-+91-9937148622 |

prerana_bgr@rediffmail.com |

  Thursday 12th March 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ   (11-Mar-2026)       ||      ବାଇକ ଧକ୍କାରେ କଲେଜେ ଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପୋଲିସ♦️ ସ୍ପିଡ଼ ବାଇକର୍ ମାନଙ୍କୁ ସାବାଡ କରିବ ବଲାଙ୍ଗୀର ପୋଲିସ    (11-Mar-2026)       ||      ଜିଲ୍ଲାପାଳ ଙ୍କ ଅସ୍ଥାୟୀ ବସଷ୍ଟାଣ୍ଡ ପରିଦର୍ଶନ* - *ବସ ଯାତ୍ରୀ ମୌଳିକ ସୁବିଧା ରୁ ବଞ୍ଚିତ ନ ହେବାକୁ ଅଧିକାରୀ ଙ୍କ ଉପରେ ଗର୍ଜିଲେ ଜିଲ୍ଲାପାଳ*- -   (11-Mar-2026)       ||      ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ର ସହକାରୀ ଶିକ୍ଷକ ନିଲମ୍ବିତ* - *ଶିକ୍ଷକ ମହଲ ରେ କୋକୁଆ ଭୟ*-   (11-Mar-2026)       ||      ଚୋରି କରିବା ପଡିଲା ମହଙ୍ଗା, ୫ ଜଣ ଗିରଫ ପରେ କୋର୍ଟ ଚାଲାଣ   (11-Mar-2026)       ||      *ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା*   (11-Mar-2026)       ||      *ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*   (11-Mar-2026)       ||      “ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ”   (11-Mar-2026)       ||      ବିଚ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୃର୍ଵୣର୍ତ୍ତ   (11-Mar-2026)       ||      ଶାସ୍ତ୍ରୀୟ ଭାଷା ଦିବସ ପାଳିତ    (11-Mar-2026)       ||      ନର୍ଲା ଏକତା ସ୍ୱାଭିମାନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ   (11-Mar-2026)       ||      ରକ୍ତଦାନ ଶିବିର ଅନୁଷ୍ଠିତ    (11-Mar-2026)       ||      ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ    (11-Mar-2026)       ||      *ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ସୁଭଦ୍ରା ଶକ୍ତି ମେଳା ଶୁଭ ଉଦ୍ଘାଟିତ*   (11-Mar-2026)       ||      ରଶ୍ମିତା ପାଣ୍ଡେ ଶ୍ରେଷ୍ଠ ଯୁବ ମହିଳା ଏଚିଭର -୨୬ ରେ ସମ୍ମାନିତ   (10-Mar-2026)       ||      *ଅପରାଧ କୁ ନିୟନ୍ତ୍ରଣ ପାଇଁ ଅପରେସନ ସାଇବର କବଚ ଅଭିଜାନ ଉପରେ ସାମ୍ୱାଦିକ ସମ୍ମିଳନୀ*-   (10-Mar-2026)       ||      ଅଭିଭାବକ କୃତଜ୍ଞତା ଅର୍ପଣ ଉତ୍ସବ   (10-Mar-2026)       ||      ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬  ମହିଳା ଉଦ୍ୟୋଗୀତା ଓ ସାଂସ୍କୃତିକ ପରମ୍ପରାର ମହୋତ୍ସବ ଉଦ୍ଘାଟିତ    (10-Mar-2026)       ||      ୧୫ କିମି ସାଇକଲରେ ଯାଇ ଅଭିଯୋଗ ଶୁଣିଲେ ବିଡିଓ   (10-Mar-2026)       ||      ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯାତ୍ରାର ଶୁଭାରମ୍ଭ   (10-Mar-2026)       ||     

HOME   ଜିଲ୍ଲା

କାଦୁଅ ପଚ ପଚ୍ ମାଟି ରାସ୍ତା ଏବେ ପାଲଟିଛି ମରଣଜନ୍ତା

30-Aug-2024



ଲୋଇସିଂହା, (ପ୍ରେରଣା ଖବର) ଦେଶ ସ୍ବାଧୀନ ହେବାର ୭୮ ବର୍ଷ ବିତି ଯାଇଥିଲେ ମଧ୍ୟ ଲୋକେ ଆଜିବି ନିଜର ମୌଳିକ ଅଧିକାର ରୁ ବଞ୍ଚିତ l ରାସ୍ତା ନାହଁ, ପିଇବା ପାଣି ର ଅଭାବ, ଡାକ୍ତର ଖାନା ଅଛି ହେଲେ ଡାକ୍ତର ନାହିଁ l ଆମ୍ଭେ ଏମିତି ଏକ ଦୃଶ୍ୟ ଦେଖାଇବୁ ଆପଣ ଦେଖିଲେ ବିଶ୍ୱାସ କରିବେ ନାହିଁ l ଲୋଇସିଂହା ବ୍ଲକ କୁସଂଗ ପଞ୍ଚାୟତ ଅନ୍ତର୍ଗତ ପିପିଲି ନାମରେ ଏକ ଗ୍ରାମ l ହେଲେ ସେଠାକୁ ଯିବାକୁ ହେଲେ ପାଖରେ ଥିବା ବଘାପାଲି ଠାରେ ଥିବା ଆର୍ ଡି ରୋଡ ରୁ ଆଉ ଭଲ ରାସ୍ତା ନାହିଁ l ବାଘାପାଲି ରୁ ଯିବାକୁ ହେଲେ ମାଟି ରାସ୍ତାଦେଇ ଯିବାକୁ ହେବ l ପ୍ରକୃତ ରେ ଦର୍ଶକ ବନ୍ଧୁ ସେଠାକୁ ଯିବାକୁ ହେଲେ ବାଇକ ରେ ଯାଇହେବ ନାହିଁ l ଗ୍ରାମକୁ ଯିବାକୁ ହେଲେ ୨ କିଲୋମିଟର ଚାଲିକି ଯିବାକୁ ପଡୁଛି l ରାସ୍ତା ରେ ଆଁଠୁଏ ଲେଖାଏଁ ଗାତ ଓ ଗାତ ରେ ପାଣି ଭର୍ତ୍ତି l କେଉଁଠି ଆଣ୍ଠୁଏ ଲେଖାଏଁ କାଦୁଅ ଯାହା କି ଚାଲି କି ଯାଇ ହେଉନାହିଁ l ଟିକିଏ ବର୍ଷା ହେବା ମାତ୍ରେ ଛାତ୍ରଛାତ୍ରୀ କୁସଂଗ ଶିଶୁ ମନ୍ଦିର ପାଠପଢି ଯାଇ ପାରୁ ନାହାନ୍ତି l ଦୁଇ ଚକିଆ ଯିବାର ଦୂରର କଥା ଚାରି ଚକିଆ ବା ଯିବ କେମିତି। ଦୀର୍ଘ 78 ବର୍ଷ ଧରି ଗ୍ରାମବାସୀ ସରପଞ୍ଚ ଠୁ ନେଇ ବ୍ଲକ୍ ପ୍ରଶାସନ, ଜିଲ୍ଲା ପ୍ରଶାସନ, ଜିଲ୍ଲା ପରିଷଦ, ବିଧାୟକ, ମନ୍ତ୍ରୀ ସମସ୍ତଙ୍କୁ ଗୁହାରି କରି ଆସୁଛନ୍ତି ହେଲେ ଏଥିପ୍ରତି କେହିବି କର୍ଣ୍ଣପାତ କରୁ ନାହାନ୍ତି l ନିର୍ବାଚନ ଆସିଲେ ମାଳ ମାଳ ନେତା ମନ୍ତ୍ରୀ କିନ୍ତୁ ସବୁ ପାଣିର ଫଟକା l ଏଥି ପ୍ରଶ୍ନ ଉଠୁଚି ଯେ ଗ୍ରାମବାସି ଙ୍କର ଦୋଷ କଣ l କାହିଁକି ଗ୍ରାମବାସୀ ଙ୍କ ସମସ୍ୟା ଆଜି ଯାଏ ଦୂର ହୋଇପାରି ନାହିଁ l ବର୍ଷା ଦିନ ହେଲେ ଗ୍ରାମକୁ ଯାନବାହାନ ଆସି ପାରୁନାହିଁ। ରୋଗୀଙ୍କୁ ଡାକ୍ତର ଖାନା ନେବାକୁ ହେଲେ ଖଟିଆରେ ରୋଗୀ ବୁହା ହେଉଛି l ପିଲା ଅନ୍ୟତ୍ର ପାଠ ପଢ଼ି ଯାଇପାରୁ ନାହାଁନ୍ତି l ସତରେ କଣ ଅଭିସକ୍ତ ଏମାନଙ୍କର ଜୀବନ l ଏ ବିଷୟରେ ଅବଗତ ହେବା ପାଇଁ ସ୍ଥାନୀୟ ସରପଞ୍ଚ କୁ ଯୋଗାଯୋଗ କରାଗଲା ହେଲେ ଫୋନ କଲ୍ ଗ୍ରହଣ କଲେନାହିଁ l ପରେ ଗ୍ରାମର ୱର୍ଡମେମ୍ବର କୁ ଭେଟି ତାଙ୍କର ପ୍ରତିକ୍ରିୟା ନିଆଗଲା l ତାଙ୍କ ପ୍ରତିକ୍ରିୟା ରୁ ସ୍ପଷ୍ଟ ହେଉଛି ଯେ ସରପଞ୍ଚ ଓ ୱାର୍ଡ଼ମେମ୍ବର ଙ୍କ ଭିତରେ ମଧୁଚନ୍ଦ୍ରିକା ରହିଛି l ଶେଷରେ ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଫୋନ ଜରିଆରେ ଯୋଗାଯୋଗ କରାଯିବାରୁ ପ୍ରୋଜେକ୍ଟ ପ୍ରପୋଜାଲ ଟା ପଠାଯାଇଛି ଆପ୍ରୁଭ ହୋଇ ଆସିଲେ କରାଯିବ ବୋଲି ସ୍ପଷ୍ଟୀକରଣ ଦେଲେ l ଖବର ସଂଗ୍ରହ ବେଳକୁ ବହୁସଂଖ୍ୟାରେ ଗ୍ରାମବାସି ଉପସ୍ଥିତ ଥିଲେ l ବିଶେଷ କରି ଗ୍ରାମର ଶ୍ରିପ ପଧାନ, ସତ୍ୟ ବିଶ୍ଵାଳ, ଅକୁର ପଧାନ, ପାର୍ଚା ସାହୁ, ସୁନ୍ଦର୍ ପଧାନ ପ୍ରଭୃତି ବହୁ ସଂଖ୍ୟାରେ ଆସି ଅଭିଯୋଗ କରିଥିଲେ l ବର୍ତ୍ତମାନ ରାସ୍ତା ର ଅବସ୍ଥା ଅତି ଶୋଚନୀୟ ଏଣୁ ପ୍ରଶାସନ ଏ ଦିଗରେ ଉଚିତ ପଦକ୍ଷେପ ନେବାପାଇଁ ଲୋକେ ଦାବୀ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ   11-Mar-2026
  ଜିଲ୍ଲା  
ବାଇକ ଧକ୍କାରେ କଲେଜେ ଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପୋଲିସ♦️ ସ୍ପିଡ଼ ବାଇକର୍ ମାନଙ୍କୁ ସାବାଡ କରିବ ବଲାଙ୍ଗୀର ପୋଲିସ   11-Mar-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କ ଅସ୍ଥାୟୀ ବସଷ୍ଟାଣ୍ଡ ପରିଦର୍ଶନ* - *ବସ ଯାତ୍ରୀ ମୌଳିକ ସୁବିଧା ରୁ ବଞ୍ଚିତ ନ ହେବାକୁ ଅଧିକାରୀ ଙ୍କ ଉପରେ ଗର୍ଜିଲେ ଜିଲ୍ଲାପାଳ*- -   11-Mar-2026
  ଜିଲ୍ଲା  
ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ର ସହକାରୀ ଶିକ୍ଷକ ନିଲମ୍ବିତ* - *ଶିକ୍ଷକ ମହଲ ରେ କୋକୁଆ ଭୟ*-   11-Mar-2026
  ଜିଲ୍ଲା  
ଚୋରି କରିବା ପଡିଲା ମହଙ୍ଗା, ୫ ଜଣ ଗିରଫ ପରେ କୋର୍ଟ ଚାଲାଣ   11-Mar-2026
  ଜିଲ୍ଲା  
*ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା*   11-Mar-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*   11-Mar-2026
  ଜିଲ୍ଲା  
“ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ”   11-Mar-2026
  ଜିଲ୍ଲା  
ବିଚ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୃର୍ଵୣର୍ତ୍ତ   11-Mar-2026
  ଜିଲ୍ଲା  
ଶାସ୍ତ୍ରୀୟ ଭାଷା ଦିବସ ପାଳିତ   11-Mar-2026
  ଜିଲ୍ଲା  
ନର୍ଲା ଏକତା ସ୍ୱାଭିମାନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ   11-Mar-2026
  ଜିଲ୍ଲା  
ରକ୍ତଦାନ ଶିବିର ଅନୁଷ୍ଠିତ   11-Mar-2026

You Might Also Like