-+91-9937148622 |

prerana_bgr@rediffmail.com |

  Thursday 19th November 2026 |

| | | |

R.N.I. Regd No. ODIODI/2010/46693

Breaking News

୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ପଞ୍ଚମ ଦିବସ    (18-Nov-2026)       ||      ଯୁବକକୁ ଗୁଳି କରି ହତ୍ୟା, ଲୋକେ ଆତଙ୍କିତ   (18-Nov-2026)       ||      ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ଉଦଘାଟିତ(ଏ ଅଞ୍ଚଳର କଳା,ସଂସ୍କୃତି,ପରମ୍ପରା ଅନନ୍ୟ)   (18-Nov-2026)       ||      ବିନିକା ଏନଏସିରୁ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତାପାଇଁ ରଖାଯାଇଥିବା ସାଢେ ୪ ଲକ୍ଷ ଟଙ୍କା ଚୋରି   (18-Nov-2026)       ||      ସମ୍ଭାବ୍ୟ ବାତ୍ୟା ‘ଅକଓ୍ୱାନ’ ମୁକାବିଲା ପାଇଁ ବିଏମ୍‌ସିର ବ୍ୟାପକ ପ୍ରସ୍ତୁତି♦️ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ, ହେଡ୍ କ୍ୱାର୍ଟର ନ ଛାଡିବାକୁ ନିର୍ଦେଶ   (18-Nov-2026)       ||      ଦୁଲଦୁଲି ୨୦୨୭’ ପାଇଁ ଝାରସୁଗୁଡା ଜ଼ିଲ୍ଲା ମହୋତ୍ସବ ସମିତିର ପ୍ରଥମ ପ୍ରସ୍ତୁତି ବୈଠକ   (18-Nov-2026)       ||      କୃଷି ବିଶ୍ୱବିଦ୍ୟାଳୟର ପ୍ରତିଶ୍ରୁତି ଦେଇ ମହାବିଦ୍ୟାଳୟର ଶିଳାନ୍ୟାସ — ତାହା ବି କେବଳ ଫମ୍ପା ଘୋଷଣା କି ?    (18-Nov-2026)       ||      ସପ୍ତାହ ପାରାୟଣ ପାଇଁ କଳସ ଶୋଭାଯାତ୍ରା   (18-Nov-2026)       ||      ବିଚ ରାସ୍ତାରେ ଯୁବକକୁ ଗୁଳିମାରି ହତ୍ୟା,ଦୁର୍ବୁର୍ତ୍ତ ଫେରାର I   (18-Nov-2026)       ||      ବଲାଙ୍ଗିର ମାଟିର ପୁଅ ସତ୍ୟବାନ ନାଗ ଙ୍କ ବିଶ୍ୱ ରେକର୍ଡ ଯାତ୍ରା, ସମ୍ବଲପୁର ମହୋତ୍ସବରେ ଲେଖିଲେ ନୂଆ ଅଧ୍ୟାୟ   (18-Nov-2026)       ||      ନବନିର୍ବାଚିତ ଓଷ୍ଟା ରାଜ୍ୟ ନେତୃବୃନ୍ଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା   (18-Nov-2026)       ||      ସମ୍ବିଧାନ ଦିବସ ଅବସରରେ ‘ସମ୍ବିଧାନ ରକ୍ଷା ଶୋଭାଯାତ୍ରା’♦️ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଏହା କଂଗ୍ରେସର ବିଗୁଲ ହେବ: ଭକ୍ତ   (18-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଚତୁର୍ଥ ଦିବସ    (18-Nov-2026)       ||      ନର୍ଲା ଡାକ ବଙ୍ଗଳା ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ   (17-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଚତୁର୍ଥ ଦିବସ    (17-Nov-2026)       ||      ଦଶମ ଶ୍ରେଣୀ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବିତ୍ ପୀତବାସ ପଣ୍ଡାଙ୍କ ଦିଗଦର୍ଶନ   (17-Nov-2026)       ||      ବେଲପଡ଼ାରେ ଶିଶୁଙ୍କ ପ୍ରତିଭାର ମହାମଞ୍ଚ ‘ପତାଙ୍ଗୀ-୨୦୨୬’ ଉଦ୍‌ଘାଟିତ   (17-Nov-2026)       ||      ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନୀତ ହେବେ ଯୁବ ସାମ୍ବାଦିକ ତୁଳାରାମ ବେହେରା   (17-Nov-2026)       ||      ପୂର୍ବତନ ଖେଳାଳି ଫୁଟବଲ୍ ପ୍ରତିଯୋଗିତା   (17-Nov-2026)       ||      ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ସନ୍ତରଣ ଚାମ୍ପିୟନସିପ୍‌-୨୦୨୬ ଅନୁଷ୍ଠିତ   (17-Nov-2026)       ||     

HOME   ଜିଲ୍ଲା

ବିରଳ ରକ୍ତଦାନ କରି ଜୀବନ ବଂଚାଇଲା ଯୁବ କୁଲୁତା ସମାଜ

13-Aug-2024



ବଲାଙ୍ଗୀର(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ମାଲିଶ୍ରୀଗୁଡି ଗ୍ରାମର କଳ୍ପନା ପ୍ରଧାନଙ୍କ  କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଓ ନେଗେଟିଭ୍ ରକ୍ତର ଆବଶ୍ୟକ ହେବାରୁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ । ବଲାଙ୍ଗିରରେ ତାଙ୍କ କେହି ସମ୍ପର୍କିୟ ନ ଥିବାରୁ ‘ଓ’ ନେଗେଟିଭ୍ ଭଳି ବିରଳ ରକ୍ତ ପାଇବାରୁ ବଂଚିତ ହେଉଥିଲେ । ଶେଷରେ ତାଙ୍କ ପୁତ୍ର ସର୍ଜନ ପ୍ରଧାନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା ପ୍ରକୃତିମିତ୍ର ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଯୁବ ସଂଗଠନର ସକ୍ରିୟ ସଦସ୍ୟ ଦେଓଗାଁ ବ୍ଲକ ଉଡାର ଗ୍ରାମର ଗୋବିନ୍ଦ ପ୍ରଧାନ ୨୫ କିମି ଦୂରରୁ ଆସି ରକ୍ତଦାନ କରିଥିଲେ । ଗୋବିନ୍ଦ ଶ୍ରାବଣ ମାସ ସୋମବାର ପାଇଁ ଉପବାସରେ ଥିବା ସତ୍ୱେ ରକ୍ତଦାନ କରିଥିବାରୁ ଓଡିଶା କୁଲୁତା ସମାଜ ସହସଂପାଦକ କ୍ଷେତ୍ରବାସୀ ପ୍ରଧାନ, ଅତାବିରା ବ୍ଲକ ସଭାପତି ଦିବାକର ପ୍ରଧାନ ଓ ନୂଆଁପଡା ଜିଲ୍ଲା ସଭାପତି ସରୋଜ ସାହୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ରକ୍ତଦାନ ସମୟରେ ବ୍ଲଡ ବ୍ୟାଙ୍କ ଇନ୍‌ଚାର୍ଜ ନରେଶ ମିଶ୍ର, ଅଜିତ ସାହୁ, ଦିଲୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ପଞ୍ଚମ ଦିବସ   18-Nov-2026
  ଜିଲ୍ଲା  
ଯୁବକକୁ ଗୁଳି କରି ହତ୍ୟା, ଲୋକେ ଆତଙ୍କିତ   18-Nov-2026
  ଜିଲ୍ଲା  
ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ଉଦଘାଟିତ(ଏ ଅଞ୍ଚଳର କଳା,ସଂସ୍କୃତି,ପରମ୍ପରା ଅନନ୍ୟ)   18-Nov-2026
  ଜିଲ୍ଲା  
ବିନିକା ଏନଏସିରୁ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତାପାଇଁ ରଖାଯାଇଥିବା ସାଢେ ୪ ଲକ୍ଷ ଟଙ୍କା ଚୋରି   18-Nov-2026
  ଜିଲ୍ଲା  
ସମ୍ଭାବ୍ୟ ବାତ୍ୟା ‘ଅକଓ୍ୱାନ’ ମୁକାବିଲା ପାଇଁ ବିଏମ୍‌ସିର ବ୍ୟାପକ ପ୍ରସ୍ତୁତି♦️ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ, ହେଡ୍ କ୍ୱାର୍ଟର ନ ଛାଡିବାକୁ ନିର୍ଦେଶ   18-Nov-2026
  ଜିଲ୍ଲା  
ଦୁଲଦୁଲି ୨୦୨୭’ ପାଇଁ ଝାରସୁଗୁଡା ଜ଼ିଲ୍ଲା ମହୋତ୍ସବ ସମିତିର ପ୍ରଥମ ପ୍ରସ୍ତୁତି ବୈଠକ   18-Nov-2026
  ଜିଲ୍ଲା  
କୃଷି ବିଶ୍ୱବିଦ୍ୟାଳୟର ପ୍ରତିଶ୍ରୁତି ଦେଇ ମହାବିଦ୍ୟାଳୟର ଶିଳାନ୍ୟାସ — ତାହା ବି କେବଳ ଫମ୍ପା ଘୋଷଣା କି ?   18-Nov-2026
  ଜିଲ୍ଲା  
ସପ୍ତାହ ପାରାୟଣ ପାଇଁ କଳସ ଶୋଭାଯାତ୍ରା   18-Nov-2026
  ଜିଲ୍ଲା  
ବିଚ ରାସ୍ତାରେ ଯୁବକକୁ ଗୁଳିମାରି ହତ୍ୟା,ଦୁର୍ବୁର୍ତ୍ତ ଫେରାର I   18-Nov-2026
  ଜିଲ୍ଲା  
ବଲାଙ୍ଗିର ମାଟିର ପୁଅ ସତ୍ୟବାନ ନାଗ ଙ୍କ ବିଶ୍ୱ ରେକର୍ଡ ଯାତ୍ରା, ସମ୍ବଲପୁର ମହୋତ୍ସବରେ ଲେଖିଲେ ନୂଆ ଅଧ୍ୟାୟ   18-Nov-2026
  ଜିଲ୍ଲା  
ନବନିର୍ବାଚିତ ଓଷ୍ଟା ରାଜ୍ୟ ନେତୃବୃନ୍ଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା   18-Nov-2026
  ଜିଲ୍ଲା  
ସମ୍ବିଧାନ ଦିବସ ଅବସରରେ ‘ସମ୍ବିଧାନ ରକ୍ଷା ଶୋଭାଯାତ୍ରା’♦️ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଏହା କଂଗ୍ରେସର ବିଗୁଲ ହେବ: ଭକ୍ତ   18-Nov-2026

You Might Also Like