାରେ ରାଜ୍ୟ ଟ୍ରାଇବାଲ ଏଡଭାଇଜରୀ କମିଟି ତୃଣମୂଳ ସ୍ତରରୁ ସବୁ ତଥ୍ୟ ଅନୁଧ୍ୟାନ କଲାପରେ ଓ ସବୁ ଦସ୍ତାବିଜ ସଂଗ୍ରହ କରି କେନ୍ଦ୍ର ସରକାର ପାଖକୁ ପଠାଇ ଥାଏ, କେନ୍ଦ୍ର ସରକାରଙ୍କ ପାଖକୁ ଗଲାପରେ ପ୍ରଥମେ ଲୋକସଭା ଅନୁମୋଦନ ପରେ ରାଜ୍ୟସଭାରେ ଅନୁମୋଦନ ପରେ ରାଷ୍ଟ୍ରପତି ପାଖକୁ ଯାଇଥାଏ ଅନୁମୋଦନ ପାଇଁ ଓ ପରେ ଆଇନ ରେ ପରିଣତ ହୋଉଥାଏ କିନ୍ତୁ ବଲାଙ୍ଗୀର ଜିଲ୍ଲାପାଳ କେଉଁ ଉଦ୍ଦେଶ୍ୟରେ କାହା ଚାପରେ କୁଳି ମାନଙ୍କୁ ଆଦିବାସୀ ଜାତିଗତ ପ୍ରମାଣ ପତ୍ର ଦେଲେ ପ୍ରଶ୍ନବାଚୀ ବିଷୟ  | କିନ୍ତୁ ଜିଲ୍ଲାପାଳ ନିଜର ଦୋଷ ନିଜେ ନ ମୁଣ୍ଡେଇ ସୁପ୍ରିମକୋର୍ଟକୁ ଦାୟୀ କଲେ, ଯାହା ସରକାର ନିର୍ଦ୍ଧେଶ ଦେଇଛନ୍ତି ସେ ହିସାବରେ ଆମେ ପାଳନ କରୁଛୁ | ଏଭଳିଆ ମନମାନି କଲେ, ଆଦିବାସୀ ମାରଣ ନୀତି କଲେ ଆଦିବାସୀ ମାନଙ୍କ ଥିବା ସାମୁହିକ ସମସ୍ୟା ସମାଧାନ ବହୁତ ବିଳମ୍ବ ହେବା ସହ ଆଦିବାସୀ ମାନେ ଆହୁରି ରସାତଳଗାମୀ ହେବା ସ୍ୱାଭାବିକ | ଜିଲ୍ଲାପାଳଙ୍କ ଏଭଳିଆ ମନମୁଖୀ କାର୍ଯ୍ୟକଳାପକୁ ଆଦିବାସୀ ସଂଘ ତୀବ୍ର ନିନ୍ଦା କରିବା ସହ ଆନ୍ଦୋଳନ ଦୀର୍ଘ 2006ରୁ ଯେଉଁଭଳି ଚାଲୁଅଛି ଆଗାମୀ ଦିନରେ ମଧ୍ୟ ଆନ୍ଦୋଳନ ତୀବ୍ରତର ହେବ ଯେଉଁ ଦିନ ପର୍ଯ୍ୟନ୍ତ ଆଦିବାସୀ ନିଜର ହକ ଅଧିକାର ନ ପାଇଛି  | ନିଜର ହକ ଅଧିକାର କୁ ଯିଏ ଛଡେଇ ନେବ ତାକୁ ଆଗାମୀ ଦିନରେ ଉଚିତ ଜବାବ ଦିଆଯିବ ବୋଲି ଆହ୍ୱାନ ଦେଇଥିଲେ  |  ଆଜିର ଆଲୋଚନା ସମୟରେ  ଜିଲ୍ଲା ମଙ୍ଗଳ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନଳତା ମାଝୀ, ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପଧାନୀ, ଗୁଡ଼ାଭେଲା ସଭାପତି ବିକ୍ରମ ଭୋଇ, ବେଲପଡା ସଭାପତି ରସିକ ଧରୁଆ, ଖପ୍ରାଖୋଲ ସଭାପତି ଚନ୍ଦ୍ର ଶେଖର ବରିହା, ଆଗଲପୁର ସଭାପତି ଭୁବନେଶ୍ୱର ଧରୁଆ, ସଇଁତଳା ସଭାପତି ସନ୍ତୋଷ ପୁଟା, ସଂଯୋଜକ ଗୌରାଙ୍ଗ ବରିହା, ସଂଗଠକ ଥବିର ପୁଝାରୀ, ନିତ୍ୟା ମାଝୀ, ପଞ୍ଚାନନ ଭୋଇ, ଧନରାମ ଭୋଇ, ଗୋପାଳ ପଧାନ ଓ ଅନ୍ୟ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ନାରୀ ସେବା ସଂଘର ପରିବାର ପରାମର୍ଶ କେନ୍ଦ୍ରର ସଫଳତା   28-Nov-2026
  ଜିଲ୍ଲା  
ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସମ୍ବଲପୁରଠାରୁ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ଯାତ୍ରା   27-Nov-2026
  ଜିଲ୍ଲା  
ବିଜ୍ଞାନକୁ କେବଳ ପଢ଼ିବା ନୁହେଁ, ନିଜେ ଉଦ୍ଭାବନ କରିବାର ମନୋଭାବ ଗଢ଼ନ୍ତୁ ଯୁଯୁମୁରା ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ   27-Nov-2026
ପଟୁଆବାହାଲରେ ନୂତନ ଧାନ ମଣ୍ଡି ଖୋଲିବାକୁ ଅନୁମତି, ପ୍ରସନ୍ନ ଆଚାର୍ଯ୍ୟଙ୍କୁ କୃତଜ୍ଞତା I   27-Nov-2026
  ଜିଲ୍ଲା  
ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ନାଟ୍ୟକଳା ଉତ୍ସବ-୨୦୨୬ ll "ଏଭର ସମ୍ବଲପୁରୀ ନାଟକ ଥି ଲୋକ ଉପାଦାନ " ଶୀର୍ଷକ ଆଲୋଚନାଚକ୍ର ll ଲୋକ ଉପାଦନ ବିନା ସମ୍ବଲପୁରୀ ନାଟକ ର ଚିନ୍ତା କରାଯାଇନପରେ ବୋଲି ବକ୍ତା ଙ୍କ ମତ ll   27-Nov-2026
  ଜିଲ୍ଲା  
ବଲାଙ୍ଗୀର ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ପ୍ରଥମ ମାସିକ ଅଂଶୀଦାରିତା ବୈଠକ ଅନୁଷ୍ଠିତ   27-Nov-2026
  ଜିଲ୍ଲା  
ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   27-Nov-2026
  ଜିଲ୍ଲା  
ବରିଷ୍ଠ ସାମ୍ବାଦିକ ଭବାନୀ ମହାପାତ୍ରଙ୍କୁ ବାର୍ତ୍ତାବହ ସମ୍ମାନ    27-Nov-2026
  ଜିଲ୍ଲା  
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର କାର୍ଯ୍ୟକ୍ରମ   27-Nov-2026
  ଜିଲ୍ଲା  
ଠିକ୍ ସମୟରେ ହେବ ବଲାଙ୍ଗିର ଲୋକ ଉତ୍ସବ♦️ ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   27-Nov-2026
  ଜିଲ୍ଲା  
୩୨ କ୍ଵିଣ୍ଟାଲ ମହୁଲ ଫୁଲ ଜବତ ଜଣେ ଗିରଫ   27-Nov-2026
  ଜିଲ୍ଲା  
ଭଣ୍ଡାରରେ ବିଘ୍ନରାଜ ପ୍ରତିଷ୍ଠା ଓ ଅଷ୍ଟାଦଶ ପୁରାଣ   27-Nov-2026

You Might Also Like