-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
06-Dec-2024
କଣ୍ଟାବାଞ୍ଜି(ମୋହନ ସୁନା):ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ସର୍ଦାପୁର ଗାଁ ର ତ୍ରିପାଳ କୁଅଁର ଙ୍କ ୩ ବର୍ଷ ଶିଶୁ ପୁତ୍ର ବାସୁଦେବ କୁଅଁର ଚାଷ ଜମିରେ ତାଙ୍କ ବାପା ମାଁ କାମ କରୁ ଥିବା ବେଳେ ପାଖରେ ଥିବା କୂଅ ରେ ୩ ବର୍ଷ ଶିଶୁ ପୁତ୍ର ପଡି ଯାଇଥିଲେ। ଅନେକ ଖୋଜାଖୋଜି ପରେ ଶିଶୁ ପୁତ୍ରକୁ ଗୁରୁତର ଅବସ୍ଥାରେ କୂଅ ରୁ ଉଦ୍ଧାର କରି ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନ ରେ ପ୍ରାଥମିକ ଚିକିତ୍ସିଆ କରି ବଲାଙ୍ଗିର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଶିଶୁ ପୁତ୍ରର ଚିକିତ୍ସାରେ ଅର୍ଥ ଅଭାବ ହେବାରୁ ବରିଷ୍ଠ ନେତା ଅଜୟ ଦାସ ଆର୍ଥିକ ସହାୟତା କରିଥିଲେ।