-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||     

HOME   ଜିଲ୍ଲା

ଫୁଲବାଣୀ ପୌର ପରିଷଦ ସ୍ୱାୟତ୍ତ ଶାସନ ଦିବସ ଅନୁଷ୍ଠିତ

31-Aug-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ): କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ କାର୍ଯ୍ୟାଳୟରେ ଶନିବାର ସକାଳେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଭୋର ସକାଳ ୫ ଟାରେ ସହରରେ ରାମଧୁନ ବଜା ଯାଇଥିଲା  । ମୁଖ୍ୟ ଅତିଥି ଭାବରେ ପୌର ପରିଷଦର ଉପାଧ୍ୟାକ୍ଷା ଶ୍ରୀମତୀ ପାୟଲ ବେହେରା ଯୋଗ ଦେଇ ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସୁଧାର ଗୃହରେ ଫଳ ବଣ୍ଟନ ଜରାଶ୍ରମ ରେ ସାଲ ବଣ୍ଟନ କରାଯାଇଥିଲା । ସକାଳ ୮ ଟା ୪୫ ମିନିଟ୍ ସମୟରେ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଭାବେ ଉପାଧ୍ୟାକ୍ଷା ଶ୍ରୀମତୀ ପାୟଲ ବେହେରା ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ରଖିଥିଲେ । ଫୁଲବାଣୀ ସହରକୁ ଏକ ସୁନ୍ଦର ସ୍ବାସ୍ଥ୍ୟକର

ପରିବେଶରେ ଗଢିତୋଳିବାକୁ ସମସ୍ତଙ୍କର ସହଯୋଗ କାମନା କରି ସହରର ସମସ୍ତ ୱାର୍ଡ ର ସାହି ଓ ରାସ୍ତା  ନାଳନର୍ଦମା  ସଫାସୁତୁରା ରଖିବାକୁ ସହରବାସୀଙ୍କୁ ସଂକଳ୍ପ ନେବା ପାଇଁ ଆହ୍ବାନ କରିଥିଲେ | 

ପୌର ପରିଷଦ କାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ପାଳନ  ଅବସରରେ ସହରକୁ ପରିବେଶ ପରିଷ୍କାର ରଖିବାକୁ ମୁନିସିପାଲିଟିର ସମସ୍ତ କର୍ମକର୍ତ୍ତା ତଥା ଜନସାଧାରଣଙ୍କୁ ସହଯୋଗ କରିବାକୁ ନିବେଦନ କରିଥିଲେ ଉପାଧ୍ୟାକ୍ଷା. ଶ୍ରୀମତୀ ବେହେରା । ବିଜୁପଟନାୟକ କଲ୍ୟାଣ ମଣ୍ଡପ ସଭା ମଞ୍ଚରେ ସ୍ବଛସାଥି , ସ୍ବଛକର୍ମୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ  ନୂତନ ପୋଷାକ ବଣ୍ଟନ କରି ଶେଷରେ ଉପସ୍ଥିତ ଦର୍ଶକ ମାନଙ୍କ ପାଇଁ ସନ୍ଧ୍ୟା 6,30 ମିନିଟ ସମୟରେ. ଏକ ମନୋରଞ୍ଜନ କାର୍ଯ୍ୟକ୍ରମସହିତ ଏକ ଦିବାସୀୟ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଅନୁଷ୍ଠିତ କରାଯାଇଥିଲା ।  ଏହି ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ. ପ୍ରଦର୍ଶନୀ ମ୍ୟାଚରେ  ମୁନିସିପାଲିଟି ଓ ଫୁଲବାଣୀ ପ୍ରେସ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ଏହି ପ୍ରଦର୍ଶନୀ ମ୍ୟାଚ ରେ. ୦୧ଗୋଲ ରେ ମୁନିସିପାଲିଟି ଫୁଟବଲ ଟିମ ବିଜୟୀ ହୋଇଥିବା ବେଳେ ଅନ୍ୟ ଏକ ଫୁଟବଲ ପ୍ରତିଯୋଗିତାରେ ଆର ନୁଆଁ ଗାଁ ଓ. ଏନ ଟି ଏସ ଫିରିଙ୍ଗିଆ ମଧ୍ୟରେ ଏକ ଦମଦାର ମ୍ୟାଚ ଅନୁଷ୍ଠିତ ହୋଇଥିଲା ଓ ଆର ନୁଆଁ ଗାଁ ୪'୧ ଗୋଲ ସ୍କୋର କରି  ଚମ୍ପିୟାନ ଘୋଷିତ ହୋଇଥିଲେ ଓ ଏନ ଟି ଏସ ଫିରିଙ୍ଗିଆ ଦଳ ରନର୍ସ ଅପ ବିଜେତା ହୋଇ ବରେଣ୍ୟ ମଂଚାସୀନ ଅତିଥି ଙ୍କ ଟ୍ରଫି ଗ୍ରହଣ କରିଥିଲେ | ଆଜିର ଫୁଟବଲ ପ୍ରତିଯୋଗିତା କୁ କମିଶନର ଶ୍ରୀ ଶଙ୍କର ବେହେରାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଅନୁଷ୍ଠିତ ହେବା ସହିତ ରେଫରୀ ଭାବେ ନିଖିଳ କହଁର, ଶ୍ରୀ ସୁଶୀଲ ବେହେରା, ସରୋଜ ମଳିକ, ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଶ୍ରୀ ଜଗନ୍ନାଥ କହଁର, ଉଦୟ ଶଙ୍କର ବେହେରା ଓ  ପ୍ରତାପ ପ୍ରଧାନ ପ୍ରମୁଖ ଅତି ସୁନ୍ଦର ଭାବେ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ |

  ସ୍ୱାୟତ୍ତ ଶାସନ ଦିବସର ସମସ୍ତ କାର୍ଯ୍ୟକ୍ରମରେ ମୁନିସିପାଲିଟି ର ଉପାଧ୍ୟାକ୍ଷା ଶ୍ରୀମତୀ ପାୟଲ ବେହେରା. ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ , ସମେତ କାଉନସିଲର,  ଶ୍ରୀବତ୍ସ ବେହେରା, ରାଜେନ୍ଦ୍ର ପାଢ଼ୀ, ଶ୍ରୀ ବସନ୍ତ କୁମାର ସାହାଣୀ,  ଶ୍ରୀମତୀ ସ୍ନେହ ଲତା ପ୍ରଧାନ, ଶ୍ରୀମତୀ ବିରଜା କହଁର, ଶ୍ରୀ ତ୍ରିଲୋଚନ କହଁର, ରମେଶ ମହାନ୍ତି, ଶ୍ରୀମତୀ ନିବେଦିତା ପାତ୍ର, ଶ୍ରୀମତୀ ସୁନି ସେଠି , ଶ୍ରୀମତୀ ଆର ବନଜା ପଟନାୟକ, ସିଇଓ ଭାରତୀ ସୁଶ୍ରୀ ମାଧବୀ ମିଶ୍ର, ବରିଷ୍ଠ କିରାଣୀ କପିଲ ସତ୍ୟମଙ୍କ ସମେତ ସମସ୍ତ ପୌର ପରିଷଦର କର୍ମକର୍ତ୍ତା,ସ୍ବଛ ସାଥୀ , ସ୍ବଛ ସୁପରଭାଇଜର, ସ୍ବଛକର୍ମୀ, ସମସ୍ତ ୱାଡ଼ ଅଫିସର ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026

You Might Also Like