-+91-9937148622 |

prerana_bgr@rediffmail.com |

  Monday 22nd July 2024 |

| | | |

R.N.I. Regd No. ODIODI/2010/46693

Breaking News

ଜିଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ    (21-Jul-2024)       ||      ବଲାଙ୍ଗିର ନୃସିଂହ ମନ୍ଦିର ଠାରେ ଗୁରୁ ପୁଜନୋତ୍ସବ   (21-Jul-2024)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ବୈଠକ   (21-Jul-2024)       ||      ଗୁରୁ ଶିଷ୍ୟ ପରମ୍ପପରା ଅତୁଟ ବନ୍ଧନ “ତସ୍ମୈଶ୍ରୀ”   (21-Jul-2024)       ||      ତହସିଲଦାର ଓ କୃଷି ଅଧିକାରୀଙ୍କ ମିଳିତ ମିଳିତ ଯାଞ୍ଚ   (21-Jul-2024)       ||      ଶ୍ରୀ ଗୋପାଳଜୀ ମନ୍ଦିର ସୋନପୁର ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ   (21-Jul-2024)       ||      ବନ ମହୋତ୍ସବ ଉପଲକ୍ଷେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ   (21-Jul-2024)       ||      ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କ୍ବାକ୍ ଓ ଗୁଣିଗାରେଡି ଚିକିତ୍ସାର ବିକଳ ଚିତ୍ର: ସରକାରୀ ସ୍ବାସ୍ଥ୍ୟସେବା ପ୍ରତି ଆସ୍ଥାନାହିଁ , ଅସଚେତନତା ଓ ଅନ୍ଧବିଶ୍ବାସକୁ ଆଶ୍ରା    (21-Jul-2024)       ||      ବିବାହିତ ମହିଳା ସ୍କଟିରେ ବସି ପ୍ରେମିକ ସହ ଫେରାର "ସିସିଟିଭି ରେ କୋଏଦ ହେଲା ଦୃଶ୍ୟ   (21-Jul-2024)       ||      ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କୁ ସମ୍ବର୍ଦ୍ଧନା   (21-Jul-2024)       ||      ଉଦନ୍ତୀ ନଦୀ ପାଣିରୁ ମହିଳା ଉଦ୍ଧାର।   (21-Jul-2024)       ||      ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବଙ୍କ ବ୍ଲକ୍ ରେ ଉନ୍ନୟନ କାମରେ ଦୁର୍ନୀତି : ଜନପ୍ରତିନିଧି କରୁଛନ୍ତି ଠିକା  !   (21-Jul-2024)       ||      ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଗରୁ ପୁର୍ଣିମା ଉତ୍ସବ ପାଳନ   (21-Jul-2024)       ||      ଲଖପାଲିରେ ଡାଇରିଆ ଆତଙ୍କ, ୨ମୃତ, ୧୭ ଆକ୍ରାନ୍ତ, ଗାଁରୁ ୫୦୦ମିଟର ଦୂରରେ ରହିଛି ଡମ୍ପିଂୟାର୍ଡ,ସଂକ୍ରମଣ ଭୟରେ ଗ୍ରାମବାସୀ   (21-Jul-2024)       ||      ମଝି ରାସ୍ତା ରେ ଜଳିଗଲା କାର   (20-Jul-2024)       ||      ପ୍ରାକୃତିକ ବିପତ୍ତି ଓ ବିପର୍ଯ୍ୟୟ ତଥା ଅଗ୍ନିକାଣ୍ଡ ଦାଉରୁ ରକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ    (20-Jul-2024)       ||      ସଟ ସାର୍କିଟ ଯୋଗୁଁ ଜଳିଲା କାର   (20-Jul-2024)       ||      ରାଜ୍ୟ ର ଏକ ନମ୍ବର ମୋଡେଲ ହସ୍ପିଟାଲ୍ ର ଦୂରାବସ୍ଥା କୁ ନେଇ ବିକ୍ଷୋପ କଲେ କୃଷକ ସଂଗଠନ*- - *କୋଠା ନିର୍ମାଣ ଓ କିଣା ଯାଇଥିବା ଚିକିତ୍ସା ଉପକରଣ ର ତଦନ୍ତ ଦାବୀ କଲେ ନାରୀ ନେତ୍ରୀ ସୋନାଲି   (20-Jul-2024)       ||      ଗଞ୍ଜେଇ ସହ ଦୁଇ ବେପାରୀ ଗିରଫ - ଗଞ୍ଜେଇ ଗୋଦାମ ପାଲଟିଛି ସୁବଳୟା ଅଞ୍ଚଳ - ମୁଖ୍ୟ ମାଫିଆଙ୍କୁ ଧରିବାରେ ପୁଲିସ ବିଫଲ   (20-Jul-2024)       ||      ବଦଳିବ କି ଜୁନାଗଡ ରାଜନୀତି ସମୀକରଣ !   (20-Jul-2024)       ||     

HOME   ଜିଲ୍ଲା

କଣ୍ଟାମାଳ ଶିବ ମନ୍ଦିର ପରିସରରେ କଣ୍ଟାମାଳ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

24-Jun-2024



କଣ୍ଟାମାଲ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ଗତକାଲି ସନ୍ଧ୍ୟା ସମୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ସଦର ମହକୁମା କଣ୍ଟlମାଳ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ କଣ୍ଟାମାଳ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ପୁର୍ବତନ କଣ୍ଟମାଳ ବିଧାୟକ ଭଗବାନ କଅଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ କଣ୍ଟାମାଳ ପଞ୍ଚାୟତ ସମେତ ଆଖପାଖ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଜନସାଧାରଣ ଯୋଗ ଦେଇଥିଲେ | ସମ୍ପାଦକ ଲକ୍ଷ୍ମଣ ସାହୁ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସୁଚନା ଦେବା ସହିତ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପାରମ୍ପରିକ ରୀତିନୀତି ଅନୁସାରେ ପାଳନ ପାଇଁ ସହଯୋଗ କାମନା କରିଥିଲେ | ବିଭିନ୍ନ ଗ୍ରାମର ସ୍ବେଚ୍ଛାସେବୀ ମାନେ ରଥଯାତ୍ରା ଅବସରରେ ସହଯୋଗ କରିବା ପାଇଁ ତାଲିକା ପ୍ରସ୍ତୁତ କରା ଯାଇଥିଲା l କୋଷାଧ୍ୟକ୍ଷ ଗଉର ବାଘଙ୍କ ସମେତ ବିଭିନ୍ନ ଗ୍ରାମର ମୁଖ୍ୟ ଓ ଜଗନ୍ନାଥ ପ୍ରେମୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟ ରେ ନୀତି କାନ୍ତି ରେ ସହଯୋଗ ପାଇଁ ରଶ୍ମି କୁଦେଇ,ବିଜୁ ସାହୁ,ମୁକ୍ତେ ନାୟକ,ଓ ଦାମ ବାଗ ଙ୍କୁ ମୋନୋନିତ କରାଯାଇଥିଲା


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ   21-Jul-2024
  ଜିଲ୍ଲା  
ବଲାଙ୍ଗିର ନୃସିଂହ ମନ୍ଦିର ଠାରେ ଗୁରୁ ପୁଜନୋତ୍ସବ   21-Jul-2024
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ବୈଠକ   21-Jul-2024
  ଜିଲ୍ଲା  
ଗୁରୁ ଶିଷ୍ୟ ପରମ୍ପପରା ଅତୁଟ ବନ୍ଧନ “ତସ୍ମୈଶ୍ରୀ”   21-Jul-2024
  ଜିଲ୍ଲା  
ତହସିଲଦାର ଓ କୃଷି ଅଧିକାରୀଙ୍କ ମିଳିତ ମିଳିତ ଯାଞ୍ଚ   21-Jul-2024
  ଜିଲ୍ଲା  
ଶ୍ରୀ ଗୋପାଳଜୀ ମନ୍ଦିର ସୋନପୁର ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ   21-Jul-2024
  ଜିଲ୍ଲା  
ବନ ମହୋତ୍ସବ ଉପଲକ୍ଷେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ   21-Jul-2024
  ରାଜ୍ୟ  
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କ୍ବାକ୍ ଓ ଗୁଣିଗାରେଡି ଚିକିତ୍ସାର ବିକଳ ଚିତ୍ର: ସରକାରୀ ସ୍ବାସ୍ଥ୍ୟସେବା ପ୍ରତି ଆସ୍ଥାନାହିଁ , ଅସଚେତନତା ଓ ଅନ୍ଧବିଶ୍ବାସକୁ ଆଶ୍ରା   21-Jul-2024
  ଜିଲ୍ଲା  
ବିବାହିତ ମହିଳା ସ୍କଟିରେ ବସି ପ୍ରେମିକ ସହ ଫେରାର "ସିସିଟିଭି ରେ କୋଏଦ ହେଲା ଦୃଶ୍ୟ   21-Jul-2024
  ଜିଲ୍ଲା  
ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କୁ ସମ୍ବର୍ଦ୍ଧନା   21-Jul-2024
  ଜିଲ୍ଲା  
ଉଦନ୍ତୀ ନଦୀ ପାଣିରୁ ମହିଳା ଉଦ୍ଧାର।   21-Jul-2024
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବଙ୍କ ବ୍ଲକ୍ ରେ ଉନ୍ନୟନ କାମରେ ଦୁର୍ନୀତି : ଜନପ୍ରତିନିଧି କରୁଛନ୍ତି ଠିକା  !   21-Jul-2024

You Might Also Like